ଧର୍ମଗଡ଼ :(ହେମନ୍ତ କୁମାର ମାଝି )ଗ୍ରେଡପେ ପ୍ରଦାନ ଦାବି ରେ ଗତ ୧୦ ଦିନ ଧରି ରାଜ୍ୟ କିରାଣୀ ସଙ୍ଘ ର ଆହ୍ୱାନ କ୍ରମେ ରାଜ୍ୟର ସମସ୍ତ କିରାଣୀ କଲା ବେଚ ପିନ୍ଧି ଶାନ୍ତି ପୂର୍ଣ୍ଣ ଭାବେ ଆନ୍ଦୋଳନ କରିଥିଲେ।କିନ୍ତୁ ସରକାର ତାଙ୍କ ଦାବି ପୂରଣ ନ କରିବାରୁ ଆଜି ଠାରୁ କିରାଣୀ ମାନେ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନ ରେ ବସିଛନ୍ତି।
ଫଳରେ ସରକାରୀ କାର୍ଯ୍ୟ ଠପ ହୋଇ ଯାଇଛି।ସର କାର ଆନ୍ଦୋଳନ କାରୀ କିରାଣୀ ମାନଙ୍କ ଦାବି ପୂରଣ ନ କରିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନ କାରୀ ମାନେ ଚେତାବନୀ ଦେଇଛନ୍ତି।