ଯାଜପୁର ଜିଲା ସଦର ମହକୁମା ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ

645 0

ଯାଜପୁର 🙁 ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ସଦର ମହକୁମା ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ । ଦାନଗଦୀ ବ୍ଲକ ନିଉ ସିଆରିଆ ଗ୍ରାମର ସଲ୍ଲାଉଦ୍ଦିନଙ୍କ ପତ୍ନିଙ୍କ ପ୍ରସବ କରାଇବା ପାଇଁ ଡାକ୍ତରଖାନାରେ ଭର୍ତି କରାଇଥିଲେ । ୩ ଦିନ କାଳ ଡାକ୍ତରଖାନାରେ ରହିବା ପରେ ମଧ୍ୟ କୌଣସି ଚିକିତ୍ସା କରାଯାଇନଥିଲା । ପରେ ଏକ ମୃତ ଶିଶୁ ଜନ୍ମ ହୋଇଥିଲା । ଡାକ୍ତର ଜାଣିଶୁଣି ଚିକିତ୍ସା ନ କରିବା ପଂଳରେ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ରୋଗୀଙ୍କ ସଂପର୍କିୀୟ । ଏ ନେଇ ସେ ଜିଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ସେପଟେ ଏ ନେଇ ତଦନ୍ତ କରାଯିବ ଓ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯାଜପୁର ଏଡିଏମଓ କହିଛନ୍ତି ।

Facebook Notice for EU! You need to login to view and post FB Comments!

Related Post

ସରକାରୀ କ୍ୱଟରଜମି ଉଚ୍ଛେଦ ପରେ ମହିଳା ଗ୍ରୁପକୁ ହସ୍ତାନ୍ତର

Posted by - December 10, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲୁମୁଣ୍ଡା ଠାରେ ଆଜି ସରକାରୀକ୍ୱଟର ଜମି ତଥାହସ୍ତ ତନ୍ତ୍ର ସେବା ସମ ବାୟୁ ତାଲିମ କେନ୍ଦ୍ରକୁ କୌଣସି…

“ଗଡ଼ଜାତ ମହୋତ୍ସବ ର ଦ୍ଵିତୀୟ ଦିନରେ ଗୋପାଳନ ଓ କୃଷି କର୍ମଶାଳା”

Posted by - December 16, 2021 0
ବୌଦ୍ଧ:(ଚିତ୍ତରଂଜନସିଂ) ହରଭଙ୍ଗା ବ୍ଲକ ର ବୀରନରସିଂହପୁର ଠାରେ ପଞ୍ଚମ ଗଡ଼ଜାତ ଲୋକ ମହୋତ୍ସବ ର ଦ୍ଵିତୀୟ ଦିନରେ ବିଭିନ୍ନ ପଞ୍ଚାୟତ ର ଅନେକ ଗ୍ରାମରୁ ବହୁସଂଖ୍ୟକ ଗୋପାଳକ…

ରାଣୀ ଲଷ୍ମୀବାଇ ଆତ୍ମରକ୍ଷା ତାଲିମ ଶିବିର ଉଦଯାପିତ

Posted by - March 17, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ହରଭଙ୍ଗା ଠାରେ ତା ୦୬/୦୩/୨୨ ଠାରୁ ୧୭/୦୩/୨୨ପଯ୍ୟନ୍ତ ଚାଲିଥିବା ଲଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି।ଉଦଯାପିତ ଉତ୍ସବରେ…

ଦିବ୍ୟଙ୍ଗ ଦମ୍ପତି ଙ୍କୁ ବିବାହ ପ୍ରସାହନ ରାଶି ୨,୫୦,୦୦୦ ଟଙ୍କା ପ୍ରଦାନ

Posted by - July 30, 2021 0
ବୋୖଦ୍ଧ:(ଚିତ୍ତରଂଜନସିଂ)ବୋୖଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଦିବ୍ୟ।ଙ୍ଗ ଦମ୍ପତି ଙ୍କୁ ବିବାହ ପ୍ରସାହନ ରାଶି ବାବଦକୁ ଦୁଇ ଲକ୍ଷ  ପଚାଶ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଏଥିପାଇଁ ଦିବ୍ୟ।ଙ୍ଗ…

Leave a comment

Your email address will not be published.