Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ବିଂଝାରପୁର ପଞ୍ଚାୟତ ତଳସାହି ୨ନଂ ଗ୍ରାମରେ ଇଦ ମିଲନ ଅନୁଷ୍ଠିତ

83 0

ଯାଜପୁର:ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ବିଂଝାରପୁର ପଞ୍ଚାୟତ ତଳସାହିରେ ଇଦ ମିଲନ ଅନୁଷ୍ଠିତ ହୋଇଯାଇଛି। ଇଜାଜ ଖାନଙ୍କ ପକ୍ଷରୁ ଆୟୋଜିତ ଇଦ ମିଲନ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ୨୬ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ନନ୍ଦ କିଶୋର ସାମଲ ଯୋଗ ଦେଇଥିଲେ l ସ୍ଥାନୀୟ ଅଂଚଳରେ କଳାକାରଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

ଏହି କାର୍ଯ୍ୟକ୍ରମ ଦ୍ୱାରା ବ୍ଲକ ସ୍ତରୀୟରୁ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ପର୍ଯ୍ୟନ୍ତ ପହଂଚି ପାରିବେ ବୋଲି କଳାକାର ମାନେ ଲକ୍ଷ ରଖିଛନ୍ତି ବିଂଝାରପୁର ଅଂଚଳର କଳାକାର ମାନେ ଇଦ ମିଲନ କାର୍ଯ୍ୟକ୍ରମରେ ଧାର୍ମିକ ଗୀତଗଜଲସାଏରୀ ଇତ୍ୟାଦି ବୋଲିବା ସହିତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କଳାର ପ୍ରଦର୍ଶନ କରିଥିଲେ ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ଭିତରେ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଅଶୋକ କୁମାର ସାହୁ ଉପସ୍ଥିତ ଥିଲେ l

Related Post

ପୁରୁଣାକଟଜ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Posted by - August 15, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ଆଜି ଆମ୍ଭ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପୁରୁଣା କଟକ ରେ ସ୍ଵାଧୀନତା ଦିବସ ର ଅମୃତ ମହୋତ୍ସବ କୁ କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ପାଳନ କରାଯାଇଛି…

ଗୁରୁ ଭାଗବତ ପ୍ରଧାନ ଏବଂ ଗୁରୁ ଗଦାଧର ବରିହା ହେବେ ସମ୍ମାନିତ

Posted by - July 14, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଆସନ୍ତା ଅଗଷ୍ଟ ୧ ତାରିଖ ସୋମବାର ଦିନ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ “ସମ୍ବଲପୁରୀ ଦିନ ” ଅବସରରେ ସମ୍ବଲପୁର ଠାରେ ୧୯୪୯ ରେ ଗୁରୁ…

ବଲାଙ୍ଗିର ଜିଲ୍ଲାପାଳଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ ଟିଟିଲାଗଡ ସାମ୍ବାଦିକ ସଂଘ

Posted by - December 7, 2022 0
ବଲାଙ୍ଗିର/ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଲାଗଡ କର୍ମରତ ସାମ୍ବାଦିକ ସଂଘ ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଏକ ସୌଜନ୍ୟ ମୂଳକ ସାକ୍ଷାତ ସହ ଟିଟିଲାଗଡରେ ଏକ ସାମ୍ବାଦିକ ଭବନ…

ସରକାରଙ୍କ ସହାୟତା ରାଶି ବାଣ୍ଟିଲେ ନବରଙ୍ଗପୁର ବିଧାୟକ

Posted by - January 11, 2022 0
ନବରଂପୁର :(ବେଣୁଗୋପାଳ ରାଓ )ସରକାର ରାସନ କାର୍ଡଧାରୀଙ୍କୁ କୋଭିଡ ସହାୟତା ବାବଦରେ ହଜାରେ ଟଙ୍କା ଲେଖାଏଁ ପ୍ରଦାନ କରିବା ବ୍ୟବସ୍ଥା କରିଛନ୍ତି l ଏହି କ୍ରମରେ  ନବରଙ୍ଗପୁର…

କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୧ତମ ଜନ୍ମ ଉତ୍ସବ ପାଳିତ

Posted by - April 27, 2023 0
ମୁନିଗୁଡା :(ରମାକାନ୍ତ ପୋଡାଲ )ପାରଳାଖେମୁଣ୍ଡି ମହାରାଜା କୃଷ୍ଟ ଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ୧୩୧  ତମ ଜୟନ୍ତି ରାୟଗଡା ଠାରେ ମହାରାଜା କୃଷ୍ଟ ଚନ୍ଦ୍ର ଗଜପତି…