Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ମଦନପୁର ରାମପୁର ଯେ ଏମ ଏଫ ସି କୋର୍ଟ ନୂତନ କୋଠା ଲୋକାର୍ପିତ

67 0

କଳାହାଣ୍ଡି : (ନରେନ୍ଦ୍ର ନେଗୀ) କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଏବଂ କେସିଙ୍ଗରେ ନବ ନିର୍ମିତ ଯେ ଏମ ଏଫ ସି କୋର୍ଟର ନୂତନ କୋଠlକୁ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ମାନ୍ୟବର ଡ଼. ଏସ ମୁରଲୀଧର ଲୋକାର୍ପଣ କରିଥିଲେ l ଲୋକାର୍ପଣ ସମୟରେ ଉଚ୍ଚ ନ୍ୟା୍ୟାଳୟ ଜଜ ତଥା କୋଠାବାଡି କମିଟି ଅଧ୍ୟକ୍ଷ ଡ଼.ଜଷ୍ଟିସ ବି ଆର ଷଡ଼ଙ୍ଗୀ, ଉଚ୍ଚ ନ୍ୟାୟାଳୟ ରେଜିଷ୍ଟlର ପ୍ରତାପ କୁମାର ପlତ୍ର,ରେଜିଷ୍ଟlର ଅଖିଳ କୁମାର ପଶ୍ଚିମ କବାଟ, କଳାହାଣ୍ଡି ଜିଲ୍ଲା ଦୌରାଜଜ ଦୀପ୍ତି ରଞ୍ଜନ କାନୁନଗୋ, ଜିଲ୍ଲାପାଳ ପି ଅନ୍ଵେଷା ରେଡି, ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀ, ଏମ ରାମପୁର ଓକିଲ ସଂଘ ସଭାପତି ଜୟ ନାରାୟଣ ସିଂଦେଓ, ସମ୍ପାଦକ ଯତୀନ୍ଦ୍ର କୁମାର ସାହୁ ନର୍ଲା ବିଧାୟକ ଭୂପିନ୍ଦ୍ର ସିଂ, ଜିଲ୍ଲାପରିଷଦ ଅଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବୀ ପୁଷ୍ପେନ୍ଦ୍ର ସିଂଦେଓ ଏବଂ ଅତିଥି ମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା l

ଏହି ଅବସରରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା l ଜିଲ୍ଲା ଦୌରାଜାଜ ଶ୍ରୀ କାନୁନଗୋ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ l ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ମାନେ ଓକିଲ ସଂଘର ନିରନ୍ତର ପ୍ରୟାଶ ଫଳରେ ଏହି ନୂତନ କୋଠା ନିର୍ମାଣ ହୋଇ ପାରିଛି ଯାହା ଅଂଚଳବାସୀଙ୍କୁ ନ୍ୟାୟ ପ୍ରଦାନରେ ସହାୟକ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ lବରିଷ୍ଠ ଆଇନଜୀବୀ ପୁଷ୍ପେନ୍ଦ୍ର ସିଂଦେଓ, ଗଙ୍ଗାଧର ମହାନ୍ତି, ବିମଳ ଚାନ୍ଦ ଏବଂ ବିଶ୍ୱମ୍ବର ମହାନ୍ତିଙ୍କୁ ମାନପତ୍ର ସହ ସମ୍ମାନିତ କରାଯାଇଥିଲା l ନବ ନିର୍ମିତ ଏହି ବିଚାରଳୟ କୋଠାରେ ସମସ୍ତ ପ୍ରକାର ଆଧୁନିକ ସୁବିଧା ରହିଛି lଏହି କାର୍ଯ୍ୟକ୍ରମ ସାରି ମାନ୍ୟବର ଉଚ୍ଚ ନ୍ୟା୍ୟାଳୟ ମୁଖ୍ୟ ବିଚାରପତି କେସିଙ୍ଗା ଠାରେ ନିର୍ମିତ ଯେ ଏମ ଏଫ ସି ନୂତନ କୋଠାକୁ ଲୋକାର୍ପିତ କରିଥିଲେ l

Related Post

ବୌଦ୍ଧର ମଧୁସୁଦନ ପ୍ରଧାନ ଦଶମ ପରୀକ୍ଷାରେ ପ୍ରଥମ,ଡକ୍ଟର ହେବାକୁ ଆଶା

Posted by - June 25, 2021 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଁ)ଦଶମ ପରିକ୍ଷାଫଳ ପ୍ରକାଶିତ ହେବାପରେ ଆଜି ବୌଦ୍ଧଜିଲ୍ଲାରେ ଜଣେ ଚାଷିକୁଳର ପୁଅ ଜିଲ୍ଲାର ପ୍ରଥମ ସ୍ଥାନରେ ରହିଥିବାନେଇ ଜଣାପଡିଛି । ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଲୁଣିବାହାଲ…

ବେଲାପଡ଼ା ଅନ୍ତର୍ଗତ ଧରମସିଂ ହାଇସ୍କୁଲ ସୁଲେକେଲା ଠାରେ ବିଦ୍ୟାଶ୍ରୀ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ

Posted by - September 10, 2022 0
ପାଟଣାଗଡ଼ :(ତାପସ ରଞ୍ଜନ ବେହେରା) ଟିଟିଲାଗଡ ବ୍ଲକ ଚାଣ୍ଟିପଲାର ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ବୃନ୍ଦାବନ କୁମ୍ଭାରଙ୍କ ବିଦ୍ୟାଶ୍ରୀ ଭ୍ରାମ୍ୟମାଣ ପାଠାଗାର ବେଲପଡ଼ା ବ୍ଲକ ଧରମସିଂ ହାଇସ୍କୁଲ ସୁଲେକେଲା…

ମରୁଡି ଘୋଷଣା ଦାବିନେଇ ତହସିଲ ଅଫିସ ଘେରିଲେ ଭାରତୀୟ କିଷାନ ସଂଘ

Posted by - August 29, 2021 0
ବୌଦ୍ଧ୨୮/୮(ଚିତ ରଂଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁ ସଂପୂର୍ଣ ମରୁଡି ଘୋଷଣା ଦାବି ନେଇ ଗତକାଲି ଭାରତୀୟ କିଷାନ ସଂଘ ପକ୍ଷରୁ ହରଭଙ୍ଗା ତହସିଲ…

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା -୨୦୧୯ 

Posted by - December 13, 2019 1,467
ମୟୁରଭଞ୍ଜ:ଓଡିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୨୪୫ ଜଣ ସୁଯୋଗ ପାଇଛନ୍ତି। ତୀର୍ଥଯାତ୍ରୀ ବରିଷ୍ଠ  ନାଗରିକମାନଙ୍କୁ ନେଇ ଆଜି ୫ଟି…

ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସଭା

Posted by - November 6, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)କେନ୍ଦ୍ରୀୟ ଦୁର୍ନୀତି ନିବାରଣ ଆୟୋଗ ତରଫରୁ ସମଗ୍ର ଦେଶରେ 31 ଅକ୍ଟୋବର ରୁ 6 ନଭେମ୍ବର ପର୍ୟ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ…