କୃଷକ ସଶକ୍ତିକରଣ ଏବଂ ଭୁମିହିନଙ୍କୁ ପଟା ବଂଟନ କାର୍ଯ୍ୟକ୍ରମ

94 0

ଯାଜପୁର:ଯାଜପୁର ଗୈାତମ ବୁଦ୍ଧ ସଂସ୍କୃତି ଭବନରେ ପବିତ୍ର ଅକ୍ଷୟ ତୃତୀୟା କୃଷକ ଦିବସ ପାଳନ ଅବସରରେ କୃଷକ ସଶକ୍ତିକରଣ ଏବଂ ଭୁମିହିନଙ୍କୁ ପଟା ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  ଭିଡିଓ କନଫରେଂସ ମାଧ୍ୟମରେ ମୁଖ୍ୟ ଅତିଥି ଭାବେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ  ଏହି କାର୍ଯକ୍ରମରେ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପୈାରାଧ୍ୟକ୍ଷ ତଥା ଯାଜପୁର ବିଧାୟକଙ୍କ ପ୍ରତିନିଧି ଭବ ପ୍ର୍ସାଦ ଦାସ ଯୋଗଦେଇ କାଳିଆ ଯୋଜନାବସୁନ୍ଧରା ଯୋଜନାଏବଂ ବଳରାମ ଯୋଜନାରେ ହିତାଧିକାରୀମାନେ ଯେଭଳି ସପଂଳ ଉପକୃତ ହୁଅନ୍ତୁ ସେ ସମ୍ୱନ୍ଧରେ ପରାମର୍ଶ ଦେଇଥିଲେ 

 ଅନ୍ୟତମ ଅତିଥି ଭାବେ ଯାଜପୁର ବିଡିଓ ଶ୍ରୀ ସୈାରଭ ଚକ୍ରର୍ବତୀ ଯୋଗଦେଇ ଆଗାମୀ ମଇ ମାସ ସୁଦ୍ଧା ଯାଜପୁର ବ୍ଳ୍କରେ ବଳରାମ ଯୋଜନାକୁ ପାଇଲଟ୍ ପ୍ରକଳ୍ପ ଭାବେ ଗ୍ରହଣ କରାଯାଇ ୨୦୦ ଗୋଟି ମିଳିତ ଦେୟ ଗୋଷ୍ଠୀ ଗଠନ କରାଯାଇ କୃଷି  କୃଷକ ଉନ୍ନତି ପାଇଁ ଲକ୍ଷ୍ୟଧାର୍ଯ୍ୟ ରଖାଯାଇଚ୍ଥି ବୋଲି ମତବ୍ୟକ୍ତ କରିଥିଲେ 

ଏହି କାର୍ଯ୍ୟକ୍ରମରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ଦଳାଇଜିଲ୍ଳ୍ ମୁଖ୍ୟ କୃଷି ଅଧିକାରୀ କମଳ ଲୋଚନ ନାୟକଅଗ୍ରଣୀ ବ୍ୟାଙ୍କ ପରିଚାଳକ ମନୋଜ କୁମାର ପ୍ରଧାନସମବାୟ ସମତି ଶରତ ମଲ୍ଳ୍ିକକଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳକ ଶ୍ରୀମତୀ ସୁଚିତ୍ରା ସାହୁଅତିରିକ୍ତ ତହସିଲଦାର ପ୍ରମୂଖ ଯୋଗ ଦେଇ ବ୍ଲକର ବହୁ କୃଷକ ସାଥୀ  ପ୍ୟାକ୍ସର ସଭାପତି ଙ୍କୁ  ସମ୍ୱର୍ଦ୍ଧନା ପ୍ରଦାନ କରିଥିଲେ 

 ଏହି ଅବସରରେ ଯାଜପୁର ବ୍ଳ୍କରେ ବସୁନ୍ଧରା ଯୋଜନାରେ ୧୭ ଜଣ ହିତାଧିକାରୀଙ୍କୁ ଜମି ପଟା ଏବଂ ୪୧ ଗୋଟି  ମିଳିତ ଦେୟ ଗୋଷ୍ଠୀଙ୍କୁ ବଳରାମ ଯୋଜନାରେ ୨୧ ଲକ୍ଷ ଜିବୀକା ନିର୍ବାହ ରାଶି ପ୍ରଦାନ କରାଯାଇଥିଲା 

Related Post

ଚୋରି ହୋଇଥିବା ନବଜାତ ଶିଶୁ କନ୍ୟା ଅକ୍ଷତ ଅବସ୍ଥାରେ ଉଦ୍ଧାର

Posted by - November 21, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ଗତ କାଲି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରୀ ହୋଇଥିବା ନବଜାତ ଶିଶୁ କନ୍ୟାକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଛି ।ସୋନପୁର ପୋଲିସର ପକ୍ଷରୁ…

ଜିଲ୍ଲାପାଳଙ୍କ ଦ୍ବାରା ବିଶିଷ୍ଟ ଲେଖିକା ଦେବହୁତି କରଙ୍କ ୩ଟି ପୁସ୍ତକ ଲୋକାର୍ପିତ

Posted by - March 18, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅମଲା ଭବନ ପରିସରରେ ଗାଳ୍ପିକା ଦେବହୂତି କରଙ୍କ ‘ ସୁନା ଝିଅର ଘର’ , ‘ମୋ…

ସମ୍ବଲପୁରୀ HUB ପକ୍ଷରୁ ସମ୍ବଲପୁରୀ ଦିନ ପାଳନ

Posted by - August 3, 2022 0
ସମ୍ବଲପୁର:(ରାମାକାନ୍ତ ବିଶ୍ଵାଳ )ସମ୍ବଲପୁରୀ ଡିଜାଇନ କୁ ରାଜ୍ୟ ତଥା ରାଜ୍ୟ ବାହାରେ ଅଧିକ ପ୍ରଚାର ପ୍ରସାର ପାଇଁ କାର୍ଯ୍ୟ କରୁଥିବା ସମ୍ବଲପୁରି HUB ଅନୁଷ୍ଠାନ ତରଫରୁ ସମ୍ବଲପୁରୀ…

ଚିକିତ୍ସା ଅବହେଳା ରୁ ଯୁବକ ର ମୃତ୍ୟୁ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପ୍ରବଳ ଉତ୍ତେଜନା

Posted by - February 1, 2021 0
ବାଲେଶ୍ଵର(ସମରେନ୍ଦ୍ର ବାରିକ) ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ, ଯୁବକ ର ମୃତ୍ୟୁ କୁ ନେଇ ଉତ୍ତେଜନା । ଟାୟାର ଜାଳି ରାସ୍ତା ଅବରୋଧ କଲେ ସାଥୀ ଓ ପରିବାର ବର୍ଗ…

ସୂର୍ଯ୍ୟକିରଣ ବାଜିଲେ ବେହୋସ୍ ହୋଇ ପଡ଼ୁଛି ହରିଶ୍ଚନ୍ଦ୍ର

Posted by - July 17, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ସୂର୍ଯ୍ୟକିରଣ ବାଜିଲେ ବେହୋସ୍ ହୋଇ ପଡ଼ୁଛି ହରିଶ୍ଚନ୍ଦ୍ର। ଜନ୍ମର ଦେଢ଼ବର୍ଷ ପରେ ହରିଶ୍ଚନ୍ଦ୍ରର ଶରୀରରେ ଏହି ଲକ୍ଷଣ ଦେଖାଦେଇଛି। ଡାକ୍ତର କହୁଛନ୍ତି, ହରିଶ୍ଚନ୍ଦ୍ରର ହୃତ୍‌ପିଣ୍ଡରେ…