ନବରଙ୍ଗପୁର:୧୬/୫(ବେଣୁ ଗୋପାଳ ରାଓ) ପ୍ରାତଃ ୮ଘଣ୍ଟିକା ସମୟରେ ନବରଙ୍ଗପୁର ବ୍ରହ୍ମା କୁମାରୀ ସଂସ୍ଥା ର ୩୯ତମ ବାର୍ଷିକ ଉତ୍ସବ ଆଶ୍ରମ ର ଭାଇ ଭଉଣୀ ମାନଙ୍କ ଗହଣରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମା କୁମାରୀ ଆଶ୍ରମ ନବରଙ୍ଗପୁର ଉପକ୍ଷେତ୍ର ନିର୍ଦ୍ଦେଶିକା ରାଜଯୋଗିନୀ ନୀଲମ ଦିଦି ଆଶ୍ରମ ର ଦୀର୍ଘ ୩୯ବର୍ଷ ର ଉଲ୍ଲେଖନୀୟ ସେବା କୁ ବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ପରମାତ୍ମା ଙ୍କ ର ଶ୍ରୀମତ ରେ ପରିଚାଳିତ ହୋଇ ନିଜ ଜୀବନର ଉନ୍ନତିର ମାପକାଠି କୁ ପରିଖିବା ନିମନ୍ତେ ସମସ୍ତ ଭାଇ ଭଉଣୀ ମାନଙ୍କୁ ଉପଦେଶ ଦେଇଥିଲେ।
ଏହି କାର୍ଯକ୍ରମ ରେ ଆଶ୍ରମ ରୁ ଭାଇ ଭଉଣୀ ଯୋଗ ଦେଇ କେକ୍ କଟିଙ୍ଗ ସହ ଖୁସି ମନେଇଥିଲେ। ବ୍ରହ୍ମା କୁମାର ବିଜୟ ଭାଇ, ଶ୍ୟାମ ସୁନ୍ଦର,ଗଣେଶ,କୈଳାସ ,ସୁନିଲ, ରଘୁ,ସରୱେଶ୍ୱର୍,ଗୋପଶିସ, କପିଳ ଭାଇ RMC Secretary, ଉପେନ୍ଦ୍ର ଭାଇ Exsuctive Eng.. ଲକ୍ଷ୍ମି, ଅନିତା ସଂଯୁକ୍ତା ଗୀତା…ବହୁତ୍ ଭଉଣୀ ଏଵଂ ଭାଇ ମାନଙ୍କ ର ଜନ୍ମ ଦିନ ପାଳନ କରାଯାଇଛି।
ସମସ୍ତେ ପ୍ରସାଦ ସେବନ କରୁଥିଲେ। ଆଜିର ଏହି କାର୍ଯକ୍ରମ ରେ ବ୍ରହ୍ମା କୁମାରୀ ନମିତା ଭଉଣୀ ମଞ୍ଚ ପରିଚାଳନା କରିବା ସ୍ଥଳେ ବ୍ରହ୍ମା କୁମାରୀ ରାକ୍ଷୀ, ଗୀତା, ସୁଷମା,ବାଂସୁରି,ମୀରା,ଗିରିଶ, ରଞ୍ଜିତ,ବିଦ୍ୟାଧର, ପ୍ରବୀଣ ଭାଇ ସହଯୋଗ କାର୍ଯକ୍ରମ ସୂଚାରୁ ରୁପେ ସମ୍ପାଦିତ ହୋଇ ଥିଲା।