Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ପୁଣି ତେଜିଲା ଧର୍ମଗଡ଼ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ଜିଲ୍ଲା ଦାବିକୁ ନେଇ ବୈଠକ

163 0

ଧର୍ମଗଡ଼: ତା ୨୫/୮(ହେମନ୍ତ କୁମାର ମାଝୀ)ଧର୍ମଗତ ଉପଖଣ୍ଡ କୁ ଜିଲ୍ଲା ଦାବି ନେଇ ଆଜି କ୍ରିୟାନୁଷ୍ଠାନ କମିଟି ର ଏକ ବୈଠକ ହୋଟେଲ ରିୟଳପ୍ଳେସ ଠାରେ ଅନୁଷ୍ଠିତ ହୋଇଯାଇଅଛି।

କ୍ରିୟାନୁଷ୍ଠାନ କମିଟି ର ଅଧ୍ୟକ୍ଷ ଆଇନ ଜୀଵି ତୁଷାର ରଞ୍ଜନ ପାଟଯୋଷୀ ଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକରେ ଧର୍ମଗତ ଏନ୍ ଏ ସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି ଉପାଧ୍ୟକ୍ଷା ମନିଷା ମିଶ୍ର ଓକିଲ ସଂଘ ସଭାପତି ପ୍ରସନ୍ନ କୁମାର ଅଗସ୍ତି ସରପଞ୍ଚ ସଂଘ ସଭାପତି ହାତୀ ରାମ ଦୂର୍ଗା ଓ ବି ସି ନେତା ଡମ୍ବରୁଧର ଲହଜ ବ୍ୟବସାୟ ସଂଘ ସଭାପତି ବିଦ୍ୟାଧର ସାହୁ ବରିଷ୍ଠ ସାମ୍ବାଦିକ ହୃଷିକେଶ ମିଶ୍ର ବିରଞ୍ଚି ନାରାୟଣ ଜାଲ ପୂର୍ବତନ ସରପଞ୍ଚ ଲକ୍ଷ୍ମୀ କାନ୍ତ ବାଗ ଘନଶ୍ୟାମ ଅଗ୍ରୱାଲ ବରିଷ୍ଠ ନାଗରିକ ସଂଘ ର ସଭାପତି ସୁନିଲ୍ କୁମାର୍ ପାତ୍ର ଆଇନ ଜୀଵି ସୁବାସ ଚନ୍ଦ୍ର ପାଣିଗ୍ରାହୀ ପ୍ରଦୀପ ଦାସ ସରକାରୀ ଓକିଲ ଅଜିତ କୁମାର ସାହୁ ରାଜେନ୍ଦ୍ର ମୁନି ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ଧର୍ମଗତ ଉପଖଣ୍ଡ କୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ ପାଇଁ ଦାବି ହୋଇଆସୁଛି।

ଧର୍ମଗଡ଼ ଉପଖଣ୍ଡ ର ଭୈଗଲିଖ ସ୍ଥିତ କୁ ଦେଖିଲେ ଏହା ନବ ଗଠନ ନୂଆପଡ଼ା ଜିଲ୍ଲା ଦେବଗଡ଼ ଜିଲ୍ଲା ବୌଦ୍ଧ ଜିଲ୍ଲା ଝାରସୁଗୁଡ଼ା ଜିଲ୍ଲା ଠାରୁ ଅଧିକ। ଧର୍ମଗଡ଼ କୋକସରା ଗୋଲାମୁଣ୍ଡା କଳମପୁ ଜୟପାଟଣା ଓ ଜୁନାଗଡ଼ ର ମୋଟ ୧୪୧ ଟି ଗ୍ରାମ ପଞ୍ଚାୟତ କୁ ନେଇ ଏହି ଉପଖଣ୍ଡ ର ମୋଟ ୭ ଲକ୍ଷ ୭୨ ହଜାର ୨୭୭ ଏଥି ମଧ୍ୟରୁ ୩,୮୨,୭୬୮ ପୁରୁଷ ଓ ୩,୮୯,୫୦୯ ମହିଳା ଅଛନ୍ତି।ଜନ ସଂଖ୍ୟା କୁ ହିସାବ କଲେ ୩,୧୨,୫୨୦ ର ଏକ ଦୁଇ ଗୁଣା ରୁ ଅଧିକ। ଛତିଶଗଡ଼ ସୀମା କୁ ଲାଗି ରହିଥିବା ବେଳେ ପ୍ରଶାସନ କୁ ଲୋକଙ୍କ ନିକଟତର କରାଇବା ପାଇଁ ଧର୍ମଗତ ଉପଖଣ୍ଡ କୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ନିହାତି ଆବଶ୍ୟକ ରହିଛି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଗୋଟିଏ ସ୍ଵରରେ ଧର୍ମଗତ ଜିଲ୍ଲା ଗଠନ ପାଇଁ ଦୋହଲାଇଲା।

Related Post

ବୌଦ୍ଧରେ କିଶୋର ମହାନ୍ତିଙ୍କ ଶ୍ରଦ୍ଧାଞ୍ଜଳି ସଭା

Posted by - January 11, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧସ୍ଥିତ ମାହେଶ୍ୱରୀ ସଂସ୍କୃତି ଭବନ ଠାରେ ଜିଲ୍ଲା ଯୁବ ଡ଼ୁମାଳ ବିକାଶ ପରିଷଦ ଆନୁକୂଲ୍ୟରେ କିଶୋର ମହାନ୍ତିଙ୍କ ଏକାଦଶlହ ତିଥିରେ ଏକ ଶ୍ରଦ୍ଧାଞ୍ଜଳି ସଭା…

ବେଲପଡ଼ା ବ୍ଲକର ଘାଗୁର୍ଲି ଗିରି ଗୋବର୍ଦ୍ଧନ ମନ୍ଦିରରେ ଯାଦବ ସମାଜର ବୈଠକ

Posted by - April 4, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ବଲାଙ୍ଗିର ଜିଲ୍ଲାର ବେଲପଡ଼ା ବ୍ଲକ ଅନ୍ତର୍ଗତ ଘାଗୁର୍ଲି ଗ୍ରାମର ଗିରି ଗୋବର୍ଦ୍ଧନ ମନ୍ଦିର ଠାରେ ବେଲପଡ଼ା ଯାଦବ ସମାଜର ସଭାପତି ଗୋକୁଳ ଖର୍ସେଲ ଙ୍କ…

ବିଧାୟକଙ୍କ ମାରାଥନ ଉଦଘାଟନରେ ୪୦୦ କର୍ମୀଙ୍କ ବିଜେଡ଼ିରେ ଯୋଗଦାନ

Posted by - January 6, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ବେଲଗୁଣ୍ଠା ବ୍ଲକ ବଡ଼ବୋର୍ସିଙ୍ଗ ପଂଚାୟତ ରେ ବିଭିନ୍ନ ପକଳ୍ପ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଦ୍ଵାରା ଉଦଘାଟନ ହୋଇଯାଇଛି l ସ୍ଥାନୀୟ ସରପଞ୍ଚ ପ୍ରତିନିଧି ତଥା…

ପୋଲରେ ପିଟିହୋଇ ନୈାସେନା ଯବାନଙ୍କ ମୃତ୍ୟୁ

Posted by - August 17, 2019 10
ଯାଜପୁର: ଯାଜପୁର ଜିଲ୍ଲା ସଡକ ଦୂର୍ଘଟଣାରେ ଜଣେ ନୈାସେନା ଯବାନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ଜଣକଙ୍କ ପରିଚୟ ନମିଟିକିରି ଗ୍ରାମର ରମେଶ ଚନ୍ଦ୍ର…

କହ୍ନା ପକ୍ଷରୁ ସ୍କର୍ଗତ ଦୁର୍ବାକ୍ଷ ବସ୍ତିଆଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ

Posted by - May 11, 2022 0
ବୌଦ୍ଧ(ଚିତ୍ତରଞ୍ଜନ ସିଂ): କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘ (କହ୍ନା) ର ପୂର୍ବତନ ସଭାପତି ଦୁର୍ଗତ ଦୁର୍ବାକ୍ଷ ବସ୍ତିଆଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ କଣ୍ଟାମାଳ ସାମ୍ବାଦିକ ଭବନ…