ନବ ନିର୍ମାଣ କୃଷକ ସଂଗଠନର ଲୋକ ସଂପର୍କ ଯାତ୍ରା ଯାଜପୁରରେ ପହଂଚିଲା

67 0

ରାଜ୍ୟର ଚାଷୀ ମାନଙ୍କ ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ଦାବୀ କରି ଏବଂ ଏହି ଦାବୀ ସଂପର୍କରେ ସଚେତନ କରିବା ଲକ୍ଷ୍ୟରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ପୁରୀରୁ ବାହାରିଛି ଲୋକ ସଂପର୍କ ଯାତ୍ରା 

ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟକୁମାର ଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧି ଦଳ ଚାଷୀଙ୍କ ହକ ପାଇଁ ସାରା ରାଜ୍ୟ ପରିକ୍ରମା କରିବାକୁ ଥିବାବେଳେ ଏହି ଯାତ୍ରା ଯାଜପୁର ଗାନ୍ଧୀଛକରେ ପହଂଚିଥିଲା   ଆସନ୍ତା ମେ  ତାରିଖ ଦିନ ଭୁବନେଶ୍ୱରରେ ପହଂଚିବ ବୋଲି ଘୋଷଣା
କରିଥିଲେ 

ସଂଗଠନ ପକ୍ଷରୁ ଦୀର୍ଘ ୧୨ ବର୍ଷ ଧରି ପ୍ରାଇସପ୍ରେଷ୍ଟିଜପେନସନ ଦାବୀ ସହିତ କୃଷିଯାତ ସାମଗ୍ରୀର ସହାୟକ ମୂଲ୍ୟ ଦାବୀ ନେଇ ଆନ୍ଦୋଳନ କରାଯାଉଛି  ଏହି ଦାବୀକୁ ଶାଣିତ କରିବା ପାଇଁ ବିଭିନ୍ନ ସଂଗଠକ ଙ୍କୁ ନେଇ ଲୋକସଂପର୍କ ଯାତ୍ରା କରାଯାଉଛି ଏବଂ ଏଥିରେ ଅଧିକରୁ ଅଧିକ ଲୋକେ ସାମିଲ ହେବାକୁ ଶ୍ରୀ କୁମାର ଆହ୍ୱାନ ଦେଇଥିଲେ 

 ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ରାଜ୍ୟ ସହସଂଯୋଜକ ନିମାଇଁ ରାୟ, ଉମାକାନ୍ତ ରାଉତ, ରଶ୍ମୀରଂଜନ ସ୍ୱାଇଁ, ମନୱର ଅଲ୍ଲି , ଅଶୋକ ଶାନ୍ତିଙ୍କ ସମେତ ବହୁ ସଂଗଠକ ସାମିଲ ହୋଇ ଅଧିକରୁ ଅଧିକ ଚାଷୀ ଏହି ଯାତ୍ରାରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ 

Related Post

ଟିଟିଲାଗଡ ସହରରେ ବୁଲା ଗାଇ ଗୋରୁଙ୍କ ଦୌରାତ୍ମ୍ୟ ବୃଦ୍ଧି – ପୌରପରିଷଦ ନିରବ ଦ୍ରଷ୍ଟା।

Posted by - May 11, 2023 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ସହରରେ ଲୋକଙ୍କ ଜନ ସଂଖ୍ୟା ବଢ଼ିବା ସହିତ ସହରର ହାଟପଦା ପଡ଼ା ଦୈନିକ ବଜାର, ଥାନା ଛକ ସମ୍ମୁଖରେ, ବିଏସଏନଏଲ କାର୍ଯ୍ୟାଳୟ ସମ୍ମୁଖରେ,…

ଗ୍ରାମ୍ୟ ପୋଖରୀକୁ ଅନ୍ୟ ନାମରେ ରେକର୍ଡ,ଗ୍ରାମବାସୀଙ୍କ ତହସିଲଦାରଙ୍କୁ ଅଭିଯୋଗ

Posted by - June 9, 2021 0
ହରଭଙ୍ଗା:(ଚିତ୍ତରଞ୍ଜନ ସିଂ:) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଲୁଣିବାହାଲ ପଂଚାୟତ ଲଇଗାଁ ଗ୍ରାମର ଗୋଟିଏ ପୋଖରୀକୁ ଅନ୍ୟ ଗ୍ରାମର ଜଣେ ବ୍ୟକ୍ତିଙ୍କ ନାମରେ ପଟା ପ୍ରଦାନ କରାଯାଇଥିବାକୁ ପ୍ରତିବାଦ୍ କରି…

ଟିଟିଲାଗଡ ବଙ୍ଗାଳୀ ସମାଜ ତରଫରୁ ସ୍ଥାନୀୟ ଗୋବିନ୍ଦ ବଟିକା ଠାରେ ବଙ୍ଗାଳୀ ନବବର୍ଷ ପାଳିତ

Posted by - April 17, 2023 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ ବଙ୍ଗାଳି ସମାଜ ତରଫରୁ ସ୍ଥାନୀୟ ଗୋବିନ୍ଦ ବଟିକା ଠାରେ ସମାଜର ସଭାପତି ଶ୍ରୀ ଶେଖର ସିହ୍ନାଙ୍କ…

ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଛନ୍ଦାମୁଣ୍ଡ ଗ୍ରାମବାସୀ

Posted by - November 25, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବିଂଝାରପୁର ବ୍ଲକ ଛନ୍ଦାମୁଣ୍ଡ ଗ୍ରାମରେ ନିଦୀଘାଟ ନିର୍ମାଣ ପ୍ରକଳ୍ପର ସ୍ଥାନ ଅଦଳବଦଳକୁ ନେଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ।…

ପୂର୍ବତନ ବିଧାୟକ ଙ୍କ ସାମ୍ବାଦଦାତା ସମ୍ମିଳନୀ

Posted by - December 8, 2020 0
ନୀଳଗିରି: (ସୌମ୍ୟା ସାଇ ବାରିକ୍)ନୀଳଗିରି ର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ, ଏକ ସମ୍ବାଦଦାତା ସମ୍ମିଳନୀ କରିଛନ୍ତି। ଏହି ସମ୍ମିଳନୀ ରେ, ଧାନ ର ଅଭାବୀ ବିକ୍ରି…