ଅମଲା ସଂଘ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ  

64 0

ଯାଜପୁର :ଯାଜପୁର ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲ୍ଲା ସ୍ତରୀୟ ମିଳିତ ଅମଲା ସଂଘ ପକ୍ଷରୁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।  ବୈଠକରେ  କନିଷ୍ଠ ସହାୟକଙ୍କ ଦରମା ୬ଷ୍ଠବେତନ ଅନୁସାରେ ଲେଭଲ ‌୯ ଅନୁସାରେ  ୪୨୦୦ କରିବାକୁ ଦାବି ହୋଇଥିଲା।   ସରକାର ସମାନ କାମକୁ ସମାନ ଦରମା କଥା କହୁଥିବା ବେଳେ ବାସ୍ତବରେ ସବୁ କ୍ଷେତ୍ରରେ ତାହା କାର୍ଯ୍ୟକାରୀ ହେଉନାହିଁ।

ଶିକ୍ଷାଗତା ଯୋଗ୍ୟତା ଅନୁସାରେ ଗ୍ରେଡ ପେ ଦରମା ପ୍ରଦାନ କରିବାକୁ ଦାବି କରାଯାଇଛି ବୋଲି ଅଭିଯୋଗ କରିଥିଲେ। ପୂର୍ବରୁ ମାଟ୍ରିକ ଅନୁସାରେ ୧୯୦୦‌ ଟ୍ରେଡ ପେ ପାଉଥିଲେ। ଏହି ଦାବିକୁ ପୂରଣ କରିବା ପାଇଁ ଓଡିଶା ଅମଲା ସଂଘଓଡିଶା ରାଜସ୍ବ ଅମଲା ସଂଘଓଡିଶା ଟ୍ରେଜରି ଅମଲା ସଂଘ,ସବରେଷ୍ଟ୍ର ଅମଲା ସଂଘ ମିଳିତ ଭାବେ ଏକ ମଂଚ ଗଠନ କରାଯାଇଛି ବୋଲି ସୂଚନା ଦିଆଯାଇଛି।

Related Post

ଐତିହାସିକ ପ୍ରସିଦ୍ଧ ସୋମେଶ୍ଵର ମହାଦେବ ମନ୍ଦିର କୁ ଲାଗି ରହିଛ ଅଳିଆ ଆବର୍ଜନା ପୂର୍ଣ୍ଣ ପଦ୍ମ ପୁଷ୍କରିଣୀ

Posted by - April 24, 2022 0
ବଙ୍ଗୋମୁଣ୍ଡା  : (ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଉପାନ୍ତ ଇଲାକା ଝରିଆଲ ପଞ୍ଚାୟତ ତଥା ପଶ୍ଚିମ ଓଡିଶାର ପବିତ୍ର କର୍ତ୍ତିରାଜି  ଓ ଐତିହାସିକ…

ଯାଜପୁର କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

Posted by - March 25, 2023 0
ଯାଜପୁର:ବିଜେପି ସରକାର ଏବଂ ପଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ କଂଗ୍ରେସର ପୂର୍ବତନ ଅଧକ୍ଷ ରାହୁଲ ଗାନ୍ଦୀଙ୍କର ଭାରତ ଯୋଡ଼ ଯାତ୍ରାର ଲୋକପ୍ରିୟତାରେ ଭୟଭୀତ ହୋଇ ବିରୋଧି ଦଳର ସ୍ୱରକୁ କଂଣ୍ଠରୋଧ କରିବା ପାଇଁ ସମ୍ବିଧାନ ବର୍ହିଭୂତ ଆଇନର ପ୍ରୟୋଗ କରି ସାଂସଦ ପଦ ରଦ୍ଧ ବିରୁଧରେ ଯାଜପୁର କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଛକରେ ଏକ ବିକ୍ଷୋଭ ଓ ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା । ପିସିସି ସଭ୍ୟ ସନ୍ତୋଷ କୁମାର ନନ୍ଦଙ୍କ ନେତୃତ୍ୱରେ ଏହି ବିକ୍ଷୋଭ ଓ ପ୍ରତିବାଦରେ ସୁରଟ କୋର୍ଟର ରାୟକୁ ଅପିଲ ସମୟ ଏକମାସ ଥିବାବେଳେ ଅସାମ୍ବିଧାନିକ ଓ ତରଭରିଆଭାବେ ପାଲ୍ୟାମେଟ୍‌ରେ ତାଙ୍କର ସାଂସଦ ପଦ ରଦ୍ଧ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀ ନନ୍ଦ ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀଙ୍କର ଏହି ହୀନମନ୍ୟତା ବିରୁଦ୍ଧରେ ସ୍ଲେଗାନ ଓ ବିରୋଧୀ ଦଳ ମୁକ୍ତ ଭାରତ ବର୍ଷ କରିବା ପାଇଁ ଯେଉଁ ହୀନ ଚକ୍ରାନ୍ତ ଚଳାଇଛନ୍ତି ତାହା ସଫଳ ହେବ ନାହିଁ ବୋଲି ଉପସ୍ଥିତ ମେତୃ ମଣ୍ଡଳୀମାନେ ନିଜ ନିଜର ବକ୍ତବ୍ୟ ରଖିଛନ୍ତି  ଏହି ବିକ୍ଷୋଭ ଓ ପ୍ରତିବାଦ ସଭାରେ ସବଶ୍ରୀ ଦିଗାମ୍ବର କର, ବିଷ୍ଣୁଚରଣ ରାଉତ, ବଳଭଦ୍ର ଦାସ ପ୍ରମୁଖ ଉପସ୍ଥିତ ହୋଇ ବିକ୍ଷୋଭ ପଦର୍ଶନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶ ପୁତଳିକା ଦାହ କରିଥିଲେ । ଆଗାମୀ ଦିନରେ ବିଜେପି ସରକାରର ହୀନମାନ୍ୟତା ବିରୁଦ୍ଧରେ ଆନ୍ଦୋଳନକୁ ତିବ୍ରତର କରାଯିବା ବୋଲି ଚେତାବନୀ ଦିଆଯାଇଛି ।

ବିଦ୍ଯାଳୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ମନାକୁ ନେଇ ପ୍ରତିବାଦ

Posted by - July 12, 2022 0
ବୌଦ୍ଧ : (ଚିତ୍ତରଞ୍ଜନ ସିଂ) ଶିକ୍ଷାର ବିକାଶ ସହିତ ସଂସ୍କାରରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଜଡିତ ରହି କାର୍ଯ୍ଯ କରୁଥିବା ବେଳେ ହଠାତ…

ଜବରଦଖଲ ମୁକ୍ତ କରିବାକୁ ଦାବୀ କରିଛନ୍ତି ବିଜେପି ନେତା ପ୍ରସନ୍ନ ସାମଲ

Posted by - February 16, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧିନ କୋପଣ୍ଡ ମୌଜାର ଏକର ଏକର ମଠ ସଂପତିକୁ ଜବରଦଖଲ କରାଯାଇଥିବା ଅଭିଯୋଗ ହୋଇଛି ମଠ ମହନ୍ତ ନାଲୁ ଦାସ ଏବଂ ଗୁରୁ ରାମ ସ୍ୱରୁପ ଦାଶଙ୍କ ନାଁରେ ରହିଥିବା ବେଳେ ସୋମନଙ୍କର କୌଣସି ଉତରାଧିକାରୀ ନଥିବାରୁ ଏହା ଜବରଦଖଲକାରୀଙ୍କ କବଜା କୁ ଚାଲିଯାଇଛି ,ନିୟମ ମୁତାବକ ଏହି ଜମିର ମାଲିକାନା ସରକାରଙ୍କ ଖାତାକୁ ଯିବା କଥା କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁଁ ଏହାକୁ ଜବରଦଖଲ ହେବାର ଲାଗିଛି । ଏ ଦିଗରେ ପ୍ରଶାସନ ପଦକ୍ଷେପ ନେଇ ତୁରନ୍ତ ଏହାକୁ ଜବରଦଖଲ ମୁକ୍ତ କରି ସେଠାରେ ଉନ୍ନୟନମୂଳକ ପଦକ୍ଷେପ ନେବାକୁ ଦାବୀ କରିଛନ୍ତି ବିଜେପି ନେତା ପ୍ରସନ୍ନ ସାମଲ । ସେ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ତୁରନ୍ତ ଉକ୍ତ ଜମିକୁ ନିଜ ହେପାଜତକୁ ନେବାକୁ ଦାବୀ କରିଛନ୍ତି ।