Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଠାକୁରାଣୀ ଘଣ୍ଟ ପର୍ବ ଧୂମଧାମରେ ପାଳିତ

315 0

ବିଷମ କଟକ :(ରମାକାନ୍ତ ପୋଡାଳ) ଚଳିତ ବର୍ଷ ବିଷମକଟକ ମାଁ ଠାକୁରାଣୀ ଘଣ୍ଟ ଯାତ୍ରା ଖୁବ ଧୁମ ଧାମ ରେ ପାଳନ ହେଉଛି , ମାଁ ଠାକୁରାଣୀ ପ୍ରତି ଦିନ ସନ୍ଧ୍ୟା ରେ ଗାଁ ପରି ବ୍ରମଣରେ ଯାଉଛନ୍ତି ।

ଏହା ସହିତ ବିଭିନ୍ନ ସାଂସୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନକୁ ମହୁଛି । ଆଜି ଓଡିଶା ର ଜଣେ ଜଣା ଶୁଣା ନା ଯୋଗେଶ ଜୋ ଜୋ ଓ ଆଶିଷ କୁମ୍ଭାର ଙ୍କ କାର୍ଯ୍ୟକ୍ରମ ଥିବାରୁ ବହୁ ସଂଖ୍ୟା ରେ ଦର୍ଶକ ଯୋଗ ଦେବାର ସମ୍ଭାବନା ଅଛି

ଏହା ସହ ବିଷମକଟକ ପୋଲିସ ବାହିନୀ ଏହି ଯାତ୍ରା କୁ ଶାନ୍ତି ଶ୍ରୁଖଳା ସହ ପରିଚାଳନା କରୁଛନ୍ତି । ବିଷମ କଟକ ର ତଥା ବାହାର ଭକ୍ତ ଓ ଦର୍ଶକ ଏହି ଯାତ୍ରାରେ ନିଜର ସହଯୋଗ ସହ ଆନନ୍ଦ ନେଉଛନ୍ତି । ତେଣୁ ମାଁ ମାର୍କମା ପୂଜା କମିଟି ଓ ସଭାପତି ଲିଜା ସମସ୍ତଙ୍କୁ ଧନ୍ୟବାଦ ଜାଣୁଛନ୍ତି ।

Related Post

ଟାଟା ଏସି କୁ ଧକ୍କା ଦେଲା ଟ୍ରକ, ଜଣେ ମୃତ, ଟ୍ରକ ଡ୍ରାଇଭର ଫେରାର, 5ଘଣ୍ଟା ଜାତୀୟ ରାଜପଥ ଅବରୋଧ

Posted by - March 4, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଖୋର୍ଦ୍ଧା -ବଲାଙ୍ଗୀର 57ନମ୍ବର ଜାତୀୟ ରାଜପଥ ପୁରୁଣାକଟକ ଥାନା ଅଡ଼େନିଗଡ଼ ଫାଣ୍ଡି ଅଧିନସ୍ତ ମାଧପୁର ବନଦୁର୍ଗା ମନ୍ଦିର ନିକଟରେ ଶନିବାର ପୂର୍ବାହ୍ନ ରେ ଏକ ଟାଟା…

ଛାତ୍ରୀ ମାନଙ୍କ ନିମନ୍ତେ ଆତ୍ମସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇ ଯାଇଛି।

Posted by - April 18, 2022 0
ବଙ୍ଗୋମୁଣ୍ଡା : (ଅଭିମନ୍ୟୁ ବହିଦାର) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ଅନ୍ତର୍ଗତ ଭାଲୁମୁଣ୍ଡା ପ୍ରସନ୍ନ ପାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ମଧ୍ୟରେ ଆଠ ଦିନିଆ ଆତ୍ମ…

ସେଲଟର ହୋମ୍‌ରେ ନିର୍ଯାତନାକୁ ନେଇ ସାଂଘାତିକ ଅଭିଯୋଗ

Posted by - December 4, 2018 0
ଢେଙ୍କାନାଳ : ବେଲଟିକିରି ସେଲଟର୍ ହୋମ୍‌ ନିର୍ଯାତନା ମାମଲାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି। ଗୁଡ୍ ନ୍ୟୁଜ୍ ଇଣ୍ଡିଅା ସଂସ୍ଥା ନାଁରେ ସାଂଘାତିକ ଅଭିଯୋଗ…

୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଲେ ଭିଜିଲାନ୍ସ ହାତରେ ସରକାରୀ ବାବୁ

Posted by - November 12, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସରକାରୀ ବାବୁ ମାନଙ୍କର ଲାଞ୍ଚ ମାଗିବା ଏକ ସାଧାରଣ ଅଭ୍ୟାସରେ ପରିଣତ ହୋଇଗଲାଣି l ତେବେ ଲାଞ୍ଚ ଦୁର୍ନୀତିଆଙ୍କ ଚେର ଏତେ ଗଭୀର ଯେ ତାର…

ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ପାଇଁ ବୃକ୍ଷ ଛେଦନ କାର୍ଯ୍ୟ ସମାପନ

Posted by - April 24, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ ସଦର ମହକୁମା ଠିଡିକାଯୋର,ଚାରିଛକ ରେ ବିଜେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀ ନନ୍ଦିଘୋଷ ରଥ ନିର୍ମାଣ ପାଇଁ ଠିଡିକାଯୋର ଗ୍ରାମ୍ୟ ଜଙ୍ଗଲ…