Breaking News
12:10 amରାଜ୍ୟ କ୍ୟାବିନେଟ୍‌ରେ ୩୨ ଟି ପ୍ରସ୍ତାବକୁ ମଞ୍ଜୁରୀ,ପାନୀୟ ଜଳ ପ୍ରକଳ୍ପ ସହ ଶିକ୍ଷା ବିଷୟରେ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ସୂଚନା 12:06 amଦୈନିକ ଖର୍ଚ୍ଚ ପାଇଁ ଲୋକଙ୍କୁ ଋଣ ନେବାକୁ ପଡିପାରେ : ପ୍ରିୟଙ୍କା ଗାନ୍ଧୀ 12:06 amଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ଏଏସ୍‌ଆଇ ଅଧୀକ୍ଷକ କହିଲେ- ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ପୂରାତନ କୀର୍ତ୍ତିରାଜି ଭରି ରହିଛି। ଏ ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣାଇଛି। ଯେବେ ବି ଆମେ ଏଠି ଖନନ କରିବା କୀର୍ତ୍ତିରାଜି ମିଳିବ ହିଁ ମିଳିବ। ରାଜ୍ୟ ଅଧିକାରୀଙ୍କ ସହ କଥା ହେଲା ବେଳେ ଅନେକ ଥର କହିଛି 12:03 amକବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର ବିଷୋୟୀ (୫୬)ଙ୍କୁ ବିଚ୍‌ ରାସ୍ତାରେ କାର୍‌ରୁ ଟାଣିଆଣି ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା 3:31 pmପ୍ରତିଷ୍ଠା ହେଲା ମା’ ତାରାତାରିଣୀଙ୍କ ଭବ୍ୟ ମନ୍ଦିର,ମୁଖ୍ୟପୁରୋଧା ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ହୃଦ ରୋଗୀଙ୍କ ପାଇଁ ସଂଜିବନୀ ରାଷ୍ଟ୍ରୀୟ ବାଲ ବିକାଶ କାର୍ଯ୍ୟକ୍ରମ

520 0

ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ର ମିଶନ ମାଧ୍ୟମରେ ୧୪ଜଣ ଛାତ୍ରଛାତ୍ରୀଙ୍କୁ ହୃଦ୍ ଅସ୍ତ୍ରୋପଚାର ପାଇଁ ଅହମଦାବାଦ୍ ସ୍ଥିତ ସତ୍ୟସାଥ ହୃଦୟାଳୟକୁ ପଠାଯାଇଛି । ବଡ଼ଚଣା ବ୍ଲକରୁ ୪, ବରୀ ବ୍ଲକରୁ ୨ ,ବିଞ୍ଝାରପୁର ୧ ଓ ଦାନଗଦୀରୁ ୧, କୋରାଇ ବ୍ଲକରୁ ୩, ମଙ୍ଗଳପୁରରୁ ୧ ଓ ଯାଜପୁର ବ୍ଲକରୁ ୨ ଛାତ୍ରଛାତ୍ରୀମାନଙ୍କୁ ଆରବିଏସ୍କେ ଆୟୁଷ ଡ଼ାକ୍ତର ବସନ୍ତ କୁମାର ପଣ୍ଡା ଓ ଡ଼ା ସୁଶାନ୍ତ କୁମାର ଦାସଙ୍କ ନେତୃତ୍ୱରେ ନିଆଯାଇଛି

ଜିଲା ସ୍ୱାସ୍ଥ୍ୟ ସମିତି, ଯାଜପୁର ଓ ରାଜ୍ୟ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ତରଫରୁ  ସମସ୍ତ ଚିକିତ୍ସା ଓ ପରିବହନ ଖର୍ଚ ଯୋଗାଇ ଦିଆଯାଇଛି । ଅଦ୍ୟାବଧି ଯାଜପୁର ଜିଲାର ହୃଦ୍ରୋଗରେ ପିଡ଼ିତ ୮୫ଜଣ ଛାତ୍ରଛାତ୍ରୀଙ୍କୁ ଏହି ଯୋଜନା ମାଧ୍ୟମରେ ସୂଚାର ରୂପେ ଅସ୍ତ୍ରୋପଚାର କରାଯାଇଛି । ଜିଲାପାଳ ରଞ୍ଜନ କୁମାର ଦାସ, ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ଅରୁଣ କୁମାର ପାତ୍ର, ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ  ଡ଼ା କାହ୍ନୁଚରଣ ନାୟକ, ଡ଼ା ରୁଦ୍ରପ୍ରତାପ କର, ଜିଲା ପ୍ରୋଗ୍ରାମ ସଂଚାଳକ ଚିନ୍ମୟ ବରାଳ ଓ ଆରବିଏସ୍କେ ପରିଚାଳକ ସମ୍ବିତ କୁମାର ଭୋଳ ଏବଂ ଜିଲାର ସମସ୍ତ ବ୍ଲକର ଆରବିଏସ୍କେ ଆୟୁଷ ଡ଼ାକ୍ତର ମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Facebook Notice for EU! You need to login to view and post FB Comments!

Related Post

କୀଟନାଶକ ଔଷଧ ପିଇ ମହିଳା ମୃତ୍, ପୋଲିସ ତଦନ୍ତ ଜାରି,

Posted by - September 12, 2019 0
କେନ୍ଦୁଝର,୬/୯ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ସୁନାପେଣ୍ଠ ପଞ୍ଚାୟତ ଅନ୍ତର୍ଗତ କଣ୍ଟୁଳାର ପଙ୍ଗାପଶି ସାହିରେ ଏକ ଅଭାବନୀୟ ଘଟଣା ଘଟିଛି ା ଉକ୍ତ ସାହିର ସୁରେନ୍ଦ୍ର ମହାରଣାଙ୍କ…

ସଂଯୁକ୍ତା ଙ୍କୁ ପ୍ରଧାନମନ୍ତ୍ରୀ ବୀମା ରାଶି ପ୍ରଦାନ

Posted by - August 26, 2021 0
ବୌଦ୍ଧ ୧୬/୦୮ ( ଚିତ ରଂଜନ ସିଂ)ଜନସାଧାରଣ ଙ୍କ ହିତ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଓ ପ୍ରଧାନମନ୍ତ୍ରୀ…

ଭାଗ୍ୟ ହଜିଯାଇଛି ଆଉ ଦୁଃଖ ସାଥି ସାଜିଛି,ମନ ମରିଯାଇଛି ହେଲେ ମମତା ବଞ୍ଚିଛି

Posted by - June 4, 2021 0
ଭଦ୍ରକ: ଏଠି ଭାଗ୍ୟ ହଜିଯାଇଛି ଆଉ ଦୁଃଖ ସାଥି ସାଜିଛି । ମନ ମରିଯାଇଛି ହେଲେ ମମତା ବଞ୍ଚିଛି । ଭଦ୍ରକ ଜିଲ୍ଲା ରଣପଦା ଗାଁର ମାତାଜୀ…

ଏମିତି ଦେଖାଯିବ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌

Posted by - September 27, 2019 0
ଭୁବନେଶ୍ବର : ବରମୁଣ୍ଡା ବସ୍‌ଷ୍ଟାଣ୍ଡର ଉନ୍ନତୀକରଣ ପାଇଁ ୨୦୧୦ ମସିହାରୁ ଯୋଜନା ହେଲାଣି। ଏପରିକି ୨୦୧୧ ମସିହାରେ ଥରେ ଏମ୍‌ଓୟୁ ସ୍ବାକ୍ଷର ହୋଇଥିଲେ ବି ନିର୍ମାଣ କରିବାକୁ…

Leave a comment

Your email address will not be published.