ବିଭିନ୍ନ ଗାଁ ଗସ୍ତକରି ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନାର ସଫଳ ରୂପାୟନ ପାଇଁ ଅଣ୍ଟା ଭିଡିଛନ୍ତି ଯୁବନେତା

78 0

କେସିଙ୍ଗା:୬/8( ପ୍ରିତେଶ୍ ପଟେଲ୍ )ଭବାନୀପାଟଣା ନିର୍ବାଚନ ମଣ୍ଡଳୀ କେସିଙ୍ଗା ବ୍ଲକ ଅନ୍ତର୍ଗତ ଅଧମୁଣ୍ଡା ପଞ୍ଚାୟତର ସୋରିଂପଦର ଗାଁ ବୁଲି ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରୁଛନ୍ତି ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ଶ୍ରୀ ମଣ୍ଟୁ ନାଏକ। ବିଜୁ ଜନତା ଦଳର ସଂଗଠନ ତୃଣମୂଳ ସ୍ତରରେ ଅଧିକ କ୍ରିୟାଶୀଳ କରିବା ପାଇଁ ଆହ୍ବାନ ଦେବାସହ ମାନ୍ୟବର ମୁଖ୍ୟମନ୍ତ୍ରୀ କିଭଳି ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ସମସ୍ତଙ୍କୁ ସପଥ କରାଇଛନ୍ତି।

ସ୍ଥାନୀୟ ସମସ୍ୟାକୁ ନେଇ କେସିଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ତହସିଲଦାରଙ୍କ ସହ ଫୋନ ଯୋଗେ କଥାବାର୍ତ୍ତା କରି ସମାଧାନ ପାଇଁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧମୁଣ୍ଡା ପଞ୍ଚାୟତର ସମିତି ସଭ୍ୟ ସର୍ମିଷ୍ଠା ମାଝୀ, ନାଏବ ସରପଞ୍ଚ ଜଗତରାମ ମାଝୀ , ପୂର୍ବତନ ନାଏବ ସରପଞ୍ଚ ଶିଶୁପାଳ ବାଗ, ଓ୍ବାର୍ଡ ମେମ୍ବର ଲକ୍ଷ୍ମୀ ମାଝୀ, କ୍ଷୀରେନ୍ଦ୍ର ମାଝୀ, ରାମ ଚନ୍ଦ୍ର ବୁଦ୍ଧିଆ, ସମାଜସେବୀ ଦିବାକର ବୁଦ୍ଧିଆ, ଯୁବ ନେତା କିଶୋର ଜାନୀ, ରମେଶ ପ୍ରଧାନ, କେତନ ସା, ଛାତ୍ର ନେତା ଆଶୁତୋଷ ବେହେରା, ନବୀନ ନାୟକ, ପ୍ରେମ ତାଣ୍ଡି, ବରିଷ୍ଠ କର୍ମକର୍ତ୍ତା ଯୁବ- ଛାତ୍ର, ମହିଳା ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ।

 

Related Post

ବେସାହାରା ଙ୍କ ସାହାରା ସାଜିଛି ଜୀବନସାଥି ସ୍ଵଚ୍ଚାସେବୀ ସଙ୍ଗଠନ ,ଯିଏ ଅନ୍ୟ ଓଠରେ ହସ ଦେଇ ପାରେ

Posted by - October 25, 2021 0
ବସ୍ତା:(ପ୍ରଭାକର ମଲ୍ଲିକ)ତା ଉପରେ ସବୁବେଳେ ପାଇଁ ଇଶ୍ଵରଙ୍କ ଆଶିର୍ବାଦ ଥାଏ।ମାନବ ସେବା ହିଁ ମାଧବ ସେବା,ସେବା ହିଁ ଧର୍ମ ସେବା ହିଁ କର୍ମ। ଏହି ମହାନ ବାର୍ତ୍ତା…

‘ଉତ୍ସର୍ଗ’ ପକ୍ଷରୁ ଅସହାୟ ଓ ନିରାଶ୍ରୟ ମାନଙ୍କୁ କମ୍ବଳ ବଂଟନ

Posted by - December 17, 2021 0
ବୌଦ୍ଧ:(ଚିତ୍ତରଂଜନସିଂ) ବୌଦ୍ଧ ଜିଲାରେ ଶିତର ପ୍ରକୋପ ବୃଦ୍ଧି ପାଇବା ପରେ ବୌଦ୍ଧ ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଉତ୍ସର୍ଗ’ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ…

ଏ ଧ୍ରୁବସତ୍ୟକୁ ସମସ୍ତଙ୍କୁ ବୁଝିବାକୁ ଓ ହୃଦୟଙ୍ଗମ କରିବାକୁ ପଡ଼ିବ:-ସୁବ୍ରତ ବାଗ୍‌ଚୀ

Posted by - March 23, 2020 0
ଭୁବନେଶ୍ୱର,୨୩।୩: ରାଜ୍ୟ ସରକାର ପୂର୍ବରୁ ୫ ଜିଲାକୁ ଲକ୍‌ଡାଉନ୍‌ କରିଥିବା ବେଳେ ସୋମବାର ଆଉ ୯ଟି ଜିଲାକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ଜିଲାଗୁଡ଼ିକ ହେଲା ପୁରୀ,…

ଶୁଦ୍ଧିକ୍ରିୟା ପାଇଁ ବ୍ରାହ୍ମଣ ସମାଜ ର ସହାୟତା

Posted by - May 8, 2023 0
ଭବାନୀପାଟଣା:( ନରେନ୍ଦ୍ର ନେଗୀ)ଗତ ୨ ତାରିଖ ସକାଳେ ଭବାନୀପାଟଣା ନିକଟସ୍ଥ ନୂଆଗାଁ ଠାରେ ନିଜ ବାସଭବନରେ ବିଦ୍ୟୁତ ସକ ଲାଗି ଗୋବିନ୍ଦ ଦାସଙ୍କ ପତ୍ନୀ କମଳିନୀ ଦେବୀଙ୍କ…

ହୃଦ ରୋଗୀଙ୍କ ପାଇଁ ସଂଜିବନୀ ରାଷ୍ଟ୍ରୀୟ ବାଲ ବିକାଶ କାର୍ଯ୍ୟକ୍ରମ

Posted by - December 11, 2019 91
ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ର ମିଶନ ମାଧ୍ୟମରେ ୧୪ଜଣ ଛାତ୍ରଛାତ୍ରୀଙ୍କୁ ହୃଦ୍ ଅସ୍ତ୍ରୋପଚାର ପାଇଁ ଅହମଦାବାଦ୍ ସ୍ଥିତ ସତ୍ୟସାଥ ହୃଦୟାଳୟକୁ ପଠାଯାଇଛି ।…