Breaking News
9:17 pmତିଗିରିଆ: ତିଗିରିଆ ତହସିଲ ଅନ୍ତର୍ଗତ କୋଇଲିକନ୍ୟା ଗ୍ରାମର ଅଖା ବ୍ୟବସାୟୀ ପ୍ରହଲ୍ଲାଦ ମନ୍ତ୍ରୀଙ୍କ ଗୋଦାମ ଗୃହରେ ଅଗ୍ନିକାଣ୍ଡ 9:15 pmମାଲକାନଗିରି: ଜିଲ୍ଲାର ପଡ଼ିଆ ବ୍ଲକ ଅନ୍ତର୍ଗତ ଏମଭି ୫୬ ଗ୍ରାମରେ ଥିବା ଏକ ଶ୍ରମିକ କ୍ୟାମ୍ପରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଚଢ଼ଉ 9:15 pmମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଜଣେ ମାଓବାଦୀକୁ ପୁଲିସ ଗିରଫ କରିଛି। ତାଠାରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ 9:14 pmବିବାଦ ଭିତରେ ଅକ୍ଟୋବର ୫ ତାରିଖରେ କରାଯିବ ମହାପ୍ରଭୁଙ୍କ ବନକଲାଗି ନୀତି। ସୂଚନା ଦେଲେ ଦତ୍ତ ମହାପାତ୍ର ଓ ମୁଦୁଲି ନିଯୋଗର କର୍ତ୍ତୃପକ୍ଷ । ଏକ ମାସ ଧରି ବନ୍ଦ ରହିଛି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର 10:21 amସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ

୧୨ ଘଣ୍ଟିଆ ସୁବଳୟା ବନ୍ଦ

31 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ସୁବଳୟା ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ସୁବଳୟା ବନ୍ଦ ଓ ରାଜ ରାସ୍ତା ଅବରୋଧ। ଜିଲ୍ଲା ପ୍ରଶାସନ ଦ୍ବାରା ଧର୍ମଶାଳା ଭାୟା ସୁବଳୟା ଦେଇ ଗରିଆମୁଣ୍ଡା ଯାଇଥିବା ରାଜ୍ୟ ରାଜ ପଥକୁ ଚକ୍ରାନ୍ତ କରି ଗୋବିନ୍ଦପୁର ପଟୁ କରାଯାଉଛି । ଏହାକୁ ବିରୋଧ କରି ସୁବଳୟା ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଥିଲେ।

ହେଲେ ପ୍ରଶାସନ ତରଫରୁ କୌଣସି ପ୍ରକାର ପଦକ୍ଷେପ ନେଇ ନାହାନ୍ତି। ଫଳରେ ଆଜି କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେବା ସହ ରାସ୍ତା ଅବରୋଧ କରିଛନ୍ତି। ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହିତ ଦୋକାନ ବଜାର ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ୍ ରହିଛି। ରାସ୍ତା ଅବରୋଧ ଫଳରେ ଶତାଧିକ ଯାନ ବାହନ ଅଟକି ରହିଛି।

Related Post

ବାଲେଶ୍ଵର ଜିଲ୍ଲା ଜଳେଶ୍ବର ରେ ବଡ଼ ଧରଣ ରେଡ଼,ବ୍ରାଉନ ସୁଗାର ଜବତ

Posted by - October 19, 2021 0
ଜଳେଶ୍ବର:(ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲା ଜଳେଶ୍ବର ରେ ବଡ଼ ଧରଣ ରେଡ଼ । ଡିଲ ସମୟରେ ଧରିନେଲା ପ୍ରାୟ ଅଢେ଼ଇ କୋଟି ଟଙ୍କାର ବ୍ରାଉନ ସୁଗାର ପୋଲିସ ଓ…

ଆଣ୍ଡାମାନ ଛୁଇଁଲା ମୌସୁମୀ,ମେ ୨୭ରେ କେରଳ ଓ ଜୁନ୍ ୭ ରେ ଓଡିଶା ପହଞ୍ଚିବ

Posted by - May 17, 2022 0
ଭୁବନେଶ୍ଵର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଦକ୍ଷିଣ – ପଶ୍ଚିମ ମୌସୁମୀ ବାୟୁ ଚଲିତ ବର୍ଷ ଠିକ୍ ସମୟରେ କେରଳ ଛୁଇଁବା ନେଇ‌ ଭାରତିୟ ପାଣିପାଗ ବିଭାଗ…

ହରିବଂଶ ନାରାୟଣ ସିଂଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ସମର୍ଥନ କରିବ

Posted by - September 18, 2020 0
ଭୁବନେଶ୍ବର:ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ସମର୍ଥନ କରିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି ।ଏନେଇ ନୀତୀଶ…

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

Posted by - September 30, 2020 0
ଅନୁଗୁଳ: ଅନୁଗୁଳ ଜିଲ୍ଲାର ଜଣେ ସରକାରୀ ବାବୁ ଲାଞ୍ଚ ନେଇ ପୁଣି ଭିଜିଲାନ୍ସ ଜାଲରେ ପଡିଛନ୍ତି । ଏହି ସରକାରୀ ବାବୁ ଜଣଙ୍କ ହେଲେ କିଶୋରନଗର ବ୍ଲକ…