ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଆଜି ଧର୍ମଗଡ ନିର୍ବାଚନ ମଣ୍ଡଳୀ ର ରଣମାଲ ଓ ହରାମାଲ ପଞ୍ଚାୟତ ରେ ରାଜ୍ୟ ସରକାର ର ଦୁର୍ନିତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଆନ୍ଦୋଳନ ସହିତ ମୋଦି ସରକାର ଙ୍କ ସାମାଜିକ ସୁରକ୍ଷା ଯୋଜନା ର ଉପଲବ୍ଧି କୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଲୋକ ତାର କେମିତି ଲାଭ ପାଉଛନ୍ତି ସେ ବିଷୟରେ ଦୁଇଗୋଟି ପଞ୍ଚାୟତ ର ମୁଖ୍ୟାଲୟ ଠାରେ ଜନସାଧାରଣ ଙ୍କୁ ବିଜେପି ର ରାଜ୍ୟବ୍ୟାପୀ ଚାଲିଥିବା ଅଭିଯାନ ରେ ହରାମାଲ ପଞ୍ଚାୟତ ଠାରେ ବିଜେପି ର ପୂର୍ବତନ ରାଜ୍ୟ ଓବିସି ମୋର୍ଚ୍ଚା ସମ୍ପାଦକ ଜନ୍ମଜୟ ନାୟକ ଓ ରଣମାଲ ପଞ୍ଚାୟତ ଠାରେ ବିଜେପି ର କଳାହାଣ୍ଡି ଜିଲ୍ଲା ଉପସଭାପତି ଲକ୍ଷ୍ମୀକାନ୍ତ ବାଗ ନେତୃତ୍ୱ ନେଇଥିଲେ ଉକ୍ତ କାର୍ଯ୍ୟକ୍ରମରେ କଲମପୁର ମଣ୍ଡଳ ସଭାପତି କମଳ ବାଗ, କ୍ଷୀରୋଦ ନାଏକ, ନୀଳକଣ୍ଠ ସୁନାନୀ, ସୁଧୀର ବାଗ, କପିଳ ନାଏକ,କୃଷ୍ଣ ବାଗ,ହରେକୃଷ୍ଣ ସାହୁ,ଅର୍ଜୁନ ଛତ୍ରୀଆ,ହର ସାହୁ,ହୀରା ନାଏକ ଓ ବହୁ ବିଜେପି ସମର୍ଥକ ଯୋଗଦେଇଥିଲେ ।
