ବୌଦ୍ଧ:(ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂପୁର ଠାରେ ଆଶାକର୍ମୀ ଙ୍କ ଶୋଭାଯାତ୍ରା!ଏହି ବ୍ଲକ ର ବିରନରସିଂପୁର, ମଥୁରା, ବାମଣ୍ଡା, ସରସରା ଓ ବନ୍ଦାପଥର ସବ ସେଣ୍ଟର ପ୍ରାୟ ୫୧ ଜଣ ଆଶାକର୍ମୀ ସାମିଲ ହୋଇ ଥିଲେ!
ଶୋଭାଯାତ୍ରା ଟି ବିରନରସିଂପୁର ସବ ସେଣ୍ଟର ଠାରୁ ବାହାରି ସାଧୁଚରଣ ହାଇସ୍କୁଲ ପର୍ଯ୍ୟନ୍ତ ଯାଇଥିଲା ଓ ତମାଖୁ ସେବନ ନକରିବା ପାଇଁ ଜନସାଧାରଣ ଙ୍କୁ ସଚେତନ ବାର୍ତ୍ତା ଦିଆଯାଇଛି l ରିପୋର୍ଟ, ଚିତ୍ତରଞ୍ଜନ ସିଂ, ବୌଦ୍ଧ