ସ୍ୱେଚ୍ଛାସେବୀ ସଂଗଠନ ସୂର୍ଯ୍ୟାଲୋକ ସମାଜ ସେବା ତରଫରୁ କମ୍ବଳ ,ବସ୍ତ୍ର ଓ ମିଷ୍ଟାନ୍ନ ବଣ୍ଟନ

523 0

ଯାଜପୁର: ତା୨୨/୧୨/୧୮ ରିଖ ରବିବାର ଯାଜପୁର ଜିଲ୍ଲାରେ ଥିବା ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସୂର୍ଯ୍ୟାଲୋକ ସମାଜ ସେବା ତରଫରୁ ଯାଜପୁର ତ୍ରିଲୋଚନଶ୍ୱର ମନ୍ଦିର ନିକଟରେ ଥିବା ତ୍ରିଲୋଚନ ପଡା ର ବସ୍ତି ରେ ଏକ କମ୍ବଳ ,ବସ୍ତ୍ର ଓ ମିଷ୍ଟାନ୍ନ ବଣ୍ଟନ କାର୍ଯ୍ୟକ୍ରମ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ବସ୍ତି ରେ ଥିବା ବହୁ ଗରିବ ବୃଦ୍ଧ ବୃଦ୍ଧା ମାନଙ୍କୁ କମ୍ବଳ ବଣ୍ଟନ କରାଯିବା ସହ ଅନ୍ୟ ଗ୍ରାମବାସୀ, ପିଲାମାନଙ୍କୁ ବସ୍ତ୍ର ପରିଧାନ ବଣ୍ଟନ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ରେ ସୂର୍ଯ୍ୟାଲୋକ ପରିବାର ପକ୍ଷରୁ ଦେବେନ୍ଦ୍ର ନାଥ ବଳ, ବସୁବନ୍ଧୁ ଦାସ, ଚନ୍ଦ୍ରନାରାୟନ ଦାସ, ନିରଞ୍ଜନ ସାହୁ, ସୁବାସ ଚନ୍ଦ୍ର ଦାସ, ମାନସ ରଞ୍ଜନ ତ୍ରିପାଠୀ, ଦେବୀପ୍ରସାଦ ପତି, ଅକ୍ଷୟ କୁମାର ସାହୁ,ଚକ୍ରଧର ସାହୁ, ଅମର ସାହୁ, ଶୈଳେନ୍ଦ୍ର ନାରାୟଣ ଦାସ,ମାନସ ରଞ୍ଜନ ଦାଶ,ଓ ପୂର୍ଣ୍ଣଚନ୍ଦ୍ର ପତି ସହଯୋଗ କରିଥିଲେ

Related Post

ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫ଟି ଟିମ।

Posted by - November 16, 2019 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫ଟି ଟିମ। ମେଡିକାଲ ଏଜୁକେସନ ଟ୍ରେନିଙ୍ଗ ଯୁଗ୍ମ ନିର୍ଦେଶକ ଅନିଲ କୁମାର ସାହୁଙ୍କ ନେତୃତ୍ୱରେ ଏକ ୩ଜଣିଆ ପ୍ରତିନିଧି…

ବଳି ଯାତ୍ରା ପ୍ରସ୍ତୁତି ବୈଠକ

Posted by - September 28, 2021 0
ସୋନପୁର:(ଅଜିତ କୁମାର ପୁଝାରୀ )ସୋନପୁର ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ଶ୍ରୀଯୁକ୍ତ ନିହାର ରଂଜନ କଅଁର ଙ୍କ ଅଧ୍ୟକ୍ଷତାରେ ଆଗାମୀ ବଳିଯାତ୍ରାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ…

ଜୁନାନୀବାହାଲରେ ପୋଲିସର ଜନସମ୍ପର୍କ ଶିବିର : ବିଭିନ୍ନ ଉପକରଣମାନ ବଣ୍ଟନ

Posted by - April 19, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ତେଲେନପାଲି ପଂଚାୟତ ଜୁନାନୀ ବାହାଲ ଗାଁ ରେ ଖପ୍ରାଖୋଲ ପୋଲିସ ତାରଫରୁ ଜନସମ୍ପର୍କ ଶିବିର ମଙ୍ଗଳବାର ଅନୁଷ୍ଟିତ ହୋଇଯାଇଛି…

ଅବସର କାଳିନ ବିଦାୟୀ ସମ୍ବଦ୍ଧନା

Posted by - June 30, 2021 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଁ ))ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କରଂଜକଟା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଦେବରାଜ ସାହୁ ଙ୍କୁ ଆଜି ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା…

ବିଦ୍ୟୁତ ଆଘାତ ରେ 5ବର୍ଷ ର ଶିଶୁପୁତ୍ର ମୃତ

Posted by - October 5, 2021 0
ହରଭଙ୍ଗା:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଂଚାୟତ ର କଙ୍କଲl ଗ୍ରାମରେ ବିଦ୍ୟୁତ ଆଘାତରେ 5ବର୍ଷ ଶିଶୁପୁତ୍ର ମୃତ ହୋଇଥିବାର ଜଣାପଡିଛି!ସୂଚନା ମତେ କଙ୍କଲା ଗ୍ରାମର ଅରୁଣ…

Leave a comment

Your email address will not be published.