କଣ୍ଟାବାଞ୍ଜି ଏବଂ ମୁରିବାହାଲ ଚର୍ଚ୍ଚ ପାଇଁ ଅନୁଦାନ,ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାଁ ସମ୍ବର୍ଦ୍ଧିତ

29 0

କଣ୍ଟାବାଞ୍ଜି :(ନରେନ୍ଦ୍ର ନେଗୀ)କଣ୍ଟାବାଞ୍ଜି ଠାରେ ଚର୍ଚ୍ଚ ପାଇଁ ମୁଖ୍ୟମନ୍ତ୍ରୀ ସତନ୍ତ୍ର ସହାୟତା ଯୋଜନା ରେ ୧୫ ଲକ୍ଷ ଟଙ୍କା ଓ ମୁରିବାହାଲ ବ୍ଲକ ଅନ୍ତର୍ଗତ ଦନ୍ଦ୍ରା ଠାରେ ଅନୁଦାନ ଦେଇଥିବାରୁ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭି. କେ ପାଣ୍ଡିଆନ କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା l

ଏହି ଅବସରରେ ଆୟୋଜିତ ସଭାରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ତଥା ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାଁ ଙ୍କୁ ତାଙ୍କ ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇବା ସହ ସମ୍ବର୍ଦ୍ଧିତ କରିଥିଲେ l

ଭାରପ୍ରାପ୍ତ ପାଳକ ନକୁଳ ବାଘ, ମଣ୍ଡଳୀ ସମ୍ପାଦକ ସୁନୀଲ ଚନ୍ଦ୍ର ନାଗ, ମହିଳା ସମିତି ସଭାନେତ୍ରୀ ମଞ୍ଜୁଳା ନାଗ, ଯୁବ ସଭାପତି ମନୋଜ କୁମାର ସାହୁ, ସଣ୍ଡେସ୍କୁଲ ସଂଯୋଜିକା ଆରତୀ ବାଗ, ଦାନୀଏଲ ନାଗ, ସୁରମ୍ୟ ସାଗର, ତରୁଣୀ ସାହୁ,ସନ୍ତୋଷିନୀ ବାରିକ, କୁସୁମ ସୁନା, ବିଜୟ ବାରିକ, ଦିନୁଏଲ ବାରିକ, ମୋନାଲିସା ସାଗର,ସଂପାଦକ ଅମିୟ କୁମାର ନାଗ, କୋଷାଧ୍ୟକ୍ଷ -ମଳୟ କୁମାର ନାଗ, ଦିକନ୍ ଯୁନସ ବାରିକ,ଉପଦେଷ୍ଟା ଯୋସେଫ ବାରିକ,ଉଦୟ ନାଗ ଏବଂ ପ୍ରମିଳା ନାଗ, ସୁରମ୍ୟ ନାଗ, ଦୀପ୍ତି ପ୍ରକାଶ ବାରିକ, ସୌରଭ ଦାନିଏଲ, ଆକାଶ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

Related Post

ସାରିଲା ପ୍ରଥମ ପର୍ଯ୍ୟାୟ ଭୋଟ

Posted by - April 11, 2019 1,448
୨୦୧୯ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ଆଜି ଓଡ଼ିଶାର ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ଶାନ୍ତିଶୃଙ୍ଖଳାରେ ସରିଛି ମତଦାନ। ଇଭିଏମ୍‌ରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ…

ହରଭଙ୍ଗା ଏବିଭିପିର ନଗର ସମ୍ମିଳନୀ

Posted by - December 2, 2022 0
ହରଭଙ୍ଗା :(ଚିତ୍ତରଞ୍ଜନ ସିଂହ)ଅଖିଳ ଭାରତୀୟ ବିଦ୍ୟର୍ଥୀ ପରିଷଦ ଏବିଭିପିର ହରଭଙ୍ଗା ନଗର ସମ୍ମିଳନୀ ହରଭଙ୍ଗା ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି | ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବେ…

ଭାଇ ଚାରା ର ବାର୍ତ୍ତା ଦେଇ ବିଦାହେଲେ ବିଘ୍ନରାଜ୍

Posted by - September 30, 2023 0
କଣ୍ଟାବାଞ୍ଜି ବ୍ୟୁରୋ: ୨୯/୦୯(ନରେନ୍ଦ୍ର ନେଗୀ)ଜାତି, ବର୍ଣ୍ଣ, ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ଏକ ସୁତ୍ରରେ ବାନ୍ଧି ଭାଇଚାରାର ବାର୍ତ୍ତା ପ୍ରଦାନ କରି ମହାପ୍ରଭୁ ବିଘ୍ନରାଜ ଶ୍ରୀଗଣେଶ ଧରାପୃଷ୍ଠରୁ ବିଦାୟ…

ଘଣ୍ଟାପଡା – ବସାଶଙ୍କର ସେତୁ ନିର୍ମାଣ ସମ୍ପୁର୍ଣ୍ଣରେ ବିଳମ୍ବ ! ଜମି ଅଧିଗ୍ରହଣରେ ଅଟକିଛି !

Posted by - July 29, 2023 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂ) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା – ବସାଶଙ୍କର ତେଲନଦୀରେ ନିର୍ମାଣାଧିନ ବିଜୁ ସେତୁ ଦୀର୍ଘ ପାଞ୍ଚ ବର୍ଷ ହେବ କାମ…