ଧର୍ମଗଡ଼ ଓକିଲ ସଂଘ ପକ୍ଷରୁ ମଧୁବାବୁ ଜୟନ୍ତୀ ତଥା ସ୍ୱାଭିମାନ ଦିବସ ପାଳିତ

164 0

ଧର୍ମଗଡ଼:୨୮/୪(ହେମନ୍ତ କୁମାର ମାଝୀ)ଧର୍ମଗଡ଼ ଓକିଲ ସଂଘ ପକ୍ଷରୁ ମଧୁବାବୁ ଜୟନ୍ତୀ ତଥା ସ୍ଵାଭିମାନ ଦିବସ ଧର୍ମଗଡ଼ ଠାରେ ପାଳିତ ହୋଇଯାଇଛି। ସଂଘର ସମ୍ପାଦକ ବିଶ୍ଵରଞ୍ଜନ ମୁଣ୍ଡ ଙ୍କ ଅଧ୍ୟକ୍ଷତା ଏକ ସ୍ମୁତି ସଭା ଆୟୋଜିତ ହୋଇଥିଲା।

ବରିଷ୍ଠ ଆଇନଜୀବୀ ପ୍ରଦୀପ ଦାସ, ସମୀର ମୁଣ୍ଡ, ସନ୍ତୋଷ ମେହେର, ସୁବାସ ପାଣିଗ୍ରାହୀ,କୃପାସିନ୍ଧୁ ପଣ୍ଡା, ସୁମନ୍ତ ପଣ୍ଡା, କମଳିନୀ ରଥ, ସରକାରୀ ଓକିଲ ଧୀରେନ୍ଦ୍ର ନାଥ ପାତ୍ର, ଅଜିତ ସାହୁ, ପୂର୍ଣ୍ଣଚନ୍ଦ୍ର ନାଗ,ରାଜେନ୍ଦ୍ର ମୁନି ପ୍ରମୁଖ ସେମାନଙ୍କ ବକ୍ତବ୍ୟ ମାଧ୍ୟମରେ ସ୍ଵାଭିମାନୀ ବରପୁତ୍ର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସ୍ମୁତି ଚାରଣ କରିଥିଲେ।

ମଧୁବାବୁଙ୍କ ଜୟନ୍ତୀକୁ କୁ ଆଇନଜୀବୀ ଦିବସ ଭାବେ ପାଳନ କରାଯାଉଥିବାରୁ ଏହାର ମାହାତ୍ମ୍ୟ ଉପରେ ଉପସ୍ଥିତ ଓକିଲ ମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।

Related Post

ବାମଣ୍ଡା ପଞ୍ଚାୟତରେ ଜିଲାପ୍ରଶାସନ ଓ ପୋଲିସର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

Posted by - January 30, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବାମଣ୍ଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ ଜିଲାପ୍ରଶାସନ ଓ ପୋଲିସର ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ମହାତ୍ମା ଗାନ୍ଧୀଙ୍କ…

ଷ୍ଟେଟ ବ୍ୟାଙ୍କର ୟୋନୋ ଆପ ବିଷୟରେ ସଚେତନତା ରାଲି

Posted by - December 5, 2021 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଦିନକୁ ଦିନ ବ୍ୟାଙ୍କରେ ବିଭିନ୍ନ କାମ ପାଇଁ ବହୁତ ଭିଡ଼ ଜମୁଛି, ଲୋକଙ୍କୁ ଘରେ ବସି ସୁବିଧା ତଥା ସେବା ଦେବା ଉଦ୍ଧେଶ୍ୟରେ ଷ୍ଟେଟ…

ଯୁବ ଫେରି ବ୍ୟବସାୟୀ ନିଖୋଜ

Posted by - March 7, 2021 0
ଯାଜପୁର ଅଫିସ :ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ବିଂଝାରପୁର ବଜାର ନିକଟରେ ଦୀର୍ଘ ଦିନ ଘର ଭଡ଼ା ନେଇ ନେଇ ଫେରି ବ୍ୟବସାୟ କରୁଥିବା ପଶ୍ଚିମବଙ୍ଗ…

ବରିଷ୍ଠ ବ୍ୟବସାୟୀ ଗୁରୁ ପ୍ରସାଦ ଅଗ୍ରୱାଲ ଙ୍କ ପରଲୋକ

Posted by - March 12, 2023 0
ଧର୍ମଗଡ:୧୨/୩(ହେମନ୍ତ କୁମାର ମାଝୀ)ବରିଷ୍ଠ ଔଷଧ ବ୍ୟବସାୟୀ ତଥା ପ୍ରଗତିବାଦୀ ର ଧର୍ମଗଡ ପ୍ରତିନିଧି ସାମ୍ୱାଦିକ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଙ୍କ ପିତା ଗୁରୁ ପ୍ରସାଦ ଅଗ୍ରୱାଲ (୭୦)…

ଚାଟିକୋଣା ପଞ୍ଚାଯତରେ CWS ତରଫରୁ ସରକାରୀ ସ୍ତରୀୟ କାର୍ମଶାଳା

Posted by - September 16, 2022 0
ମୁନିଗୁଡା:(ରମାକାନ୍ତ ପଡାଲ)ଚାଟିକୋଣା ପଞ୍ଚଜୟତ ଠାରେ CWS ତରଫରୁ ସରକାରୀ ସ୍ତରୟ ଅଫିସର ଉପସ୍ଥିତ ରେ କୃଷିଅଧିକାରୀ ଶ୍ରୀ ବଲରାମ ପାତ୍ର ଏବଂ ଉଦ୍ୟାନ ବିଭାଗ ଶ୍ରୀ ପୂନ୍ନନନ୍ଦ…