5ଟି ସଚିବଙ୍କ ସୁବର୍ଣପୂର ଗସ୍ତର ୩ଦିନ ନ ପୁରୁଣୁ ପୁଅର ଚକ୍ଷୁ ଚିକିତ୍ସାପାଇଁ ସହାୟତା

110 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଗତ ୪ତାରିଖ ଦିନ ୫ଟି ସଚିବ ଭି.କେ ପାଣ୍ଡିଆନ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରିଥିଲେ । ଏହି ଗସ୍ତ ସମୟରେ ଖଲିଆପାଲି ଗାଁର ହରି ନାଗ ଙ୍କ ପୁଅ ପଦ୍ମଲୋଚନ ନାଗ ସଚିବଙ୍କୁ ଭେଟି ନିଜର ଆଖିର ଚିକିତ୍ସାପାଇଁ ସହାୟତା ଯୋଗାଇ ଦେବାକୁ ଆନୁରୋଧ କରିଥିଲେ ।

ପରେ ୫ଟି ସଚିବ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସହାୟତା ରାଶୀ ଯୋଗାଇ ଦେବାକୁ କହିଥିଲେ । ଫଳରେ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରୋଏ ଏହି ଶିଶୁଟିକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଟରୁ ୩୦,୦୦୦ହଜାର ଟଙ୍କା ଯୋଗାଇ ଦେଇଛନ୍ତି । ଫଳରେ ପଦ୍ମଲୋଚନ ଏହି ଟଙ୍କା ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ।

 

Related Post

ନୀଳଗିରି ଉପଖଣ୍ଡ ସ୍ତରୀୟ ଉତ୍କଳ ଦିବସ ପାଳିତ

Posted by - April 1, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ) କୋଭିଡ୍ ନିୟମ ପାଳନ ପୂର୍ବକ, ନୀଳଗିରି ଉପଖଣ୍ଡ ସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇ ଯାଇଛି i।ପୂର୍ବାହ୍ନ ୭.୩୦ ଘଟିକା ସମୟରେ ରେ , ନୀଳଗିରି…

ଡ୍ରେନ ପାଇଁ ଡ୍ରମ ଖାଲି , ୫ ବର୍ଷରେ ୧୫ ଥର ନିର୍ମାଣ ଓସାର କରିବା ନାଁ ରେ ଚାଲିଛି ନିମ୍ନ ମାନର କାର୍ଯ୍ୟ ନିମ୍ନମାନର କାର୍ଯ୍ୟକୁ ବାସିନ୍ଦାଙ୍କ ବିରୋଧ

Posted by - January 8, 2020 68
ଭୁବନେଶ୍ୱର:ବର୍ଷ ଶେଷ ଟଙ୍କା ସରିବ ଦରକାର ସେଥି ପାଇଁ ଚାଲିଛି ତଳ ଠୁ ଉପର ପର୍ଯ୍ୟନ୍ତ ଗୁପ୍ତ ମନ୍ତ୍ରଣା ଯାହାର ପ୍ରମୁଖ ମାଧ୍ୟମ ପାଲଟିଛ ଭଲ ଡ୍ରେନ…

ଅଶୋକ ଦାସ ଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

Posted by - December 31, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବିରଜା ପାନ୍ଥଶାଳା ପରିସରରେ ପୂର୍ବତନ ବିରୋଧୀ ଦଳ ନେତା ସ୍ୱର୍ଗତ ଅଶୋକ ଦାସ ଙ୍କ ୧୪ ତମ ଶ୍ରାଦ୍ଧ ଦିବସ ଅବସରରେ ଏକ ସ୍ମୃତି…

ଶ୍ରାବଣ ପ୍ରଥମ ସୋମବାର ଶୈବ ପୀଠ ମାନଙ୍କରେ କାଉଡ଼ିଆଙ୍କ ଭିଡ଼

Posted by - July 11, 2023 0
କେସିଙ୍ଗା:୧୦/୦୭ (ପ୍ରିତେଶ୍ ପଟେଲ)ପବିତ୍ର ଯୋଡ଼ା ଶ୍ରାବଣର ପ୍ରଥମ ସୋମବାର। ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରିବା ଲାଗି ଶିବାଳୟରେ ଲାଗିଛି କାଉଡିଆଙ୍କ ଗହଳି । କଳାହାଣ୍ଡି ପ୍ରସିଦ୍ଧ…

ଅସଲି କନ୍ୟା କୁ ନକଲି ବର, ପହଁଚିଲେ ପୋଲସ,ମିଛ ପରିଚୟ, ନକଲି ଗହଣା ଓ ବରଯାତ୍ରୀ ନ ଆଣିବା କାଳ ହେଲା

Posted by - March 24, 2022 0
ବଙ୍ଗୋମୁଣ୍ଡା ତା୨୩/୩:(ଅଭିମନ୍ୟୁ ବହିଦାର) ନକଲି ବରକୁ ନକଲି ସୁନା ଗହଣା, ସବୁ କିଛି ନକଲି। ଆପଣ ଶୁଣି ଚକିତ ହେବେ। ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଉପଖଣ୍ଡ ଚାଉଳଶୁଖା…