ଗ୍ୟାସ୍ ଲିକ୍ ରୁ ନିଆଁ

55 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଲିକ ହୋଇ ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ବାଗଡିଆ ଗାଁରେ ଘଟିଛି ଏପରି ଅଘଟଣ । ସୁଚନା ଅନୁସାରେ ବାଗଡିଆ ଗାଁର ରଞ୍ଜନ ବିଶିଙ୍କ ଘରେ ସିଲିଣ୍ଡରରୁ ଗ୍ୟାସ ଲିକ୍ ହୋଇ ରୋଷେଇ ଘରେ ନିଆଁ ଲାଗି ଯାଇଥିଲା ।

ଫଳରେ ଭିତରେ ଥିବା ଫ୍ରିଜ୍, ଗ୍ରାଇଣ୍ଡର, ଚୁଲା ସହିତ ଅନ୍ୟାନ୍ୟ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ଗ୍ୟାସ ନିଆଁରେ ଘର ଛାତ ମଧ୍ୟ ଫାଟି ଯାଇ ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି । ଖବର ପାଇ ରାମପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣା ପଡିଛି ।

 

Related Post

ଜିଲ୍ଲା ସଂସ୍କୃତି ପରିଷଦର ବୈଠକ ଅନୁଷ୍ଠିତ

Posted by - January 28, 2023 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଡ଼ିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲା ସଂସ୍କୃତି ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଓମଭ୍ୟାଲି ବିଦ୍ୟାଳୟରେ ୭୪ତମ ଗଣତନ୍ତ୍ର ଦିବସ ଏବଂ ସରସ୍ଵତୀ ପୂଜା ପାଳିତ

Posted by - January 27, 2023 0
ଟିଟିଲାଗଡ଼ :(ସଞ୍ଜୟ କୁମାର ନାୟକ) କୋଭିଡ କଟକଣା ଯୋଗୁଁ କେବଳ ବିଦ୍ୟାଳୟ ପରିସରରେ ଦୁଇ ବର୍ଷ ହେଲା ବିନା ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ପୁଜା ଅନୁଷ୍ଠିତ ହୋଇଥିଲା, ଚଳିତ…

ବରିଷ୍ଠ ବ୍ୟବସାୟୀ ଗୁରୁ ପ୍ରସାଦ ଅଗ୍ରୱାଲ ଙ୍କ ପରଲୋକ

Posted by - March 12, 2023 0
ଧର୍ମଗଡ:୧୨/୩(ହେମନ୍ତ କୁମାର ମାଝୀ)ବରିଷ୍ଠ ଔଷଧ ବ୍ୟବସାୟୀ ତଥା ପ୍ରଗତିବାଦୀ ର ଧର୍ମଗଡ ପ୍ରତିନିଧି ସାମ୍ୱାଦିକ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଙ୍କ ପିତା ଗୁରୁ ପ୍ରସାଦ ଅଗ୍ରୱାଲ (୭୦)…

ବନ ସୁରକ୍ଷା କମିଟି ପକ୍ଷରୁ ୮ଦଫା ଦାବିପତ୍ର ପ୍ରଦାନ

Posted by - August 30, 2022 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବୁର୍ଜା ପଞ୍ଚାୟତ ଅନ୍ତର୍ଗତ କପସାଭଟ୍ଟା, ସାରିୟାଭଟ୍ଟା , ଲକଟିପଖନା, ତିନୋଟି ଗ୍ରାମବାସୀଙ୍କ ତିରିଶ ଏକର ରୁ ଉର୍ଦ୍ଧ୍ବ…

ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଝୁଲଣ ଯାତ୍ରା

Posted by - March 9, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ) ଆଜି ପବିତ୍ର ଦୋଳ ପୂର୍ଣ୍ଣମି ।ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଝୁଲଣ ଯାତ୍ରା । ମାଙ୍କ ବିଜେପ୍ରତିମା ଦୋଳମଣ୍ଡପ…