ମୁନିଗୁଡା :(ରମାକାନ୍ତ ପୋଡାଲ )ରାୟଗଡା ଜିଲା କାଶୀପୁର ବ୍ଳକ ଗୋରଖପୁର ପଞ୍ଚାୟତ କାହ୍ନୁଗଡା ଗ୍ରାମ ବାସୀ ନିଜ ଗ୍ରାମ କାହ୍ନୁଗୁଡା ଠାରୁ କାପୁଗୁଡା ରାସ୍ତା ନିର୍ମାଣ ପାଇଁ ବିଭିନ୍ନ ସମୟରେ ।ସରକାର ଅଫିସ୍ ଠାରୁ ବିଧାୟକ ନିକଟେର ଦାବୀ କରିଛନ୍ତି କିନ୍ତୁ ଆଜି ଯାଇ ସେହି କାହ୍ନୁଗୁଡା ଠାରୁ କାପୁଗୁଡା ପଯ୍ୟନ୍ତ ଆଜି ଯାଇ ଗ୍ରାମ କୁ ରାସ୍ତା ଟିଏ ହୋଇ ପାରିଲାନି।
ପୂବରୁ କାହ୍ନୁଗଡା ଓ କାପୁଗୁଡା ମଜିରେ ଗୋଟିଏ ନାଳ ରହିଛି । ବଷା ମାସ ହେଲେ ଜଳ ବଦୀ ହୋଇଥାନ୍ତି କାହ୍ନୁଗୁଡା ଗ୍ରାମ ବାସୀ ଓ ପୂବରୁ ସେହି ନାଳ ଦୁଇଟି ଜୀବନ ମଧ୍ଯ ଚାଲିଯାଇଛି କିନ୍ତୁ ଆଜି ଯାଇ ସେହି ନାଳ ଉପରେ ଗୋଟିଏ ପୋଲ ଟିଏ ହୋଇ ପାରୁ ନାହିଁ ।ଯାହା ଫଳରେ ପୂବରୁ ଜିଲା ପାଳ ଙ୍କୁ ଏକ ଦାବୀ ପତ୍ର ଦେଇ ଆସିଛନ୍ତି। ସେଥିରେ ଉଲେଖ ରହିଛି ଯେ କାହ୍ନୁଗଡା ଠାରୁ କାପୁଗୁଡା ପଯ୍ୟନ୍ତ ରାସ୍ତାର ପାଇଁ 15 ଦିନ ମଧ୍ୟରେ ସମାଧାନ ବାଟ ନ ବାହାରେ ତାହା ହେଲେ ତାହା ହେଲେ ଅନ୍ୟ ଦିନରେ ।
ରାୟଗଡା ଓ କାଶିପୁର ବ୍ଳକ କୁ ସୋଜଗ କରୁଥିବା ମୁଖ୍ୟ ରାସ୍ତା ଅବରୋଧ କରି ବସି ବୋଲି କହିଥିଲେ । ଏହା ଟିକିରି ଓ କାଶିପୁର ଦୁଇଟି ଥାନା ରେ ଲିଖିତ ଭାବରେ ଜଣାଥିଲେ। ଏହି ସବୁକୁ ନେ ଗତକାଲି କାହ୍ନୁଗାଡା ଗ୍ରାମ କୁ ପହଞ୍ଚ ଥିଲେ । ତହସସିଲ ଦାର ଶରତ ସବର, ରାଜସ୍ୱ ନିରୀକ୍ଷକ ସୁଧୀର ପ୍ରଧାନ କାଶୀପୁର ଥାନା ଅଧିକାରୀ ରାଜେଶ ବଳିୟାର ସିଂ ଗ୍ରାମଉନ୍ନୟନ ବିଭାଗ sdo କୃଷ୍ଣଚନ୍ଦ୍ର ହୋତା ଯନ୍ତ୍ରୀ କାର୍ତ୍ତିକ ନାଏକ ଗୋଟିଏ ମାସ ସମୟ ଭିତରେ କାମ ଆରମ୍ଭ ହେବ ବୋଲି ପ୍ରତିଶୃତି ମିଳିଛି ।