ବେଲଗୁଣ୍ଠା ବରିଷ୍ଠ କଳାକାର ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

84 0

ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ବରିଷ୍ଠ କଳାକାର ସଂଘ ପକ୍ଷରୁ କଳାକାରଙ୍କ ହିତ ସକାଶେ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି ।  କଳା ଓ କଳାକାର ହିତୈଷୀ ମହାମଞ୍ଚ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘର ଆହ୍ୱାନ କ୍ରମେ ଆଜି ବେଲଗୁଣ୍ଠା ବରିଷ୍ଠ କଳାକାର ମହାସଂଘର କର୍ମକର୍ତ୍ତା ଏବଂ ଶତାଧିକ କଳାକାର ବେଲଗୁଣ୍ଠା ସହରରେ ଶୋଭାଯାତ୍ରା ପ୍ରଦର୍ଶନ କରିବା ସହିତ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ୍ ଶତପଥୀଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ବିଶେଷ କରି ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାକୁ କଳାକାର ଭତ୍ତା ଯୋଜନାରେ ରୂପାନ୍ତର, କଳାକାର ଭତ୍ତା ତିନି ହଜାର ଟଙ୍କାକୁ ବୃଦ୍ଧି, କଳାକାରଙ୍କ ମୃତ୍ୟୁ ପରେ କଳାକାରଙ୍କ ସ୍ୱାମୀ କିମ୍ବା ସ୍ତ୍ରୀଙ୍କୁ ଭତ୍ତା ପ୍ରଦାନ, ଉପଯୁକ୍ତ ବିଚାରକ ମଣ୍ଡଳୀ ଦ୍ୱାରା କଳାକାର ହିତାଧିକାରୀ ଚୟନ,ଲୁପ୍ତ ପାଇବାକୁ ବସିଥିବା ଲୋକ ନାଟକର ପୁନରୁଦ୍ଧାର, ଅଧିକ ଚାରୋଟି ସରକାରୀ ସଙ୍ଗୀତ ନାଟକ ମହାବିଦ୍ୟାଳୟ ସ୍ଥାପନ ସମ୍ପର୍କରେ ଦାବିପତ୍ରରେ ଊଲ୍ଲେଖ ରହିଛି ।

Related Post

ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଶତବାର୍ଷିକୀ ଉପଲକ୍ଷେ

Posted by - March 23, 2021 0
୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖ। ସେଇ ଦିନଟି ଥିଲା ଓଡ଼ିଶା ଜନଜୀବନର ମହାନ୍‌ ପର୍ବ ଦୋଳପୂର୍ଣ୍ଣିମା। ଚାରିଆଡ଼େ ଦୋଳ ଉତ୍ସବର ପବିତ୍ର ପରିବେଶ। ଠାକୁରମାନଙ୍କର ମେଳଣ…

ଖପ୍ରାଖୋଲ ବ୍ଲକ ସଭା ଗୃହ ରେ ନବ ନିର୍ବାଚିତ ସମିତି ସଭ୍ୟ ଓ ସରପଞ୍ଚ ଙ୍କ ପ୍ରଥମ ସମିତି ବୈଠକ

Posted by - April 28, 2022 0
ଖପ୍ରାଖୋଲ: (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ କାର୍ଯ୍ୟଳୟ ନିକଟ ସଭାଗୃହ ରେ ନବ ନିର୍ବାଚିତ ସମିତି ସଭା , ସଭ୍ୟ ଓ ସରପଞ୍ଚ ଙ୍କୁ ନେଇ…

କଳାବ୍ୟଚ ପିନ୍ଧି କାର୍ଯ୍ୟରେ ଯୋଗଦେଲେ ଫାର୍ମାସିଷ୍ଟ୍

Posted by - June 13, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବିଭିନ୍ନ ଗ୍ରାମାଞ୍ଚଳରେ ରାଜ୍ୟ ସରକାର ଡ଼ାକ୍ତର ପଦବୀ ପୂରଣ କରିବାରେ ବିଫଳ ହୋଇଥିବା ବେଳେ ଅଧିକାଂଶ ସ୍ୱାସ୍ଥ୍ୟ କେନ୍ଦ୍ରରେ ଫାର୍ମାସିଷ୍ଟ୍ ମାନେ ଝାଡ଼ୁଦାର…

ଆଇସେକ୍ଟ ସ୍କିଲ୍ ଡେଭେଲପମେଣ୍ଟ ସେଣ୍ଟରରେ ଉଡାନ ରଥର ଲୋକାର୍ପଣ କଲେ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ

Posted by - March 11, 2023 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ)ଶିକ୍ଷା ହେଉଛି ମଣିଷ ଜୀବନ ଗଢି ତୋଳିବାର ପ୍ରଥମ ସୋପାନ। ଶିକ୍ଷା ଗ୍ରହଣ ଦ୍ଵାରା ହିଁ ଆଜି ମଣିଷ ସଂସାରରେ ସବୁ କିଛି…

ମାଟି ଅତଡା ଧସି ଶହ ଶହ ଏକର ଚାଷଜମି ବାଲିଚର : ପୁନଃଉଦ୍ଧାର ପାଇଁ ଦାବୀ

Posted by - July 21, 2022 0
ଗୁଣୁପୁର :(ରମାକାନ୍ତ ପଡାଲ) ଛାଡିଯାଇଛି ଲଘୁଚାପଜନିତ ଲଗାଣ ବର୍ଷା । ହେଲା ଛାଡିଯାଇଛି ଚାଷୀଙ୍କ ପାଇଁ ଦୁର୍ଦ୍ଦଶା । ଏବେ ଦୁର୍ଗମ ଅଞ୍ଚଳର ଚାଷୀ ଦୁର୍ଦ୍ଦିନରେ ।…