ଟିଟିଲାଗଡ ଓବିସି ମଞ୍ଚ ତରଫରୁ ଉପଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ନିକଟକୁ ଦାବିପତ୍ର

76 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ) ରାଜ୍ୟ ସରକାରଙ୍କ ଦ୍ବାରା ଚାଲିଥିବା ପଛୁଆ ବର୍ଗଙ୍କ ସଂରକ୍ଷଣକୁ ଘର କୁ ଘର ବୁଲି କରାଯିବା ସହ ଆଜିବି ସଚେତନତାର ଅଭାବ ଯୋଗୁଁ ଗ୍ରାମାଞ୍ଚଳରେ ବହୁ ଲୋକ ଜାଣିପାରୁ ନାହାଁନ୍ତି।

କେବଳ ପରିବାରର ମୁଖ୍ୟ କେନ୍ଦ୍ରକୁ ଆସି ତଥ୍ୟ ପ୍ରଦାନ କରିବା ବ୍ୟବସ୍ଥା ରହିଛି, ସେହିପରି ସର୍ବେକ୍ଷଣ କେନ୍ଦ୍ରରେ ହିଁ ସବୁ ତଥ୍ୟ ଗ୍ରହଣ କରା ନ ଯାଇ ଘରକୁ ଘର ବୁଲି ସର୍ବେକ୍ଷଣ କରି ସଂଖ୍ୟାନୁପାତରେ ଶିକ୍ଷା, ଚାକିରି ଏବଂ ରାଜନିତିରେ ପ୍ରତିନିଧିତ୍ଵ ଦେବା ନିମନ୍ତେ ଏକ ଦାବିପତ୍ର ଟିଟିଲାଗଡ ଉପଜିଲ୍ଲାପାଳଙ୍କ ଜରିଆରେ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ନିକଟକୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।

ଏହି ଦାବିପତ୍ର ପ୍ରଦାନ ସମୟରେ ମନୋଜ କୁମାର ହାତୀ, ବାଳକୃଷ୍ଣ ସାଣ୍ଡ, ଦିଲିପ କୁମାର ବିଶି, ବିରବର୍ ସାହୁ, ତୁଳସୀ ରାମ ସାହୁ, କୁନା ଭାଟି, ଜୟରାଜ ସାହୁ, ଅଭୟ ସାହୁ, କାର୍ତ୍ତିକ ଛତର, ସୁରେନ୍ଦ୍ର ନାଥ ପୋଡ଼, ବେଦ ପ୍ରକାଶ ବେହେରା, ସରୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Related Post

ଟିଟିଲାଗଡ଼ ଥାନାରେ ଜବତ ହୋଇଥିବା ୪୭ ମୋଟର ସାଇକେଲର ହେବ ନିଲାମ,ବିଜ୍ଞପ୍ତି ଜାରି କଲେ ଥାନାଧିକାରୀ

Posted by - March 20, 2023 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଥାନାରେ ଗତ ୩୧.୧୨.୨୦୨୧ ମସିହା ଠାରୁ ୪୭ ଗୋଟି ଦାବିହିନ ମୋଟର ସାଇକେଲ ଜବତ ହୋଇ ଟିଟିଲାଗଡ଼ ଥାନା ପରିସରରେ…

ଜୁନାଗଡ଼ ବ୍ଲକରେ ତିନିଗୋଟି କୃଷକ ପରାମର୍ଶ କେନ୍ଦ୍ର ଉଦଘାଟିତ

Posted by - October 14, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ନାନ୍ଦୋଳ, ତଳ ଜାରିଂଗ, କେନ୍ଦୁପାଟି ଗ୍ରାମ ଠାରେ ଓଡିଶା ରାଜ୍ୟ ଶକ୍ତି ଓ ଗୃହ ରାଷ୍ଟ୍ର ମନ୍ତ୍ରୀ…

ଦଶହରା ଅବସରରେ ପାଳିତ ହୋଇଛି ଖଡ୍ଗ ଯାତ୍ରା 

Posted by - October 17, 2021 0
ଯାଜପୁର ଜିଲା ବିଂଝାରପୁର ବ୍ଲକ ଗୁହାଳୀ ଉହାସ ରେ ଦଶହରା ଅବସରରେ ପାଳିତ ହୋଇଛି ଖଡ୍ଗ ଯାତ୍ରା l କରୋନା କଟକଣା ପାଇଁ କେବଳ ପାରମ୍ପରିକ ରୀତି ନିତି ଅନୁଯାଇ ଏହି…