Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

ପ୍ରେସ କ୍ଲବ୍ କଣ୍ଟାବାଞ୍ଜି ର ବାର୍ଷିକ ଉତ୍ସବ ୧୦ ରେ,ଯୋଗ ଦେବେ ରାଜ୍ୟ ଯୋଜନା ମନ୍ତ୍ରୀ

44 0

ଭୁବନେଶ୍ବର /କଣ୍ଟାବାଞ୍ଜି/ବଲାଙ୍ଗୀର:(ନରେନ୍ଦ୍ର ନେଗୀ) ୦୭/୦୭: ପ୍ରେସ କ୍ଲବ୍ କଣ୍ଟାବାଞ୍ଜି ର ତୃତୀୟ ବାର୍ଷିକ ଉତ୍ସବ ଆସନ୍ତା ୧୦ ଜୁଲାଇ ଦିନ ସ୍ଥାନୀୟ ରୟାଲ ଟୁଲିପ ହୋଟେଲ ପରିସର ଅନୁଷ୍ଠିତ ହେବ ।

ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଜନା ଓ ସମନ୍ବୟ ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ଢୋଲକିଆ, ସମ୍ମାନୀତ ଅତିଥି ଭାବେ ବଲାଙ୍ଗୀର ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ, ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି, ପ୍ରେସ କ୍ଲବ୍ ସମ୍ବଲପୁର ସଭାପତି ତ୍ରିବିକ୍ରମ ପ୍ରଧାନ, ପୂର୍ବତନ ସୈନିକ ଓ ସମାଜସେବୀ ଗିରିରାଜ୍ ସିଂ ମାଝୀ ଓ ମୁଖ୍ୟ ବକ୍ତା ଭାବେ ଶ୍ରୀ ଆଶିଷ ମିଶ୍ର ଓକିଲ ଓଡ଼ିଶା ହାଇକୋର୍ଟ ଯୋଗ ଦେବେ ବୋଲି ସାମ୍ୱାଦିକ ସମ୍ମିଳନୀରେ ପ୍ରେସ କ୍ଲବ୍ ସଭାପତି ପ୍ରଭଜିତ୍ ସିଂହ ସାଲୁଜା, ସମ୍ପାଦକ ଯୁଗଳ କିଶୋର ଶବର ଜଣାଇଛନ୍ତି।

ଏହି ଉତ୍ସବ ବିଶିଷ୍ଟ ଲୋକ ମାନଙ୍କୁ ସମ୍ମାନୀତ ମଧ୍ୟ କରାଯିବ ।ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ପ୍ରେସ କ୍ଲବ୍ କଣ୍ଟାବାଞ୍ଜି ର ସମସ୍ତ କର୍ମକର୍ତ୍ତା ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି ।

Related Post

ଲାଠୋର ରେଞ୍ଜ ଅଞ୍ଚଳରେ ଜଙ୍ଗଲି ହାତୀ ପ୍ରବେଶ , ହାତୀ ଙ୍କୁ ସୁରକ୍ଷିତ ଘଉଡ଼ାଇବା ପାଇଁ ବାନକର୍ମଚରି ଙ୍କ ଉଦ୍ୟମ

Posted by - October 22, 2022 0
ଖପ୍ରାଖୋଲ : ( ତାପସ ରଞ୍ଜନ ବେହେରା) ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ସ୍ଥାନୀୟ ରେ ଜଙ୍ଗଲି ହାତୀ ପ୍ରବେଶ କରିଥିବା ଜଣାପଡିଛି ।…

ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ଧର୍ମଶାଳାରେ ପିସ ପୋଷ୍ଟର ପ୍ରତିଯୋଗୀତା ଆୟୋଜିତ

Posted by - November 12, 2022 0
ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ପ୍ରତି ବର୍ଷ ଆନ୍ତର୍ଜାତୀୟ ସ୍ତରରେ ଲାୟନ୍ସ କ୍ଲବ ବିଶ୍ୱ ବ୍ୟାପି ଶାନ୍ତିର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ କୁନି କୁନି ଛାତ୍ର…

ଟିଲାଗଡ଼ ଉପଜିଲ୍ଲାପାଳଙ୍କ ବଙ୍ଗୋମୁଣ୍ଡା ବ୍ଲକର ତହସିଲ ଓ କେତେକ ଧାନ ବିକ୍ରିୟ ମଣ୍ଡି ପରିଦର୍ଶନ

Posted by - December 16, 2021 0
ବଙ୍ଗୋମୁଣ୍ଡା ତା୧୫/୧୨(ଅଭିମନ୍ୟୁ ବହିଦାର)ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କୁ ଟିଟିଲାଗଡ଼ ଉପଜିଲ୍ଲାପାଳ ଙ୍କ ପରିଦର୍ଶନ ଆଶି ଫେରି ଯାଇଥିବା ସୂଚନା ମିଳିଛି।ପ୍ରଥମରେ ବଙ୍ଗୋମୁଣ୍ଡା ତହସିଲ କାର୍ଯ୍ୟାଳୟ କୁ…

୫ ଦଫା ଦାବି ନେଇ ଅଣ ଗେଜେଟେଡ ବନ କର୍ମଚାରୀ ସଂଘ ପକ୍ଷରୁ ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

Posted by - June 27, 2023 0
ବୌଦ୍ଧ: (ଚିତ୍ତରଞ୍ଜନ ସିଂହ)୫ ଦଫା ଦାବି ନେଇ ବୌଦ୍ଧ ଜିଲା ଅଣ ଗେଜେଟେଡ ବନ କର୍ମଚାରୀ ସଂଘ ପକ୍ଷରୁ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷାଭ ପ୍ରଦର୍ଶନ…