ବରୀ:(ସ୍ନେହାଂଶୁ ଶେଖର ମହାନ୍ତି )ଯାଜପୁର ଜିଲ୍ଲା ବରୀବ୍ଲକ ଅଧିନ ବରୀ ପଞ୍ଚାୟତ କାର୍ଯ୍ୟାଳୟ ପରିଶରରେ ଥିବା ରାଜିବ ଗାନ୍ଧୀ ସେବା କେନ୍ଦ୍ରରେ ରାଜ୍ୟ ଜୀବିକା ମିଶନ ଓଡ଼ିଶା ସରକାରଙ୍କ ଓଡ଼ିଶା ଜୀବିକା ମିଶନ ତରଫରୁ ବରୀ ବ୍ଲକ ରେ ପ୍ରଥମ କରି ଆରମ୍ଭ କରାଯାଇଥିଲା ,
ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା ଏହି କର୍ମଶାଳାରେ BPM ମାନସ ଦାସ ,PEO ପୂର୍ଣ୍ଣ ଚନ୍ଦ୍ର ନାୟକ , ବରୀ ସରପଞ୍ଚ ରମାକାନ୍ତ ମଲ୍ଲିକ , ସମିତି ସଭ୍ୟା ବିଜୟ ଲକ୍ଷ୍ମୀ ସେଠୀ ଓ ରଶୁଲପୁର , ଦଶରଥପୁର ବ୍ଲକ ରୁ ୯ ଜଣ ତାଲିମ ପ୍ରାପ୍ତ ଗୋଷ୍ଠିସହାୟିକା କର୍ମଶାଳାରେ ଯୋଗ ଦେଇ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ ର ସମସ୍ତ ମା ମନଙ୍କୁ ଓଡ଼ିଶା ଜୀବିକା ମିଶନ ର କାର୍ଯ୍ୟ କ୍ରମ ବିଷୟରେ ମା ମାନଙ୍କୁ ପୁଖାଂନୁ ପୁଖଂ ଭାବରେ ବୁଝାଇଥିଲେ । ଏହି କାର୍ଯ୍ୟ କ୍ରମ ବରୀ ବ୍ଲକରେ ପ୍ରଥମ କରି ହୋଇ ଥିବାରୁ ଆଖପାଖ ଗାଁ ରୁ ଆଶିଥିବା ମା ମାନେ ବେଶ ଆନନ୍ଦୀତ ଥିବା ର ଦେଖିବାକୁ ମିଳିଥିଲା ।
Facebook Notice for EU!
You need to login to view and post FB Comments!