ଖାଇରାବାଦ ମଙ୍ଗଳପୁର ଗ୍ରାମରେ ସଫେଇ କାର୍ଯ୍ୟକ୍ରମ

318 0

ଯାଜପୁର:( ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ବ୍ଲକ ଖାଇରାବାଦ ମଙ୍ଗଳପୁର ଗ୍ରାମର ସରପଞ୍ଚ ପ୍ରଥିନିଧି ବିଜୟ ପୃଷ୍ଟି ଙ୍କ ନେତୃତ୍ୱରେ ସରସ୍ୱତୀ ପୂଜା କମିଟିର ସମସ୍ତ ଭାଇ ମାନଙ୍କ ଦ୍ଵାରା ସଫେଇ କାର୍ଯ୍ୟକ୍ରମ ।ଏହି କାର୍ଯ୍ୟ କ୍ରମରେ ପୂଜା କମିଟିର ରବୀନ୍ଦ୍ର ସାମଲ,ନଟବର ଓଝା,ଦୀପ୍ତି ରଞ୍ଜନ ପରିଡା,ଧୀରେନ ସୁତାର,ଦିଲିପି ପାତ୍ର, ଲିଙ୍କନ ପ୍ରସାଦ ଓଝା,ଜୋତ୍ୟି ପ୍ରକାଶ ସ୍ୱାଇଁ,ସୁରେନ୍ଦ୍ର ସାମଲ,ଯଯାତି ସାହୁ,ସୁବ୍ରତ ସ୍ୱାଇଁ,ଦିପୁସନ ଓଝା,ମହେଶ ଓଝା,ପ୍ରମୁଖ ଯୋଗ ଦେଇଥିଲେ

Facebook Notice for EU! You need to login to view and post FB Comments!

Related Post

କୁଆଖିଆରେ ବାଇକ ଡ଼ିକି ଭାଙ୍ଗି ଲୁଟିନେଲେ ୧ଲକ୍ଷ ୬୦ହଜାର ଟଙ୍କା

Posted by - February 17, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଦିନ ଦ୍ୱିପ୍ରହରରେ କୁଆଖିଆ ବଜାରରୁ ଟଙ୍କା ଲୁଟ । ବାଇକ ଡିକି ଭାଙ୍ଗି ୧ଲକ୍ଷ ୬୦ହଜାର ଟଙ୍କା ଲୁଟିନେଲେ ଦୁର୍ବୁତ୍ତ। ଯାଜପୁର…

ନିର୍ମାଣଧୀନ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କଲେ ବିଧାୟକ..

Posted by - January 9, 2022 0
ବୌଦ୍ଧ :(ଚିତ୍ତ ରଂଜନ ସିଂ)ପାଇପ ଯୋଗେ ପ୍ରତି ଘରକୁ ବିଶୁଦ୍ଧ ପାଣି ଯୋଗାଇବା ପାଇଁ କାର୍ଯ୍ୟକାରୀ ହେଉଥିବା ୫୦୦ କୋଟି ଟଙ୍କା ପ୍ରକଳ୍ପର ଅଗ୍ରଗତି ସଂପର୍କରେ,କଣ୍ଟାମାଲ ବ୍ଲକ…

ବରୀ ରାଜାତୋଟା ରେ ବିଶାଳ ପ୍ରାଣି ଚିକିଛା ଶିବିର

Posted by - March 10, 2019 0
ଯାଜପୁର: ବରୀ ବ୍ଲକ ଅନ୍ତର୍ଗତ ରାଜlତୋଟା ଯଜ୍ଞ ପଡ଼ିଆ ନିକଟରେ ଆଜି ଏକ ଦିବସୀୟ ପ୍ରାଣୀଚିକିସ୍ଛା ଶିବିର ଅନିଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସକାଳ ୭…

Leave a comment

Your email address will not be published.