ଆମ କୋଶଲା ମାଳୀ (ପଟେଲ )ସମାଜ କଳାହାଣ୍ଡି ର ଜିଲ୍ଲା ସ୍ତରୀୟ କମିଟି ପୁନର୍ଗଠନ ସଭା

198 0

ଧର୍ମଗଡ଼:୧୪/୫( ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ସ୍ତରୀୟ କୋଶଲା ମାଳି (ପଟେଲ) ସମାଜ ସ୍ତରୀୟ କମିଟି ଗଠନ ତରାପୂର ଠାରେ ହୋଇଥିଲା । ଏକ ବିଶାଳ ଶୋଭାଯାତ୍ରା ସହ ମଶାଲ ଯାତ୍ରା ହୋଇଥିଲା । ନୂତନ ସଭାପତି ଭାବରେ ଶ୍ରୀଯୁକ୍ତ ଦୁର୍ଯୋଧନ ପଟେଲ ଓ ସମ୍ପାଦକ ଭାବରେ ପବିତ୍ର ପଟେଲ ଙ୍କୁ ଚୟନ କରାଯାଇ ଥିଲା ।

ମୁଖ୍ୟ ଅତିଥି ଭାବରେ ଧର୍ମଗଡ଼ ବିଧାୟକ ଶ୍ରୀଯୁକ୍ତ ମୌଷଧି ବାଗ ଓ ମୁଖ୍ୟ ବକ୍ତା ଭାବରେ ଧର୍ମଗଡ଼ SDPO ଧିରଜ କୁମାର ଚୋପଦାର ଯୋଗ ଦେଇ ଥିଲେ । ଉକ୍ତ ସଭାରେ ସମାଜ କୁ ଭଳ ପାଉଥିବା ବହୁ ଅଞ୍ଚଳ ରୁ ସାମାଜିକ ପ୍ରେମୀ ମାନେ ଯୋଗ ଦେଇଥିଲେ । ଏବଂ ଉକ୍ତ ସଭାରେ ଯୋଗ ଦେଇଥିବା ମୁଖ୍ୟ ଅତିଥି ମାନଙ୍କୁ ସମାଜ ତରଫରୁ ବହୁତ ବହୁତ ଧନ୍ୟବାଦ ଦେଇଥିଲେ।

Related Post

ଅବକାରୀ ଓ ପୋଲିସ ଦ୍ୱାରା ଦେଶୀ ମଦ ଓ ପୋଛା ମହୁଲ ନଷ୍ଟ

Posted by - March 17, 2022 0
ମାଥିଲି: ମାଲକାନଗିରି ଜିଲ୍ଲା ବାଲିମେଳା ଥାନା ଅଂଚଳ ର ବିଭିନ୍ନ ସ୍ଥାନରେ ଛଡାଉ କରିଥିବା ବେଳେ କଂଦଗୁଡା ଗ୍ରାମ ନିକଟରେ ଥିବା ନଦୀ ନିକଟରେ ଚାରି ହଜାର…

ଚାଷୀଙ୍କୁ ଭଣ୍ଡେଇଥିବା ପ୍ରତିବାଦରେ ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ଅନଶନ

Posted by - January 4, 2020 945
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଚାଷୀଙ୍କୁ ଦେଇଥିବା ପ୍ରତିଶୃତିକୁ ପୁରଣ କରିନାହାଁନ୍ତି । ପ୍ରତ୍ୟେକ ଚାଷୀଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ୧୦ ହଜାର…

କଳାହାଣ୍ଡି ଜିଲ୍ଲା ଶିଙ୍ଗାରି ଘାଟି ଦୁର୍ଘଟଣା, ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Posted by - May 22, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଶିଙ୍ଗାରି ଘାଟିରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପରିବାର କୁ ୨ ଲକ୍ଷ ଟଙ୍କାର…

ଅଧ୍ୟାପକ କରୋନା ଚିହ୍ନଟ ପରେ ଅନଲାଇନରେ ପଢ଼ିବାପାଇଁ ଜାରିକଲେ ନୋଟିସ

Posted by - November 6, 2021 0
ଟିଟିଲାଗଡ 🙁 ସଞ୍ଜୟ କୁମାର ନାୟକ)କିଛିଦିନର ଅନ୍ତରାଳ ପରେ ଟିଟିଲାଗଡ ସହରରେ ପୁଣି ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା।ଟିଟିଲାଗଡ ସହରର ଡି ଏ ଭି…

ଲୋକଙ୍କୁ ସଚେତନ କରାଇବା ଉଦ୍ଧେଶ୍ୟରେ ରାଲି ଓ ପଥପ୍ରାନ୍ତ ନାଟକ

Posted by - December 11, 2021 0
ଟିଟିଲାଗଡ଼:( ସଞ୍ଜୟ କୁମାର ନାୟକ)ବିଦ୍ୟୁତ ସଂରକ୍ଷଣ ସପ୍ତାହ ପାଳନ ଉପଲକ୍ଷେ ଟିଟିଲାଗଡ଼ OPTWDL ତରଫରୁ ସ୍ଥାନୀୟ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସମସ୍ତ ପଦାଧିକାରୀଙ୍କ ସହ କର୍ମଚାରୀ ମାନେ…