Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ଅକ୍ଷୟ ତୃତୀୟା ମୁନିଗୁଡ଼ା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଟିତ

114 0

ମୁନିଗୁଡ଼ା:(ରମାକାନ୍ତ ପୋଡାଲ )ରାୟଗଡା ଜିଲ୍ଲା ମୁନିଗୁଡା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଆଜି ଅକ୍ଷୟ ତୃତୀୟା ପାଳନ ହୋଇଯାଇଛି।ଏହି କାର୍ଯ୍ୟ କ୍ରମ ରେ ମନ୍ଦିର ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହି ଥିଲେ।

ସରପଞ୍ଚ ସୁଶ୍ରୀ ସ୍ୱରସତି ଶବର ମନ୍ଦିର ପୂଜକ ଶ୍ରୀ ନରୋତ୍ତମ ଦାସ, ପୁରୋହିତ ଶ୍ରୀ କୁନା ଦାସ ଙ୍କ ଦ୍ଵାରା ସଭା ପତି ଶ୍ରୀ ଭାଗ୍ୟ ନାଗ, ସମ୍ପାଦକ ଶ୍ରୀ ମାନସ ରଞ୍ଜନ ବେହେରା, କସଦକ୍ଷ ଶ୍ରୀ ଜି ଚନ୍ଦ୍ରଶେଖର ରାଓ, ଦୁବଦଲା କଟା (ହଡ଼ିଆ), ଟେକର,ମହାରଣା ସମାଜ ର ସଭାପତି ଶ୍ରୀଧର ମହାରଣା, ଚକ୍ରଧର ମହାରଣା, ପ୍ରଭାକର ମହାରଣା , ନାରାୟଣ ମହାରଣା ଓ ସମସ୍ତ କମିଟି ସଦସ୍ୟ ମାନେ ଉପସ୍ଥିତ ରହି ଥିଲେ ।

ମହାପ୍ରଭୁ ଙ୍କ ପାଖରେ ଜଗତ ର ମଙ୍ଗଳ କାମନା କରି ବା ସହିତ ଚାଷୀ ଭାଇ ମାନଙ୍କର ଉତ୍ତର ଉତ୍ତର କାମନା କରି ଥିଲେ। ଏ ବର୍ଷ ଆମ ଦେଶ ରାଜ୍ୟ, ଜିଲ୍ଲା , ବ୍ଲକ ଓ ଗ୍ରାମ ରେ ଚାଷ ର ଉନ୍ନତି ପାଇଁ ମହାପ୍ରଭୁ ଜଗନ୍ନାଥ ଙ୍କ ପାଖରେ ପୂଜା ଅରଚନା କରାଯାଇ ଥିଲା।

Related Post

 ଉଗ୍ର ହେଉଛି ମୋରୋଡା ଏସ୍.ଏସ୍.ବି ଇଞ୍ଜିନିୟରିଂ କଲେଜ ଷ୍ଟଡିଲୋନ ଆତ୍ମସାତ ଅଭିଯୋଗ ଘଟଣା

Posted by - September 25, 2019 0
ମୟୁରଭଞ୍ଜ:ଏସ ଏସ ବି ଇଞ୍ଜିନିୟରିଂ କଲେଜ,ପାଟପୁରରେ SC, ST ଛାତ୍ରଛାତ୍ରୀଙ୍କ ନାମାରେ  କଲେଜ କତ୍ତୃପକ୍ଷ ଛାତ୍ରଙ୍କ ଅଜାଣତରେ ବ୍ୟାଙ୍କରୁ ଉଠାଇଥିବା ଷ୍ଟାଡିଲନ କୁ ନେଇ ବିବାଦ ଉଗ୍ରରୂପ…

ଟ୍ରକ ସହ ଧକ୍କା ହେଲା ଅଟୋ , ଅଟୋ ଡାଇଭର ସମେତ ୬ ଜଣ ଛାତ୍ରଛାତ୍ରୀ ଆହତ, ୩ ଗୁରୁତର

Posted by - September 10, 2022 0
ରାୟଗଡା :(ରାମାକାନ୍ତ ପୋଡାଲ) ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ହାଟ ଦହିଖାଲ ନିକଟରେ ଟ୍ରକ ସହ ଅଟୋ ର ଧକ୍କା ହେବା ଫଳରେ ଅଟୋ ରେ…

ଧର୍ମଗଡ଼ରେ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ପାଳିତ

Posted by - September 6, 2022 0
ଧର୍ମଗଡ଼:ତା ୫/୯(ହେମନ୍ତ କୁମାର ମାଝୀ) ସମାଜ ଗଠନରେ ଜଣେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସଭ୍ୟ ସମାଜ ହିଁ ସଭ୍ୟ ରାଷ୍ଟ୍ର ଗଠନରେ ସହାୟକ ହୋଇଥାଏ। ସଭ୍ୟ ସମାଜ…

ନେହେରୁ ଯୁବକେନ୍ଦ୍ର ଓ ୟୁନିସେଫ ପକ୍ଷରୁ ଯୁବଗୋଷ୍ଟିଙ୍କ ଭବିଷ୍ୟତ ଉପରେ ଜିଲ୍ଳା ସ୍ତରୀୟ କର୍ମଶାଳା

Posted by - May 29, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଯୁବଗୋଷ୍ଟି ଙ୍କ ଭବିଷ୍ୟତ ପାଇଁ ଉପଯୁକ୍ତ ପରାମର୍ଶ ଆବଶ୍ୟକ ରହିଛି l ନିଜର ଭବିଷ୍ୟତ ପାଇଁ କଲେଜ ଛାତ୍ର ଛାତ୍ରୀ…