Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଡ୍ରାଇଭର ମହାସଂଘ ପକ୍ଷରୁ ରକ୍ତଦାନ, ଚକ୍ଷୁ ଚିକିତ୍ସା ଓ ସ୍ୱାସ୍ଥ୍ୟ ଶିବିର

26 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଓଡିଶା ଡ୍ରାଇଭର ମହାସଂଘ ସୋନପୁର ଶାଖା ପକ୍ଷ ରୁ ଆଜି ବଡ଼ ଝିଙ୍କି ଠାରେ ଥିବା ଡ୍ରାଇଭର ୟୁନିଅନ ଅଫିସ ଠାରେ ଡ୍ରାଇଭର ଦିବସ ମହା ସମାରୋହ ରେ ପାଳିତ ହୋଇ ଯାଇଛି l ଏହି ଅବସର ରେ ସଂଘ ପକ୍ଷ ରୁ ଏକ ବଡ ପଟୁଆର ରେ ଶହଶହ ଡ୍ରାଇଭର ମାଆ ସୁରେଶ୍ୱରୀ ମନ୍ଦିର ରୁ ବାହାରି ଝିଙ୍କି ସ୍ଥିତ ନୂତନ ଅଫିସ କୁ ଶୋଭା ଯାତ୍ରା ରେ ବାହାରି ଥିଲେ । ଏହି ଅବସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି l ୩ ଜଣ ମହିଳା ରକ୍ତ ଦାତା ଙ୍କ ସମେତ ସମୁଦାୟ ୪୬ ୟୁନିଟ ରକ୍ତ ସଂଗ୍ରହ କରା ଯାଇଛି l

ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡା ପାଲି ତରଫରୁ ଚକ୍ଷୁ ଚିକିତ୍ସା ଶିବିର ସମେତ କିୟୁରଵା ସଂସ୍ଥା ପକ୍ଷ ରୁ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ମଧ୍ୟ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ରୂପେ ସୁବର୍ଣ୍ଣପୁର ଏସପି ଶ୍ରୀ ଅମରେଶ ପଣ୍ଡା, ସମ୍ମାନିତ ଅତିଥି ଭାବେ ଏ ଡି ଏମ ଶ୍ରୀ ସୂର୍ଯ୍ୟ ନାରାୟଣ ଦାଶ ଯୋଗ ଦେଇ ଡ୍ରାଇଭର ମାନଙ୍କ ବିଭିନ୍ନ ସମସ୍ୟା ର ସମାଧାନ ଲାଗି ପ୍ରଶାସନ ପକ୍ଷ ରୁ ପ୍ରତିଶୁତି ଦେଇ ସଂଘ ର ନୀତି ଆଦର୍ଶ ଉପରେ ସଂସ୍କାର ଆଣିବାକୁ ପ୍ରଥମେ ନିଜେ ନିଜକୁ ସୁସ୍ଥ ଓ ସୁରକ୍ଷିତ ରଖି ସାଧାରଣ ଜନତା ଙ୍କ ଜୀବନ ସୁରକ୍ଷା ପାଇଁ ଉତ୍ତମ ସେବା ଦେବା ସହିତ ଲୋକଙ୍କ ଆସ୍ଥାଭାଜନ ବୃଦ୍ଧି କରିବାକୁ ଅନେକ ପରାମର୍ଶ ଦେଇଥିଲେ l

ଏହି କାର୍ଯ୍ୟକ୍ରମ କୁ ଜିଲ୍ଲାର ଓଡ଼ିଶା ଡ୍ରାଇଭର ମହାସଂଘ ର ଉପ ସଭାପତି ଜ୍ୟୋତି ରଂଜନ ପଧାନ, ବ୍ଲକ ସଭାପତି ନରୋତ୍ତମ ନନ୍ଦ ପରିଚାଳନା କରିଥିବା ବେଳେ ଭରତ ଗଡ଼ିଆ, ବେଦବ୍ୟାସ କର୍ମୀ,ବିକାଶ ନାଏକ, ବଳରାମ ସ୍ନିଙ୍ଘ,ହରିଶ ଠାକୁର ପ୍ରମୁଖ ଜିଲ୍ଲାର କର୍ମକର୍ତ୍ତା ସମେତ ବ୍ଲକ ର ସମସ୍ତ ଡ୍ରାଇଭର ଉପସ୍ଥିତ ଥିଲେ ।

 

Related Post

କୁଶକେଲା ଗ୍ରାମପଞ୍ଚାୟତରେ ବ୍ଲକସ୍ତରୀୟ ସ୍ବାସ୍ଥ୍ୟମେଳା

Posted by - April 18, 2022 0
ଟିଟିଲାଗଡ଼:( ସଞ୍ଜୟ କୁମାର ନାୟକ) ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ସ୍ଥାନରେ ସ୍ଵାସ୍ଥ୍ୟ ଶିବିର ମାନ ଅନୁଷ୍ଠିତ ହେଉଥିବା ବେଳେ ଟିଟିଲାଗଡ ବ୍ଲକ ଅନ୍ତର୍ଗତ କୁଶକେଲା ଗ୍ରାମ…

ସମ୍ବଲପୁରରେ ହିଁସା ର ମୁଖ୍ୟ ଦୋଷୀ ମାନଙ୍କୁ ଗିରଫ ଦାବି ନେଇ ରାଜ୍ୟ ପାଳଙ୍କୁ ଦାବି ପତ୍ର

Posted by - April 24, 2023 0
ଧର୍ମଗଡ଼: ୨୪/୪/୨୩ ହନୁମାନ ଜୟନ୍ତୀ ରେ ସମ୍ବଲପୁର ଠାରେ ହନୁମାନ ଭକ୍ତ ମାନଙ୍କୁ ହିଁସା ଘଟାଇବା ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପ୍ରତିବାଦରେ ଧର୍ମଗତ ଠାରେ…

ଜିଲ୍ଲାସ୍ତରୀୟ ସ୍ଵାସ୍ଥ୍ୟସେବା ଦିବସ

Posted by - December 12, 2022 0
ସୁବର୍ଣ୍ଣପୁର;(ଅଜିତ କୁମାର ପୁଜାହାରୀ)ଆମେ ଚାହୁଁଥିବା ଆଗାମୀ କାଲିର ସୁସ୍ଥ ସମାଜ ଗଠନ ଦିଗରେ ସମସ୍ତଙ୍କ ଭୂମିକା ରହିଛି ଏବଂ ଏ ଦିଗରେ ସମସ୍ତେ ଯତ୍ନବାନ ହେବା ଉଚିତ…

ଯାଜପୁର ସହର ରାସ୍ତା ଓସାରିଆ ହେଉଥିବାରୁ ବ୍ୟାପକ ଉଚ୍ଚେଦ

Posted by - July 29, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ସହର ରାସ୍ତା ଓସାରିଆ ହେଉଥିବାରୁ ବ୍ୟାପକ ଉଚ୍ଚେଦ କାର‌୍ୟ୍ୟ ଜାରି ରହିଛି । ରେଡକ୍ରସ ଛକରୁ ମେଡିକାଲ ଛକ ପର‌୍ୟ୍ୟନ୍ତ ରାସ୍ତାକୁ…

୧୮-୧୯ ବର୍ଷ ଯୁବପିଢ଼ି ଙ୍କୁ ଭୋଟର ତାଲିକାରେ ପଞ୍ଜିକୃତ କରିବା ପାଇଁ ସ୍ୱତନ୍ତ୍ର ପ୍ରଚାର

Posted by - November 30, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଁ )ବୌଦ୍ଧ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ରେ ୧୮-୧୯ ବର୍ଷ ବୟସର ଯୁବ ପିଢ଼ି ମାନଙ୍କୁ ଭୋଟର ତାଲିକାରେ ପଞ୍ଜିକୃତ କରିବା ପାଇଁବୌଦ୍ଧ ଜିଲ୍ଲା ପାଳ…