Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ଯାଜପୁରରରେ ପବିତ୍ର ଇଦ୍‌-ଉଲ-ଫିତର ପର୍ବ ପାଳିତ ଓ ସମୁହ ନମାଜ ପାଠ

44 0

ଯାଜପୁର:ଯାଜପୁରରେ ପବିତ୍ର ପର୍ବ ଇଦ୍‌-ଉଲ-ଫିତର ପର୍ବ ପାଳିତ ହୋଇଯାଇଛି । ଏକ ମାସ ଧରି ପବିତ୍ର ରମଜାନ ମାସ ରେ ଉପବାସ ରହି ଭକ୍ତି ଓ ଶ୍ରଦ୍ଧାର ସହ ନମାଜ ପାଠ କରିଥିଲେ । ଆଜିର ଇଦ୍‌-ଉଲ-ଫିତର ଉପଲକ୍ଷେ ମୁସଲମାନ ଭାଇ ଓ ଭଉଣି ମାନେ ଏହି ଅବସରରେ ନବବସ୍ତ୍ର ପରିଧାନ କରି ଗାନ୍ଧୀଛକସ୍ଥିତ ସାହି ମସଜିଦ୍ ସମେତ ବିଭିନ୍ନ ସ୍ଥାନରେ ଥିବା ଇଦଗା ଓ ମସଜିଦ୍ ଠାରେ ସମୁହ ନମାଜ ପାଠ କରିବା ସହିତ ଦାନ ଧର୍ମ କାର୍ଯ୍ୟ ସମ୍ପାଦନ କରିଛନ୍ତି ।

ପରେ ଘରକୁ ଯାଇ ପରିବାର ଓ ସାହି ବସ୍ତିରେ ପରସ୍ପର ମଧ୍ୟରେ ଆଲିଙ୍ଗନ କରି ଶୁବେଛା ଜ୍ଞାପନ କରିବା ସହ ବନ୍ଧୁମିଳନ କାର୍ଯ୍ୟ ମଧ୍ୟ କରିଛନ୍ତି । ଏହି ଇଦ ପର୍ବରେ ନମାଜ ପାଠ କରିବା ପରେ ଦୁଃଖୀ ଦରିଦ୍ରଙ୍କୁ ଦାନ କରିବାର ପରମ୍ପରା ରହିଛି ।

ଯାଜପୁରରରେ ଥିବା ସାହି ମଦଜିତ୍ ରେ ସମୁହ ନିମାଜପାଠ ପୂର୍ବାହ୍ନ ୯ଟାରେ ଆରମ୍ଭ ହୋଇ ୯.୪୦ରେ ଶେଷ ହୋଇଥିଲା । ଏହି ନମାଜପାଠରେ ଅନ୍ୟୁନ ହଜାରୁ ଉର୍ଦ୍ଧ ମୁସଲମାନ ଭାଇମାନେ ନମାଜ ପାଠକରି ଦାନ, ଧର୍ମ  କରିଥିଲେ । ଯାଜପୁର ବିଧାୟକଙ୍କ ପ୍ରତିନିଧି  ଭବ ପ୍ରସାଦ ଦାସଙ୍କ ସମେତ କାଉନସିଲର ମାନେ ଉପସ୍ଥିତ ରହି ମୁସଲମାନ ମାନଙ୍କୁ ଶୁଭେଛା ଜଣାଇ ଥିଲେ  ।

Related Post

ସୁବର୍ଣ୍ଣପୁର ଜିଲ୍ଲାରେ ଦରଦାମ ବୃଦ୍ଧି ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ କୁଶପୁତ୍ତଳିକା ଦାହ

Posted by - April 4, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲା ସ୍ଥାନୀୟ ବିଜୁପଟ୍ଟନାୟକ ଛକ ଠାରେ ଦରଦାମ ବୃଦ୍ଧି ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ କୁଶପୁତ୍ତଳିକା ଦାହ କରାଯାଇଛି l ରାଜ୍ୟରେ ଏବେ…

ରବି ଧାନ ସଂଗ୍ରହ ରେ ଅବ୍ୟବସ୍ଥା କୁ ନେଇ ସମବାୟ ସମିତିରେ ଉତ୍ତେଜନା

Posted by - June 19, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ରବି ଧାନ ସଂଗ୍ରହ ରେ ଅବ୍ୟବସ୍ଥା କୁ ନେଇ ସମବାୟ ସମିତିରେ ଉତ୍ତେଜନା। ଭାରପ୍ରାପ୍ତ ଏ ଆର ସି ଏସ ଏବଂ ଅତିରିକ୍ତ…

ମଶାଲ ଶୋଭାଯାତ୍ରା” କରି ଆନ୍ଦୋଳନକୁ ତୀବ୍ରତର କରିବାକୁ ଆହ୍ୱାନ କଲା ରାଜ୍ୟ ଓବିସି ମଞ୍ଚ

Posted by - August 10, 2022 0
ସମ୍ବଲପୁର: (ରମାକାନ୍ତ ବିଶ୍ଵାଳ) ଭାରତ ଛାଡ ଆନ୍ଦୋଳନର ୮୧ତମ ବର୍ଷ ପୂର୍ତ୍ତୀ ଅବସରରେ ରାଜ୍ୟ ଓବିସି ମଞ୍ଚ ଓଡିଶା ପକ୍ଷରୁ ଅନୁଷ୍ଠିତ ହୋଇଛି ମଶାଲ ଶୋଭାଯାତ୍ରା I…

ହରଭଙ୍ଗା ଅଞ୍ଚଳରେ ବିଦେଶୀ ପକ୍ଷୀଙ୍କ କଳରବରେ ମୁଖରିତ ସାତକୋଶିଆ ଗଣ୍ଡ

Posted by - November 5, 2022 0
ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ)  ଅଧିକ ଶୀତ ଓ ଖାଦ୍ୟାଭାବରୁ ନିଜକୁ ରକ୍ଷା କରିବା ପାଇଁ ପକ୍ଷୀ ମାନେ ଦେଶାନ୍ତର ହୋଇଥାନ୍ତି l ହଜାର ହଜାର…

ଉପର ମୁଣ୍ଡରେ ବର୍ଷା ଯୋଗୁଁ ଆଖୁଆପଦାରେ ବିପଦ ସଂକେତ ଉପରେ ବୈତରଣୀ

Posted by - May 28, 2021 0
ଯାଜପୁର ଅଫିସ:ବାତ୍ୟା ‘ୟାସ୍’ ଗଲା ପରେ ବିଭିନ୍ନ ନଦୀରେ ବନ୍ୟାଜଳ ଆସିଛି । ନଦୀର ଜଳସ୍ତର ବଢିବାରେ ଲାଗିଛି । ଫଳରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି…