Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ପାଇଁ ବୃକ୍ଷ ଛେଦନ କାର୍ଯ୍ୟ ସମାପନ

56 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ ସଦର ମହକୁମା ଠିଡିକାଯୋର,ଚାରିଛକ ରେ ବିଜେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀ ନନ୍ଦିଘୋଷ ରଥ ନିର୍ମାଣ ପାଇଁ ଠିଡିକାଯୋର ଗ୍ରାମ୍ୟ ଜଙ୍ଗଲ ରେ ପାରମ୍ପରିକ ପୂଜାର୍ଚନା ସହିତ ହରିବୋଲ ହୁଳହୁଳି,ଘଣ୍ଟ ଘଣ୍ଟା,ଶଂଖ ଧ୍ବନି ମଧ୍ୟରେ ବୃକ୍ଷ ଦେବତାଙ୍କୁ ବରଣ କରି ବ୍ରାହ୍ମଣ ସେବକ,,ଦଇତାପତି ସେବକ, ମହାରଣା ସେବକ ଓ ପରିଚାଳନା କମିଟି ସଭ୍ୟ ରଥଖଳା କୁ ଆଣିଥିଲେ

ଏଥିରେ ପଣ୍ଡିତ ଜିତେନ୍ଦ୍ର ନାଥ ଦାଶ,,ବାମଦେବ ଦାଶ ଓ ରଥ ନିର୍ମାଣ କାରିଗର ଦେବହରି ବୈଠାଋ,ମନରଞ୍ଜନ ମଲିକ,ବିଷ୍ଣୁ ଚରଣ ମଲ୍ଲିକ ଓ
ପରିଚାଳନା କମିଟି ସଭ୍ୟ କୃଷ୍ଣ ଚନ୍ଦ୍ର ମଲ୍ଲିକ,, କଁହର,,ପ୍ରଦୀପ୍ତକୁମାର ସାହୁ,ହୃଷିକେଶ ବାଙ୍କ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସମାପନ କରଥିଲେ l

Related Post

କୋରନା ନକଟକଣା ଭିତରେ ଖୋଲିଲା ନନ୍ଦନକାନନ,ଡେରାସ ଡ୍ୟାମ ଓ ଡମପଡା ଅଭୟାରଣ୍ୟ।

Posted by - August 4, 2021 0
ଉତ୍ତର ଭୁବନେଶ୍ୱର:(ସନ୍ତୋଷ ରାଉତ)କୋରନା କଟକଣା ଭିତରେ ଆଜିଠୁ ପଯ୍ୟଟକଙ୍କ ଲାଗି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ଖୋଲିଛି ।ପଯ୍ୟଟକ ଓ କର୍ମଚାରୀ ସମସ୍ତଙ୍କ…

ସହିଦ ଯବାନ ଙ୍କୁ ସିନ୍ଧେକେଲା ଯୁବ ଗୋଷ୍ଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ

Posted by - December 12, 2021 0
ବଙ୍ଗୋମୁଣ୍ଡା-ତା୧୨/୧୨(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଯୁବ ଗୋଷ୍ଠି ପକ୍ଷରୁ ତାମିଲନାଡୁ କୁନୁର ରେ ହେଲିକପ୍ଟର ଦୁର୍ଘଟଣା ରେ ସହିଦ ହୋଇଥିବା ସି ଡି ଏସ…

ନିସନ୍ତାନ ଦମ୍ପତି ଆଇନ୍‌ଗତ ଭାବେ ପୋଷ୍ୟ ସନ୍ତାନ ଗ୍ରହଣକୁ ପ୍ରୋତ୍ସାହିତ କରିବା ଉଚିତ

Posted by - November 20, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ପ୍ରତ୍ୟେକ ଶିଶୁ ପାଇଁ ପରିବାର ଟିଏ ଓ ପ୍ରତି ପରିବାର ପାଇଁ ଶିଶୁଟିଏ ଖୁସି ଦେଇଥାଏ । ତେଣୁ ଅସୁବିଧା ବସତଃ…