ପଞ୍ଚରଥ ମନ୍ଦିର ଚୋରୀ ମୂର୍ତ୍ତି ଉଦ୍ଧାର

26 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଚୋରୀ ହୋଇଥିବା ମୂର୍ତ୍ତି ଗୋଟିଏ ଦିନ ପରେ ଉଦ୍ଧାର l ସୂଚନା ଅନୁସାରେ ସୁବର୍ଣ୍ଣପୁର ସହରର ମଧ୍ୟ ଭାଗରେ ରହିଥିବା ପଞ୍ଚରଥ ମନ୍ଦିର ମଧରେ ରହିଥିବା ଧାତୁ ମୂର୍ତ୍ତି ଗୁଡିକ ଶନିବାର ରାତିରେ ଚୋରୀ ହୋଇଥିଲା l ସୋନପୁର ବଲାଙ୍ଗିର ରାସ୍ତାରେ ରହିଥିବା ଝିଙ୍କି ଟିକ୍ରା ଠାରେ ଏକ ରଙ୍ଗ ମିସ୍ତ୍ରୀ କାମ କରୁଥିବା ସମୟ ରେ ଜଣେ ବ୍ୟକ୍ତି କିଛି ସାମଗ୍ରୀ ବିକ୍ରି କରିବାକୁ ଆସିଥିଲେ l

ରଙ୍ଗ ମିସ୍ତ୍ରୀ ସାମଗ୍ରୀ କଣ ବୋଲି ପଚାରିବା ରେ ଯୁବକ ଜଣକ କିଛି ଧାତୁରେ ନିର୍ମିତ ମୂର୍ତ୍ତି ଦେଖାଇଥିଲେ l ମୂର୍ତ୍ତି କୁ ଦେଖି ଚୋରୀ ମୂର୍ତ୍ତି ସନ୍ଦେହ କରି ଯୁବକ ଜଣକ କୁ ଧରି ପକାଇ ଥିଲେ l ହେଲେ ଯୁବକ ଚତୁରତାର ସହ ବେଗ ଛାଡ଼ି ଚମ୍ପଟ ମାରିଥିଲା l ତେବେ ବେଗ ଭିତରେ ଶିବ, ପାର୍ବତୀ, ବିଷ୍ଣୁ, ଗଣେଶ, କଳସ ଓ ଘଣ୍ଟି ରହିଥିଲା l ଏନେଇ ରଙ୍ଗ ମିସ୍ତ୍ରୀ କିରଣ ଚନ୍ଦ୍ର ଦାସ ସୋନପୁର ଥାନା କୁ ଆସି ସାମଗ୍ରୀ ଜମା ଦେଇଥିଲେ l ସୋନପୁର ଥାନା ଅଧିକାରୀ ପଦ୍ମାଶିନୀ ମେହେର ଦେଖିବା ପରେ ଶନିବାର ରାତି ରେ ପଞ୍ଚରଥ ମନ୍ଦିର ରୁ ଚୋରୀ ହୋଇଥିବା ମୂର୍ତ୍ତି ବୋଲି ସୂଚନା ଦେଇଛନ୍ତି l

 

Related Post

ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ଜିଲ୍ଲାସ୍ତରୀୟ ବ୍ୟ।ଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

Posted by - March 7, 2023 0
ବୌଦ୍ଧ : (ଚିତ୍ତ ରଞ୍ଜନ ସିଂ) ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ବ୍ୟ।ଙ୍କିଙ୍ଗ ସେବା ଓ ଋଣ କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।…

ପବିତ୍ର ବୌଦ୍ଧ ପୁର୍ଣିମା ଉପଲକ୍ଷେ ପଞ୍ଚ ମହାଯଜ୍ଞ

Posted by - May 6, 2023 0
ମୁନିଗୁଡା :(ରମାକାନ୍ତ ପୋଡାଳ )୬.୫.୨୦୨୩ ରାୟଗଡା ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଚନ୍ଦ୍ରପୁର ବ୍ଲକ ହନୁମନ୍ତପୁର ଗ୍ରାମପଞ୍ଚାୟତ ଅଧୀନ ଶ୍ରୀମିନାଝୋଲା ଶୈବ ପୀଠ ଜନ କଲ୍ୟାଣ ଆଶ୍ରମ ତତଫରୁ…

ମିଲିଳା ନିଖୋଜ ନାବାଳକର ମୄତଦେହ

Posted by - January 12, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ) ମିଳିଲା ପାଓ୍ବାର କେନାଲରେ ଭାସିଯାଇଥିବା ନାବାଳକର ମୃତହେହ | ଦୀର୍ଘ ଦିନର ସର୍ଚ୍ଚ ଅପରେସନ ପରେ ଆଜି ନାବାଳକର ମୃତ ଦେହ ଉଦ୍ଧାର ହୋଇଥିବା…

ସାରା ଜିଲାରେ ୧୪୪ ଧାରାକୁ କୋହଳ, ବାରୁଣୀ ପାଇଁ ୧୪୪ ଜାରି

Posted by - March 18, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କୋରୋନା ପାଇଁ ସାରା ଯାଜପୁର ଜିଲାରେ ଲାଗିଥିବା ୧୪୪ ଧାରାକୁ କୋହଳ କରିଛି ଜିଲା ପ୍ରଶାସନ । କିନ୍ତୁ ଗୋଟିଏ ସ୍ଥାନରେ ଭିଡ ନ…

ସମ୍ଭାବ୍ୟ ଆବାସ ହିତାଧିକାରୀ ତାଲିକା ରେ ନାମ ଯୋଡିବାକୁ ଦାବୀ

Posted by - January 7, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଓଡିଆପାଲି ପଂଚାୟତ କପସିପାଲି ଗାଁ ରେ ଅନେକ ଯୋଗ୍ଯ ପରିବାର ଥିଲେ ମଧ୍ଯ ଆବାସ ଘର ପାଇ ନ ଥିବା…