Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଧଳପୂର ରେ ବିଜେଡ଼ି ର ଜନସମାବେଶ

21 0

ବୌଦ୍ଧ: ୪/୯ (ଚିତ୍ତ ରଞ୍ଜନ ସିଂ)ହରଭଙ୍ଗା ବ୍ଲକ୍ ଧଳପୁର ଠାରେ ଆଜି ବିଜେଡ଼ି ଦଳର ଏକ ଜନସମାବେଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ମନ୍ତ୍ରୀ ଜଙ୍ଗଲ ପରିବେଶ ଓ ସୂଚନା ଲୋକସଂପର୍କ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଯୋଗ ଦେଇ ପଞ୍ଚାୟତ ସ୍ତରରେ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ସମ୍ପର୍କରେ ଅବଗତ କରିବା ସହିତ ବିଭିନ୍ ସମସ୍ୟା ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଏହି ସଭାରେ ସରପଞ୍ଚ ଶ୍ରୀମତୀ ସୁଜାତା କର୍ଣ୍ଣ ମଞ୍ଚ ପରିଚାଳନା କରିଥିବା ବେଳେ ପୂର୍ବତନ ସରପଞ୍ଚ ବିଶ୍ଵାମିତ୍ର ମହାକୁଡ,ନନ୍ଦିନୀ ପ୍ରଧାନ, ନନ୍ଦ କିଶୋର ସେଠି ପ୍ରମୁଖ ଉପସ୍ଥିତ ଥିଲେ।

Related Post

ନବୀନ ପଟ୍ଟନାୟକ ଙ୍କ ସମ୍ପତି ବିଷୟ ରେ ଜାଣନ୍ତୁ

Posted by - March 21, 2019 127
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିବା ବେଳେ ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ତାଲିକା ଦେଇଛନ୍ତି।…

ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସର ଦରଦାମ ବୃଦ୍ଧିକୁ ନେଇ ସାଇକେଲ ଶୋଭାଯତ୍ରା

Posted by - July 9, 2021 0
ସୋନପୁର:( ଅଜିତ କୁମାର ପୁଝାରୀ ) ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ ଦେଶରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ର ଅହେତୁକ ଦରଦାମ ବୃଦ୍ଧିକୁ ନେଇ ଏକ…

ଶେଷ ଦିନରେ ୧୨ ଜିଲ୍ଲାପରିଷଦ, ୧୫୮ ୱାର୍ଡ ମେମ୍ବର, ୪୯ ସରପଞ୍ଚ ଏବଂ ୪୨ ଜଣ ସମିତି ସଭ୍ୟଙ୍କ ନାମାଙ୍କନ ପତ୍ର ଦାଖଲ

Posted by - January 21, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତଥା ରାଜନୈତିକ ଦଳ ଏବଂ ନେତା ନେତ୍ରୀଙ୍କ ପାଇଁ ଏହା ଏବେ ତାଙ୍କ ପାଇଁ ପାର୍ବଣ ଋତୁ ସଦୃଶ। ଆଜି…

ବିଜେପି ର ନିର୍ବାଚନୀ ବୈଠକ ଅନୁଷ୍ଠିତ

Posted by - December 4, 2021 0
ବସ୍ତା:ବସ୍ତା ବ୍ଲକ ଅନ୍ତର୍ଗତ ବରୁଣ ଗାଡିଆ ପଞ୍ଚାୟତ ନିଶ୍ଚିନ୍ତପୁର ଗ୍ରାମର ସିଦ୍ଧେଶ୍ୱର ସାମଲଙ୍କ ବାସଭବନରେ ଗୁରୁବାର ସନ୍ଧ୍ୟା ୭ ଘଟିକାରେ ଦରଡା ମଣ୍ଡଳ ସଭାପତି ବସନ୍ତ ବାରିକଙ୍କ…

ମିଥ୍ୟା ଜାତିଗତ ପ୍ରମାଣ ପତ୍ର ଦେଇ ହରଡ଼ଘଣାରେ ବିଜୟୀ ସରପଞ୍ଚ

Posted by - March 10, 2022 0
ବୌଦ୍ଧ :(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ପଞ୍ଚାୟତର ନବନିର୍ବାଚିତ ସରପଞ୍ଚ ଚଂଚକତା କରି ଜାତିଗତ ପ୍ରମାଣ ପତ୍ର ଦାଖଲ କରି ବିଜୟୀ ହୋଇଥିବା ଅଭିଯୋଗ ହୋଇଛି।ଏହାରି…