Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ବରୀ ସାମ୍ବାଦିକ ସଙ୍ଘ ପକ୍ଷରୁ ଯାଜପୁର ଜ଼ିଲ୍ଲାପାଳ ଙ୍କୁ ଦାବୀପତ୍ର 

55 0

ଯାଜପୁର :ଯାଜପୁର ବରୀ ସାମ୍ବାଦିକ ଙ୍କୁ ଆକ୍ରମଣ ଘଟଣା ରେ ପୋଲିସ ର ନିଷ୍କ୍ରିୟତା ପ୍ରତିବାଦ ରେ  ବରୀ ସାମ୍ବାଦିକ ସଙ୍ଘ ପକ୍ଷରୁ ଯାଜପୁର ଜ଼ିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସାମ୍ବାଦିକ ସୁରେଶ କର ଖବର ସଂଗ୍ରହ କରି ଫେରୁଥିବା ସମୟରେ ବରୀ ବାଇଁସିରିଆ ପଂଚାୟତ ଇଚ୍ଛାପୁର ଗ୍ରାମରେ ଆକ୍ରମଣ କରାଯାଇଥିଲା। ଗତ ୮ ତାରିଖ ଦିନ ସାମ୍ବାଦିକ ସୁରେଶଙ୍କୁ ଆକ୍ରମଣ କରାଯାଇଥିଲା l

ଏ ନେଇ ବରୀ ଥାନା ଏବଂ ଯାଜପୁର ଏସ ପି ଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ବି ନ୍ୟାୟ ନ ମିଳିବାରୁ ଏକ ସାମ୍ବାଦିକ ପ୍ରତିନିଧି ମଣ୍ଡଳୀ ଯାଜପୁର ଜ଼ିଲ୍ଲାପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲପାଳ ଦୁଖବନ୍ଧୁ ନାୟକଙ୍କୁ  ଭେଟି ନ୍ୟାୟ ପାଇଁ ଦାବି ପତ୍ର ପ୍ରଦାନ କରିଥିଲେ । ଖୁବ ଶୀଘ୍ର ଆସାମୀ ଗିରଫ  ନ ହେଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

Related Post

ମାରୱାଡ଼ି ଯୁବା ମଞ୍ଚ ତରଫରୁ ପ୍ରତି ରବିବାର ଦିନ ଦିଆହେଉଚି ରନ୍ଧା ଖାଦ୍ୟ

Posted by - October 16, 2022 0
ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ସରକାରି ଡାକ୍ତରଖାନା ସମ୍ମୁଖରେ ପ୍ରତି ରବିବାର ଗରିବ, ଅସହାୟ ତଥା ଭୋକିଲା ଲୋକଙ୍କୁ ରନ୍ଧା ଖାଦ୍ୟ ଟିଟିଲାଗଡ଼ ମାରୱାଡ଼ି ଯୁବା…

ସ୍ତ୍ରୀ କୁ ମାରଣାନ୍ତକ ଆକ୍ରମଣ ପରେ ଶଶୁର ଘରେ ଆତ୍ମହତ୍ୟା କଲା ସ୍ବାମୀ

Posted by - November 3, 2022 0
ସୁବର୍ଣ୍ଣପୁର : (ଅଜିତ କୁମାର ପୂଜାହାରୀ)  ସ୍ତ୍ରୀ କୁ ମାରଣାନ୍ତକ ଆକ୍ରମଣ ପରେ ଶଶୁର ଘରେ ଆତ୍ମହତ୍ୟା କଲା ସ୍ବାମୀ l ଏଭଳି ଏକ ବିଭତ୍ସ ଘଟଣା…

ଖୋର୍ଦ୍ଧା ବଲାଙ୍ଗୀର ରେଳ ଲାଇନ ସଂଘର୍ଷ କମିଟି ବୈଠକ

Posted by - August 22, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)ବଲାଙ୍ଗୀର- ଖୋର୍ଦ୍ଧା ରେଲୱେ ଲାଇନ ସଂଘର୍ଷ କମିଟିର ବଲାଙ୍ଗୀର ଜିଲ୍ଲାର ସଦସ୍ୟ, ବଲାଙ୍ଗୀର ଓକିଲ ସଂଘର କାର୍ଯ୍ୟକର୍ତ୍ତା ଓ ସୁବର୍ଣ୍ଣପୁର ଜିଲ୍ଲାର ବୁଦ୍ଧିଜୀବି ମାନଙ୍କ…

ତାଲପଦର ଛକ ନିକଟରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା : ଦୁଇ ଯୁବକ ମୃତ

Posted by - December 31, 2022 0
ଭବାନୀପାଟଣା 🙁 ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କଲମପୁର -ଜୁନାଗଡ଼ ପୂର୍ତ୍ତବିଭାଗ ମୁଖ୍ୟ ରାସ୍ତାର ତାଲପଦର ଛକ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଦୁଇ…

ଟିଟିଲାଗଡ ସର୍ଗିଗୁଡା ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ଵରୀୟ ବିଶ୍ଵ ବିଦ୍ୟାଳୟରେ ସାମ୍ୱାଦିକ ସମ୍ମିଳନୀ

Posted by - June 21, 2022 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ଜୁନ ୨୨ ତାରିଖ ଦିନ ସନ୍ଧ୍ୟା ସମୟରେ ପ୍ରଜାପିତା ବ୍ରହ୍ମାକୁମାରି ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ତରଫରୁ ସ୍ଥାନୀୟ ଗୋବିନ୍ଦ ବାଟିକା ଠାରେ ସନ୍ଧ୍ୟା…