Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ଭାରତୀୟ ଜନତା ପାର୍ଟି ବୌଦ୍ଧ ତରଫରୁ କୃଷି ଯନ୍ତ୍ରପ।ତି ଓ ଧାନ କିଣା ବିକା ରେ ବ୍ୟାପକ ଦୁର୍ନୀତି ର ସି.ବି.ଆଇ.ତଦନ୍ତ ପାଇଁ ଦାବି

32 0

ବୌଦ୍ଧ :(ଚିତ୍ତରଞ୍ଜନ ସିଂ )ବୌଦ୍ଧ ଉପ ଜିଲ୍ଲାପାଳ ଙ୍କୁ ବୌଦ୍ଧ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ତରଫରୁ ଏକ ୫ ଦଫା ସମ୍ବଳିତ ଦାବି ପତ୍ର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ରବି କୁମାର ଦେଓ ଙ୍କ ନେତୃତ୍ବରେ ପ୍ରଦାନ କରା ଯାଇଥିଲାତତ ସହିତ ଗୁରୁଜିମୁଣ୍ଡ। ଠାରେ ସlଲୁଙ୍କି ନଦୀରେ ଏକ ନଦୀ ବନ୍ଧ ନିର୍ମାଣ ଯୋଜନା କୁ ମଧ୍ୟ ଦାବି କରାଯାଇଥିଲା!

କୃଷିଯନ୍ତ୍ର ପ।ତି କିଣାରେ ବ୍ୟାପକ ଦୁର୍ନୀତି ଓ ଧାନ କିଣା ରେ କଟନି ଛଟନୀ ର ସି. ବି. ଆଇ . ତଦନ୍ତ ପାଇଁ ଜିଲ୍ଲାପାଳ ଙ୍କ ଜରିଆରେ ମହାମହିମ ରାଜ୍ୟପାଳ ଙ୍କ ଉଦେଶ୍ୟରେ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି,କୃଷକ ନେତା ସୂର୍ଯ୍ୟ ନାରାୟଣ ମହାପାତ୍ର, ଯୁଗୋଳ କିଶୋର ସାମଲ, ନବୀନ ହୋତା, ଶମ୍ଭୁ ପ୍ରଧାନ, ଦାଶରଥି ବାରିକ, ମନୋରଞ୍ଜନ ଦାସ, ସଂଗ୍ରାମ ବେହେରା, ଶେଷ ଛାନ୍ଦ, ସୁଦାମ ମେଣ୍ଡୁଳି ଙ୍କ ସମେତ ବିଜେପି କୃଷକ ମୋର୍ଚା ର କର୍ମ କର୍ତ୍ତା ଉପସ୍ଥିତ ରହିଥିଲେ!

Related Post

ପ୍ରଧାନ ଶିକ୍ଷକ ସହକରୀ ଶିକ୍ଷକ ନିଯୁକ୍ତି ଦାବିରେ ଗୋଷ୍ଠୀ ଶିକ୍ଷା ଅଫିସରେ ଦାବିପତ୍ର

Posted by - August 11, 2023 0
କେସିଙ୍ଗା:୧୦/୦୮ (ପ୍ରିତେଶ ପଟେଲ୍)କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାହାଦୁର ପଦର ସରକାରୀ ଉଚ୍ଚ ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନ ଶିକ୍ଷକ ଦିଆଯାଇନଥିବା ରୁ ଅଭିଭାବକ ଓ ଶିକ୍ଷାର୍ଥୀ…

ଏଆଇଟିୟୁସି ପକ୍ଷରୁ ଗଣଧାରଣା.

Posted by - August 2, 2021 0
ବୌଦ୍ଧ;(ଚିତ୍ତରଂଜନସିଂ) ବୌଦ୍ଧ ଜିଲ୍ଲାର ନିର୍ମାଣ ଶ୍ରମିକଙ୍କ ବହୁବିଦ୍ଧି ସମସ୍ୟା ଯଥା ଝିଅ ବିବାହ ସହାୟତା, ଶିକ୍ଷା ସହାୟତା,ମୃତ୍ୟୁକାଳିନ ସହାୟତା ଅଦି ପ୍ରଦାନ କ୍ଷେତ୍ରରେ ଜିଲ୍ଲା ଶ୍ରମଧିକାରୀଙ୍କ ଟାଳଟୁଳୁ…

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ରାୟଗଡା କୋଟ ପରିସରରେ ଆଇନ ସଚେତନତା ଶିବିର

Posted by - September 14, 2023 0
ରାୟଗଡା :(ରମାକାନ୍ତ ପୋଡାଲ)ସକାଳ ଘ.୯.୩୦ମି ରେ ସ୍ଥାନୀୟ ଜିଲ୍ଳା ଅଦାଲତ ର ଭିଡିଓ କନଫରେନ୍ସ ହଲ୍ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ରାୟଗଡା ତରଫରୁ କର୍ମକ୍ଷେତ୍ରରେ ମହିଳାମାନଙ୍କର…

ବୋଲେରୋକୁ ଚାପିଦେଲା ଦ୍ରୁତଗାମୀ ଟ୍ରକ୍‌; ଚାଳକ ଓ ଗୋଟିଏ ପରିବାରର ୫ ଜଣ ଗୁରୁତର

Posted by - December 28, 2022 0
ନର୍ଲା: :୨୭/୧୨(ଅମିୟ କୁମାର ଦାସ)ଦ୍ରୁତଗାମୀ ଟ୍ରକ୍‌ ଆଜି ମଧ୍ୟାହ୍‌ଣରେ ଏକ ବୋଲେରୋକୁ ଚାପିଦେଇଛି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣଙ୍କ ସମେତ ମୋଟ…