ମୁନିଗୁଡା :(ରମାକାନ୍ତ ପୋଡାଲ )ଆଜି ବିଷମକଟକ ଠାରେ ପବିତ୍ର ରଥଯାତ୍ରା ରେ 25000ରୁ ଉର୍ଦ୍ଧ ଭକ୍ତମାନେ ସମାବେଶ ହୋଇ ଥିଲା ଆଜି ବିଷମକଟକ ଠାରେ ଦେକାନ, ବଜାର ସହ ମିନାବଜାର ବସି ଥିଲେ ଆଜି ସରକାର ତରଫରୁ ବିଷମକଟକ ତହସିଲଦାର ଶ୍ରୀ ଇଭି ରେଡି, ଅତିରିକ୍ତ ତହସିଲଦାର ଶ୍ରୀ ସଉରା, ବିଷମକଟକ ନୂତନ ଥାନା ବାବୁ, ଜଗନ୍ନାଥ ମନ୍ଦିର କମିଟି ସଦସ୍ୟ ଜଗନ୍ନାଥ ପାଡି, ଦିଲ୍ଲୀପ ପଟ୍ଟନାୟକ,ଡି ଶିବା, ଗୋପାଳ କୃଷ୍ଣ ପଟ୍ଟନାୟକ, ବାବୁଲା ସାହୁ,ଜି ପ୍ରଦୀପ, ରାଧାକାନ୍ତ ଦାସ, କୁନା ମାହାରଣା, କୁନା ରଥ,ଜି ରବି, ବିଷମକଟକ ତହସିଲ ର ସମସ୍ତ କର୍ମଚାରୀ, ପୋଲିସ ପ୍ରଶାସନ ଓ ଗଉଡସାହି କୀର୍ତନ ମଣ୍ଡେଲି ଉକ୍ତ ରଥ ଟଣା ସମୟରେ ସହଯୋଗ କରିଥିଲେ
