ବରୀ ପଞ୍ଚାୟତ କାର୍ଯ୍ୟାଳୟରେ ଓଡ଼ିଶା ଜୀବିକା ମିଶନ କର୍ମଶାଳା

433 0

ବରୀ:(ସ୍ନେହାଂଶୁ ଶେଖର ମହାନ୍ତି )ଯାଜପୁର ଜିଲ୍ଲା ବରୀବ୍ଲକ ଅଧିନ ବରୀ ପଞ୍ଚାୟତ କାର୍ଯ୍ୟାଳୟ ପରିଶରରେ ଥିବା ରାଜିବ ଗାନ୍ଧୀ ସେବା କେନ୍ଦ୍ରରେ ରାଜ୍ୟ ଜୀବିକା ମିଶନ ଓଡ଼ିଶା ସରକାରଙ୍କ ଓଡ଼ିଶା ଜୀବିକା ମିଶନ ତରଫରୁ ବରୀ ବ୍ଲକ ରେ ପ୍ରଥମ କରି ଆରମ୍ଭ କରାଯାଇଥିଲା ,

ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା ଏହି କର୍ମଶାଳାରେ BPM ମାନସ ଦାସ ,PEO ପୂର୍ଣ୍ଣ ଚନ୍ଦ୍ର ନାୟକ , ବରୀ ସରପଞ୍ଚ ରମାକାନ୍ତ ମଲ୍ଲିକ , ସମିତି ସଭ୍ୟା ବିଜୟ ଲକ୍ଷ୍ମୀ ସେଠୀ ଓ ରଶୁଲପୁର , ଦଶରଥପୁର ବ୍ଲକ ରୁ ୯ ଜଣ ତାଲିମ ପ୍ରାପ୍ତ ଗୋଷ୍ଠିସହାୟିକା କର୍ମଶାଳାରେ ଯୋଗ ଦେଇ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ ର ସମସ୍ତ ମା ମନଙ୍କୁ ଓଡ଼ିଶା ଜୀବିକା ମିଶନ ର କାର୍ଯ୍ୟ କ୍ରମ ବିଷୟରେ ମା ମାନଙ୍କୁ ପୁଖାଂନୁ ପୁଖଂ ଭାବରେ ବୁଝାଇଥିଲେ । ଏହି କାର୍ଯ୍ୟ କ୍ରମ ବରୀ ବ୍ଲକରେ ପ୍ରଥମ କରି ହୋଇ ଥିବାରୁ ଆଖପାଖ ଗାଁ ରୁ ଆଶିଥିବା ମା ମାନେ ବେଶ ଆନନ୍ଦୀତ ଥିବା ର ଦେଖିବାକୁ ମିଳିଥିଲା ।

Facebook Notice for EU! You need to login to view and post FB Comments!

Related Post

ଜିଲ୍ଲା ପ୍ରଶାସନ ର ଜଳଛାୟା ବିଭାଜିକା ପ୍ରକଳ୍ପ

Posted by - June 21, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରିଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ କାନ୍ଦ୍ରାଗୁଡା ଗ୍ରାମରେ ଜିଲ୍ଲା ପ୍ରଶାସନ ର ଜଳଛାୟା ବିଭାଜିକା ପ୍ରକଳ୍ପ ଏବଂ…

୨ କୋଟିର ସୁନାପାପୁଲି ଦେଲେ ତିରୁପତି ବାଲାଜୀଙ୍କୁ ଜଣେ ଭକ୍ତ

Posted by - June 15, 2019 0
ଶ୍ରୀ ଭେଙ୍କଟେଶ୍ୱର ବିଷ୍ଣୁଙ୍କର ଅବତାର ବୋଲି ବିଶ୍ୱାସ ରହିଛି | ଶ୍ରୀ ଭେଙ୍କଟେଶ୍ୱର ବାଲାଜୀ,ଗୋବିନ୍ଦ ଓ ଶ୍ରୀନିବାସ ନାମରେ ମଧ୍ୟ ନାମିତ | ଆନ୍ଧ୍ରପ୍ରଦେଶର ଚି଼ଟ୍ଟୁର ଜିଲ୍ଲାର…

AOSCF ଧର୍ମଗଡ ତରଫରୁ ଏକ ମାନସିକ ଅନଗ୍ରସର ବୃଦ୍ଧା ଉଦ୍ଧାର

Posted by - June 17, 2022 0
ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଅଲ ଓଡିଶା ସିଡୁଲ୍ଡ କାଷ୍ଟ ଫେଡେରେସନ ତରଫରୁ ଉଦ୍ଧାର ହେଲେ ଜଣେ ମାନସିକ ଅନଗ୍ରସର ବୃଦ୍ଧା.ଗତକାଲି ବିଳମ୍ବିତ ରାତ୍ରିରେ କାସିବାହାଲ ଛକ ନିକଟରେ ଜଣେ…

୨୯ ଏପ୍ରିଲ୍ : ଗ୍ରହାଣୁ ଧକ୍କାରେ କ’ଣ ପୃଥିବୀର ଅନ୍ତ ହେବ ?

Posted by - April 24, 2020 0
ଭୁବନେଶ୍ବର:(ଡ:ଶୁଭେନ୍ଦୁ ପଟ୍ଟନାୟକ)“ଗ୍ରହାଣୁ ଧକ୍କା ରେ ଦିନେ ପୃଥିବୀ ନଷ୍ଟ ହୋଇଯିବ” ଏଭଳି ଏକ ଭୟାନକ କଥା ସମୟ ସମୟ ରେ ବାରମ୍ବାର ବିଭିନ୍ନ ଗଣମାଧ୍ୟମ ତଥା ଖବର…

ଯାଜପୁର ରେ ଛୋଟ ଛୋଟ ଦଳ ପକ୍ଷରୁ ସମାଜକୁ ସ୍ୱତନ୍ତ୍ର ବାର୍ତା ପ୍ରଚାର ।

Posted by - April 26, 2019 273
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଚାଲିଛି ଗଣତନ୍ତ୍ରର ମହାପର୍ବ ସାଧାରଣ ନିର୍ବାଚନ । ଏହା ଏମିତି ଏକ ପର୍ବ ଯେଉଁଥିରେ ପ୍ରତ୍ୟେକ ନାଗରିକ ହୋଇଥାନ୍ତି ସାମିଲ । ବର୍ତମାନ ସାଧାରଣ…

Leave a comment

Your email address will not be published.