ବିଜେପି ମୋର୍ଚା ସଭାପତି ଦିଲ୍ଲିପ ପ୍ରଧାନଙ୍କୁ ଆକ୍ରମଣ – ଜଣଙ୍କୁ କାବୁ କରି ନିର୍ଦ୍ଧୂମ ଛେଚିଲେ ଲୋକ

1774 375

ଅନୁଗୋଳ:(ମହେଶ ଭୋମରାଜ)ଶନିବାର ସନ୍ଧ୍ୟାରେ ଅନୁଗୋଳର ବରିଷ୍ଠ ବିଜେପି ନେତା ଦିଲ୍ଲିପ ପ୍ରଧାନଙ୍କୁ ୪ ଜଣ ଯୁବକ ଆକ୍ରମଣ କରିଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁସାରେ ଅନୁଗୋଳ ପୌର ପରିଷଦର ପୂର୍ବତନ କାଉନସିଲର ତଥା ବର୍ତମାନର ବିଜେପି ମୋର୍ଚା ସଭାପତି ଦିଲ୍ଲିପ ପ୍ରଧାନ (୫୪) ଶନିବାର ସନ୍ଧ୍ୟା ୭ଟା ସମୟରେ ଅନୁଗୋଳ ନିକଟସ୍ଥ ହୁଲୁରିସିଂହା ୫୫ ନମ୍ବର ଜାତୀୟ ରାଜପଥ କଡରେ ଥିବା ନିଜ ମୋଟର ପାର୍ଟସ ଦୋକାନରେ ବସିଥିବା ବେଳେ ଏକ ଧଳା ରଙ୍ଗର ସ୍କୋର୍ପିଓ ନଂ ଓଆର୦୨ବିଡବ୍ଲ୍ୟୁ-୮୧୫୩ ରେ ୪ ଜଣ ଯୁବକ ଆସି ତାଙ୍କ ଦୋକାନ ସାମ୍ନାରେ ଗାଡିକୁ ରଖି ଦୋକାନ ଭିତରକୁ ପଶିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଯୁବକ ସାପୋଇନାଳୀର ସମୀର କୁମାର ସାହୁ ମଦ୍ୟପାନ କରି ଆସି ହଠାତ୍ ଶ୍ରୀ ପ୍ରଧାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲା ।

ଶ୍ରୀ ପ୍ରଧାନ ଏହାର ପ୍ରତିବାଦ କରିବାରୁ ସମୀର ହଠାତ୍ ଦିଲ୍ଲିପଙ୍କ ବାମ ଗାଲକୁ ଏକ ଶକ୍ତ ଚାପୁଡା ମାରିବା ସହ ତାଙ୍କ ଛାତିକୁ ଆକ୍ରମଣ କରିଥିଲା । ଫଳରେ ଶ୍ରୀ ପ୍ରଧାନ ସେଠାରେ ଖସି ପଡିଥିବା ବେଳେ ତାଙ୍କ ପକେଟରେ ଥିବା ୧୯ ହଜାର ୫୦୦ ଟଙ୍କା ଓ ସେ ପିନ୍ଧିଥିବା ଅଢ଼େଇ ଭରି ଓଜନର ସୁନା ଚେନକୁ ଛିଣ୍ଡାଇ ନେଇଥିଲେ । ଏହା ସହ ଗୁଳି କରି ଉଡାଇ ଦେବି ବୋଲି ଧମକ ଦେଇଥିଲେ । ଏହା ଦେଖି ଆଖ ପାଖରେ ଥିବା ସ୍ଥାନୀୟ ଲୋକେ ସେଠାକୁ ଦୌଡି ଆସିବାରୁ ସେଠାରୁ ୩ ଜଣ ଯୁବକ ଫେରାର ହୋଇଯାଇଥିବା ବେଳେ ସମୀରକୁ କାବୁ କରି ନିସ୍ତୁକ ମାଡ ମାରିଥିଲେ । ଏ ନେଇ ଦିଲ୍ଲିପ ପ୍ରଧାନ ଅନୁଗୋଳ ଥାନାରେ ଲିଖିତ ଏତଲା ଦେବା ପରେ ପୋଲିସ ସମୀର ଘଟଣା ସ୍ଥଳରୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଛି । ଅନ୍ୟ ୩ ଜଣଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଥିବା ଜଣାଯାଇଛି ।

Facebook Notice for EU! You need to login to view and post FB Comments!

Related Post

୩ ଟି ଜୋନ ରେ ବିଜେଡି ର ପ୍ରଚାର,ପ୍ରଚାର ରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ଓ ବୌଦ୍ଧ ବିଧାୟକ ପ୍ରଦୀପ ଅମାତ

Posted by - February 13, 2022 0
ବୌଦ୍ଧ ;( ଚିତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର 3 ଟି ଜୋ ନ  ରେ ଶନିବାର ଦିନ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ…

ପେଟ୍ରୋଲ,ଡିଜେଲ ଦର ବୃଦ୍ଦି ପ୍ରତିବାଦରେ ଦାବୀପତ୍ର

Posted by - June 29, 2020 216
ବରୀ ୨୯/୬-(ସ୍ନେହଂଶୁ ଶେଖର ମହାନ୍ତି ) ଯାଜପୁର ଜିଲ୍ଲା ବରୀ ବ୍ଲକ କଂଗ୍ରେସ ତରଫରୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ବରୀ ବିଡିଓଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି…

ବନ୍ଦିତା ପରିଡାହେଲେ ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ

Posted by - June 24, 2021 0
ବ୍ୟାସନଗର: ଓଡ଼ିଶା ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ ଭାବେ ଯାଜପୁର ଜିଲ୍ଲା ବ୍ୟାସନଗର ପୈାର ପରିଷଦର ପୂର୍ବତନ ଅଧ୍ୟକ୍ଷା ତଥା ଗତ ୨୦୧୯ କୋରାଇ ବିଧାନସଭା କ୍ଷେତ୍ରରୁ…

ବୈପାରୀ ଗୁଡ଼ାରେ ବିଜେଡି ର ମିଶ୍ରଣ ପରବ

Posted by - October 30, 2021 0
କୋରାପୁଟ:(ସୁନାମ ହନ୍ତାଳ)କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକର ମହୁଲି ପଂଚାୟତ ଅନ୍ତର୍ଗତ ମହୁଲି ମା ମନ୍ଦିର ପ୍ରାଙ୍ଗଣରେ 300 ରୁ ଉର୍ଦ୍ଧ କଂଗ୍ରେସ ପରିବାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ…

ପୌର ନିର୍ବାଚନ ନାମାଙ୍କନ ପତ୍ର ଦାଖଲ ର ଆଜି ଶେଷ ଦିନରେ ସବୁ ଦଳର ପ୍ରାର୍ଥୀପତ୍ର ଦାଖଲ

Posted by - March 7, 2022 0
କେସିଙ୍ଗା :(ପୀତେଶ ପଟେଲ)ରାଜ୍ୟ ନିର୍ବାଚନ କମିଶନ ଙ୍କ ଘୋଷଣା ଅନୁଯାୟୀ ଗତ ଦୁଇ ତାରିଖ ରୁ ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇସାରିଛି…

There are 375 comments

  1. Your style is very unique in comparison to other people I’ve read
    stuff from. Thanks for posting when you have the opportunity, Guess I
    will just book mark this site.

  2. That is a really good tip especially to those fresh to the blogosphere.
    Short but very precise info… Thanks for sharing this one.
    A must read post!

  3. Hi there! I could have sworn I’ve been to this site before but after checking through some of the post
    I realized it’s new to me. Anyways, I’m definitely
    delighted I found it and I’ll be bookmarking and
    checking back frequently!

  4. I was wondering if you ever thought of changing the layout
    of your site? Its very well written; I love what youve got
    to say. But maybe you could a little more in the way of content so people could connect with
    it better. Youve got an awful lot of text for only having 1 or two pictures.
    Maybe you could space it out better?

  5. I’m really inspired with your writing skills as smartly as with the structure in your
    blog. Is that this a paid theme or did you customize it yourself?
    Either way stay up the nice quality writing, it is uncommon to see a nice blog
    like this one today..

  6. I’ll right away grab your rss feed as I can not in finding your e-mail
    subscription link or newsletter service. Do you’ve
    any? Kindly let me recognize so that I may just subscribe.
    Thanks.

  7. If some one wishes expert view on the topic of blogging and site-building afterward i advise him/her to pay a visit this web site, Keep up the fastidious work.

  8. What i don’t realize is in truth how you’re now not
    really much more well-preferred than you might be now.
    You’re very intelligent. You recognize therefore significantly relating
    to this matter, produced me in my view imagine it from numerous numerous angles.
    Its like women and men don’t seem to be interested until it
    is something to accomplish with Lady gaga! Your personal stuffs
    excellent. Always care for it up!

  9. I have been browsing online more than three hours today, yet I never found any
    interesting article like yours. It is pretty worth enough for me.
    In my opinion, if all site owners and bloggers made good content as you did, the net will
    be a lot more useful than ever before.

  10. Hello just wanted to give you a quick heads up.
    The words in your post seem to be running off the screen in Internet explorer.

    I’m not sure if this is a format issue or something to do with internet browser compatibility
    but I thought I’d post to let you know. The design look great though!
    Hope you get the problem solved soon. Thanks

  11. Good day! This is my 1st comment here so I just wanted to give
    a quick shout out and say I really enjoy reading your blog posts.
    Can you suggest any other blogs/websites/forums that go over the same
    topics? Thank you!

  12. Pingback: bahis siteleri

  13. Pingback: 2irresolute

Leave a comment

Your email address will not be published.