Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ବିଜେପି ନଗର ମଣ୍ଡଳ ବୌଦ୍ଧ ର ବିଶେଷ କାର୍ଯ୍ୟକାରିଣୀ ବୈଠକ

72 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଆଜି ବିଜେପି ନଗର ମଣ୍ଡଳ ର ବିଶେଷ କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି ଶ୍ରୀ ବ୍ୟମ କେସ ମହାପାତ୍ର ଙ୍କ ସଭାପତି ତ୍ଵ ରେ ଅନୁଷ୍ଟିତ ହୋଇଥିଲା । ଆଜିର ଏହି କାର୍ଯ୍ୟକ୍ରମ ରେ ମହ।ଜନସମ୍ପର୍କ ଅଭିଯାନ ଓ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ୩୦.୫.୨୩ ଠାରୁ ୩୦.୦୬.୨୩ ପର୍ଯ୍ୟନ୍ତ ମଣ୍ଡଳ ସ୍ତରରେ ସୁବ୍ୟବସ୍ଥିତ ଭାବରେ ପାଳନ କରିବା ପାଇଁ ୧୦ ଗୋଟି ବିନ୍ଦୁ ଉପରେ ଆଧାରିତ କାର୍ଯ୍ୟକ୍ରମ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦୀ ଜି ଙ୍କ ୯ ବର୍ଷ ଧରି ଶାସନ ର ପୂର୍ତ୍ତି ଉପଲକ୍ଷେ ପାଳନ କରିବା ପାଇଁ କାର୍ଯ୍ୟ କର୍ତ୍ତାମାନଙ୍କ ମଧ୍ୟରେ ଦାୟିତ୍ଵ ବଣ୍ଟନ କରାଯାଇ ଥିଲା ।
ଆଜିର କାର୍ଯ୍ୟକାରିଣୀ ବୈଠକ ରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଯୋଗଦାନ୍ କରି କର୍ମକର୍ତ୍ତା ମାନଙ୍କୁ ୧୦ ଗୋଟି ବିନ୍ଦୁ ଉପରେ ମାର୍ଗ ଦର୍ଶନ ପ୍ରଦାନ କରିଥିଲେ l

ଏହି କାର୍ଯ୍ୟକ୍ରମ ରେ ଦଳୀୟ ନେତୃବୃନ୍ଦ ସର୍ଵଶ୍ରି ମନରଞ୍ଜନ ଦାସ, ଶ୍ୟାମ ସୁନ୍ଦର ପୁରୋହିତ, ତାପସ କୁମାର ପଟ୍ଟନାୟକ, ରାଜ କୁମାର ମେହେର, ପ୍ରଭୁ ଦତ୍ତ ଦଲାଲ,ବିଶି କେସନ ପ୍ରଧାନ,ବିଭୂତି ମେହେର, ନିରଂଜନ ଦାନୀ, ନମିତା ରାଣୀ ଦାସ,ଡମ୍ବରୁ ମେହେର, ହରି ହର ବହିଦାର, ସଚ୍ଚିଦାନନ୍ଦ ନାୟକ, ଡିଙ୍ଗର ମେହେର,ଦିଗମ୍ବର ମେହେର,ସତ୍ୟାନନ୍ଦ ପାଣ୍ଡେ,ଲଳିତ ଦେହୁରୀ, ବିରେନ୍ଦ୍ର ସାହୁ, ପ୍ରକାଶ କୁମାର ସାହୁ , ନର୍ମଲ ମେହେର,
ପ୍ରଭୁତି ବହୁ କର୍ମକର୍ତ୍ତା ବୈଠକରେ ଯୋଗଦାନ୍ କରି ଥିଲେ l

Related Post

ବିଜେପି ମୁଣ୍ଡାପଡା ମଣ୍ଡଳ ବୌଦ୍ଧ ର ବିଶେଷ କାର୍ଯ୍ୟକାରିଣୀ ବୈଠକ

Posted by - May 27, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଆଜି ବିଜେପି ମୁଣ୍ଡାପଡା ମଣ୍ଡଳର ବିଶେଷ କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି ଶ୍ରୀ ଯୀଶୁ ପଧାନଙ୍କ ସଭାପତିତ୍ଵ ରେ ଅନୁଷ୍ଟିତ ହୋଇଥିଲା । ଆଜିର ଏହି…

କମାରଢ଼ିହି ପଂଚାୟତର ବିଜୁ ଛାତ୍ର ଜନତା ଦଳର ସମୀକ୍ଷା ବୈଠକ ଅନୁଷ୍ଠିତ

Posted by - January 13, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲ୍ଲା ଦଶରଥପୁର ବ୍ଳକ ଜୟଚଣ୍ଡୀ ପୀଠ ପରିସରରେ କମାରଢ଼ିହି ପଂଚାୟତର ବିଜୁ ଛାତ୍ର ଜନତା ଦଳର ଏକ ସମୀକ୍ଷା ବୈଠକ…

ଜିଲ୍ଲା ପରିଷଦ ପ୍ରାର୍ଥି ପତ୍ର ଦାଖଲ କଲା ବିଜେଡି

Posted by - January 21, 2022 0
ମାଲକାନଦିରି:(ଅବଦୁଲ ଗନି)ଆଜି ୧୫ ଗୋଟି ଜିଲ୍ଲା ପରିଷଦ ଆସନରେ ନିର୍ବାଚନ ଲଢିବା ପାଇଁ ମାଲକାନଗିରି ଉପ-ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ବିଜେଡିର ୧୫ ଜଣ ପ୍ରାର୍ଥି ସେମାନଙ୍କ ନାମାଙ୍କନ ପତ୍ର…

ସାମ୍ବାଦିକ ଭବନ ଠାରେ ବିଜୟ ଭାରତ ଓଡିଶା ର ସାମ୍ବାଦିକ ସମ୍ମିଳନୀ

Posted by - October 12, 2019 0
ଭୂବନେଶ୍ୱର,ତା.୧୧.୧୦.୧୯, ଭୂବନେଶ୍ୱର ୟୁନିଟ୍ – ୩ ସ୍ଥିତ ଉତ୍କଳ ସାମ୍ବାଦିକ ଭବନ ଠାରେ ବିଜୟ ଭାରତ ଓଡିଶା ର ଏକ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି । ସଂସ୍ଥାର…

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମର୍ଥନ ଦେଇଛି ବିଜେଡି

Posted by - February 4, 2019 14
ଗତକାଲି ସିବିଆଇ ଯେଭଳି ଭାବେ କୋଲକାତା ପୁଲିସ କମିସନରଙ୍କ ବାସଭବନରେ ପଶିବାକୁ ଉଦ୍ୟମ କରିଥିଲା, ତାହା ଠିକ ନୁହେଁ। ସିବିଆଇ ଏକ ରାଜନୈତିକ ଅସ୍ତ୍ର ପାଲଟି ଯାଇଛି।…