ପ୍ରଷାସନ ପ୍ରତିସୃତୀ ଫେଲ ମାରିବା ପରେ ପୁଣିଥରେ ଟିକିରି ରେ ସମଲେଶ୍ଵରୀ ଏକ୍ସପ୍ରେସ୍ ରହଣୀ ଓ ରେଳ ଷ୍ଟେଶନ ମୁଖ୍ୟ ରାସ୍ତା ମରାମତି ପାଇ ବୈଠକ

69 0

ମୁନିଗୁଡା :(ରମାକାନ୍ତ ପୋଡାଳ )ରାୟଗଡା ଜିଲା କାଶିପୁର ବ୍ଳକ ଟିକିରି ରେଳ ଷ୍ଟେଶନ ରେ ସମଲେଶ୍ଵରୀ ଏକ୍ସପ୍ରେସ୍ ରହଣୀ ପାଇ ଟିକିରି ଶିବ ମନ୍ଦିର ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କୋଭିଡ୍ ପୂଵରୁ ସମଲେଶ୍ଵରୀ ଏକ୍ସପ୍ରେସ୍ ଟିକିରି ରେଳ ଷ୍ଟେଶନ ରେ ରହଣୀ ଥିଲା କୋଭିଡ ପାଇ ସବୁ ଟ୍ରେନ ଚଳାଚଳ ବନ୍ଦ କରାଯାଇଥିଲା । ଏହା ପରେ କୋଭିଡ ମାତ୍ରା ଧିରେ ଧିରେ ସ୍ବଭାବିକ ହେବା ପରେ ଧିରେ ଧିରେ ବିଭିନ୍ନ ଟ୍ରେନ୍ ଚଳାଚଳ କରିଥିଲା ।ଏହା ଟିକିରି ରେଳ ଷ୍ଟେଶନ ରେ ସବୁ ରେଳ ଗାଡିର ରହଣୀ ଥିବା ବେଳେ କିନ୍ତୁ ସମଲେଶ୍ଵରୀ ଏକ୍ସପ୍ରେସ୍ ଟ୍ରେନ ରହଣୀ ନଥିଲା ଓଏହି ରହଣୀ ପାଇ ପୂବରୁ ବାରମ୍ବାର ରେଳ ରୋକ କରିବା ପାଇ ଟିକିରି ଅଞ୍ଚଳବାସୀ ଚିନ୍ତା କରିଥିବା ବେଳେ ଟିକିରି ସମାଜ ସେଵୀ ଗୌରାଙ୍ଗ ସାହୁ ବିଭିନ୍ନ ସମୟରେ ବିଭିନ ରେଳ ଵିଭାଗ ନିକଟକୁ ଚିଠି ଆକାରେ ଜଣାଇଛନ୍ତି ।

ଏହା ପରେ ଯେଉଁ ସମୟରେ ରେଳ ରୋକ କରିବା ପାଇ ଚେଷ୍ଟା କରନ୍ତି। ସେହି ଦିନ ପୂବରୁ ରେଳ ବିଭାଗର କିଛି ଆରପିଏଫ୍ ଅଧିକାରି ମାନେ ଆସି କିଛି ପ୍ରତିସ୍ବତି ଦେଇ ରେଳ ରୋକ ନକରିବା କହିଥାନ୍ତି। ସେହି ଭଳି ଏହିମାସ ୭ତାରିଖରେ ରେଳ ରୋକ କରିବା ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା ହେଲେ ତା ପୂର୍ବଦିନ ୨ଜଣ ରେଳରୋକ ଆବାହୋକ ଗୈରାଙ୍ଗ ସାହୁ ଏବଂ ବିନଦ ନାଏକ ଙ୍କୁ ପୋଲିସ ଅଟକ ରଖିଥିଲେ ।ତାର ପ୍ରତିବାଦରେ ଟିକିରି ଦୋକାନ ବଜାର ବନ୍ଦ କରି ରେଳରୋକ କରିବାକୁ ଯିବାସମୟରେ ପୋଲିଷ ପ୍ରଷାସନ ଓ ରେଳ ବିଭାଗର ଲିଖିତ ପ୍ରତିସୃତି ଦେଇ ୭ଦିନ ସମୟ ମାଗି ଥିଲେ ।ଦେଇ ଥିବା ସମୟ ବିତିଗଲା

ପରେ ପୁଣିଥରେ ଆଗାମି ଜୁନ ୫ ତାରିଖରେ ରେଳ ରୋକ କରିବା ପାଇଁ ସଜବାଜ ହେଉଛନ୍ତି।କାଶିପୁର ବ୍ଲକର ପ୍ରାୟ ୧୫ ରୁ ୨୦ ହଜାର ଲୋକଙ୍କ ସମାଗମ ହେବାର ସମ୍ଭାବନା ଅଛି। ସେହି ସବୁ ସମସ୍ୟାର ସମାଧାନ ପାଇ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥଲା ଏହି ବୈଠକ ରେ ଗୌରାଙ୍ଗ ସାହୁ,ବିନଦ ନାୟକ, ପ୍ରଫୁଲ ସାହୁ,ବ୍ଳକ ଚେରମେନ୍ କଣ୍ଟ ମାଝି ବଣିକ ସଂଘ ସଭାପତି ମନୋଜ କୁମାର ବେହେରା, ଇଦ୍ରସାହୁ,କୁନା ସାହୁ, ଓ ଅଞ୍ଚଳର ପ୍ରାୟ ୫୦ ଜଣ ଲୋକ ଉପସ୍ଥିତ ଥିଲେ।

Related Post

‘ବାର୍ଷିକ ଅଧିଷ୍ଠାନ ଉତ୍ସବ’ ସ୍ଥାନୀୟ ଏସ୍ ଏସ୍ ଈଣ୍ଟରନ୍ୟାସନାଲ୍ ପ୍ରାଙ୍ଗଣ ରେ ଅନୁଷ୍ଠିତ

Posted by - July 28, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ ନବରଙ୍ଗପୁର ଜିଲ୍ଲାର ଅଗ୍ରଣୀ ସେବାସଂସ୍ଥା , ରୋଟାରୀ କ୍ଳବ୍ , ଉମରକୋଟ ର ‘ବାର୍ଷିକ ଅଧିଷ୍ଠାନ ଉତ୍ସବ’ ସ୍ଥାନୀୟ ଏସ୍ ଏସ୍…

ମୁନିଗୁଡା ପୋଲିସ ତରଫରୁ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ

Posted by - November 21, 2022 0
ରାମୁନିଗୁଡା:(ରମାକାନ୍ତ ପୋଢାଳ)ୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ପରିସରରେ ବରିଷ୍ଠ ନାଗରିକ ସମାବେଶ ଓ ପରିଚୟ ପତ୍ର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମୁନିଗୁଡା ଆଇଆଇସି ଶ୍ରୀମତୀ ସୁଜ୍ଞାନୀ ସାହୁଙ୍କ…

କାର୍ତ୍ତିକ ପୂର୍ଣ୍ଣିମାରେ ସମ୍ବଲପୁର ରେ ଅନୁଷ୍ଠିତ ହେଲା ବୋଇତ ବନ୍ଦାଣ

Posted by - November 9, 2022 0
ସମ୍ବଲପୁର : (ରମାକାନ୍ତ ବିଶ୍ବାଳ) ଓଡିଆ ଜାତିର ଅନନ୍ୟ ବର୍ଷ ବର୍ଷ ର ପରଂପରା ବୋଇତ ବନ୍ଦାଣ ପର୍ବ ପାଳିତ ହୋଇଯାଇଛି । ପବିତ୍ର କାତ୍ତିକ ପୁଣ୍ଣିମା…

ନବରଙ୍ଗପୁରରେ ନୂତନ ଏସପି ଙ୍କ ଦାଇତ୍ୱ ଗ୍ରହଣ

Posted by - July 15, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ନବରଙ୍ଗପୁର ଏସପି ପ୍ରହଲ୍ଲାଦ ସାହାଇ ମିନାଙ୍କ ମାଲକାନଗିରି ଜିଲାକୁ ବଦଳି ପରେ ଗୁରୁବାର ନୂତନ ଏସପି ପି .ଏସ ପରଷୋତ୍ତମ ଦାସ ଦାଇତ୍ୱ…