Breaking News
12:10 amରାଜ୍ୟ କ୍ୟାବିନେଟ୍‌ରେ ୩୨ ଟି ପ୍ରସ୍ତାବକୁ ମଞ୍ଜୁରୀ,ପାନୀୟ ଜଳ ପ୍ରକଳ୍ପ ସହ ଶିକ୍ଷା ବିଷୟରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସୂଚନା 12:06 amଦୈନିକ ଖର୍ଚ୍ଚ ପାଇଁ ଲୋକଙ୍କୁ ଋଣ ନେବାକୁ ପଡିପାରେ : ପ୍ରିୟଙ୍କା ଗାନ୍ଧୀ 12:06 amଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ଏଏସ୍‌ଆଇ ଅଧୀକ୍ଷକ କହିଲେ- ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପୂରାତନ କୀର୍ତ୍ତିରାଜି ଭରି ରହିଛି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇଛି। ଯେବେ ବି ଆମେ ଏଠି ଖନନ କରିବା କୀର୍ତ୍ତିରାଜି ମିଳିବ ହିଁ ମିଳିବ। ରାଜ୍ୟ ଅଧିକାରୀଙ୍କ ସହ କଥା ହେଲା ବେଳେ ଅନେକ ଥର କହିଛି 12:03 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ବିଷୋୟୀ (୫୬)ଙ୍କୁ ବିଚ୍‌ ରାସ୍ତାରେ କାର୍‌ରୁ ଟାଣିଆଣି ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା 3:31 pmପ୍ରତିଷ୍ଠା ହେଲା ମା’ ତାରାତାରିଣୀଙ୍କ ଭବ୍ୟ ମନ୍ଦିର,ମୁଖ୍ୟପୁରୋଧା ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ପୋଲ ଉପରୁ ନଦୀକୁ ଡେଇଁ ଜଣେ କଲେଜ ଛାତ୍ରୀ ନିଖୋଜ

355 0

ନିଶ୍ଚିନ୍ତକୋଇଲି ୨୩।୧୨: ନଦୀ ପୋଲ ଉପରୁ ଲୁଣା ନଦୀ ଭିତରକୁ କଲେଜ୍‌ ଛାତ୍ରୀ ରୋଲାନି ମହାନ୍ତି ଡେଇଁବା ଘଟଣା । ରାତି ଯୋଗୁଁ ଉଦ୍ଧାର କାର୍ଯ୍ୟ ବନ୍ଦ ରଖିଛନ୍ତି ଅଗ୍ନିଶମ ବାହିନୀ ।ବରପଡ଼ା ଲୁଣା ନଦୀ ବନ୍ଧ ଉପରେ ଛାତ୍ରୀ ଜଣଙ୍କ ସାଇକେଲ ରଖି ଡେଇଁ ପଡ଼ିଥିବା ଅନୁମାନ କରାଯାଉଛି। ଉକ୍ତ ଛାତ୍ରୀ ଜଣଙ୍କ ସ୍ଥାନୀୟ ଏକ କଲେଜର ଯୁକ୍ତ ଦୁଇରେ ପାଠ ପଢୁଥିଲେ। ତେବେ ସେ ପାଣିରେ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ କର୍ମଚାରୀ ମାନେ ତାଙ୍କୁ ନଦୀରେ ଖୋଜାଖୋଜି କରୁଛନ୍ତି। ତେବେ କାହିଁକି ଛାତ୍ରୀ ଜଣଙ୍କ ପାଣିକୁ ଡେଇଁଲେ,ଏନେଇ କିଛି ଜଣାପଡ଼ିନାହିଁ।

Facebook Notice for EU! You need to login to view and post FB Comments!

Related Post

ରଙ୍ଗଶାଳା ପାଇଁ ବଳି ପଡିଲେ ଆରୁହା ଆରଆଇ ।ଅତିରିକ୍ତ ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ

Posted by - November 23, 2019 0
ଯାଜପୁର (ଆନନ୍ଦ ଚନ୍ଦ୍ର ସାହୁ) : ହରିଦାସପୁର ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣା ତଦନ୍ତ ବେଳେ ଏବେ ଅନେକ ରହସ୍ୟ ଖୋଲିବାରେ ଲାଗିଛି । କିଭଳି ଘଟଣାର…

ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ:ମତଦାନ ହାର ୭୦ ପ୍ରତିଶତରୁ ଅଧିକ

Posted by - February 17, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଫେବୃୟାରୀ ୧୬ ତାରିଖ ଦିନ ଶେଷ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ।ପ୍ରଥମ ପର୍ଯ୍ୟାୟ ରେ ଓଡ଼ିଶାର…

ସ୍ୱାମୀଙ୍କ ମଙ୍ଗଳ କାମନା କରି ପାଳନ କଲେ “ସାବିତ୍ରୀ ବ୍ରତ”

Posted by - June 10, 2021 0
ସୋନପୁର:(ଅଜିତ କୁମାର ପୁଝାରୀ) ସ୍ୱାମୀ ମାନଙ୍କ ର ମଙ୍ଗଳ କାମନା କରି ଆଜି ପୁରପଲ୍ଲୀରେ ସଧବା ନାରୀମାନଙ୍କ ପାଳନ କରିଛନ୍ତି ସାବିତ୍ରୀ ବ୍ରତ । ସାବିତ୍ରୀ ବ୍ରତ…

କରୋନାରେ ମୃତ ଅସହାୟ ପରିବାରକୁ ଇନ୍ଦିରା  ଆବାସ ଯୋଗାଇ ଦେବାକୁ ଦାବି

Posted by - July 6, 2021 0
ବୌଦ୍ଧ:( ଚିତ୍ତରଂଜନ ସିଂ) ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବିରାମଚନ୍ଦ୍ର ପୁର ପଂଚାୟତ ବିରାମଚନ୍ଦ୍ର ପୁର ଗାଁ ର କଷ୍ଟ ବେହେରା (୫୨) ଗତ ୨ମାସ ତଳେ କରୋନା…

Leave a comment

Your email address will not be published.