ଧର୍ମଗଡ଼:୧୭/୪(ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଝରିଆ ସାହୁ ( ତେଲି) ସମାଜର ନୂତନ କାର୍ଯ୍ୟ କର୍ତ୍ତା ସ୍ଥାନୀୟ ସେମଲା ଗାଁ ଠାରେ ଚୟନ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ପର୍ଯ୍ୟ ଵେକ୍ଷକ ଭାବରେ ଶ୍ରୀ ଯୁକ୍ତ ହୃଷିକେଶ ସାହୁ ଯୋଗ ଦେଇ ନିର୍ବାଚନ ପରିଚାଳନା କରିଥିଲେ। ଏବଂ ସମାଜର ସମସ୍ତ କାର୍ଯ୍ୟ କର୍ତ୍ତା ଙ୍କ ସହମତ କ୍ରମେ ସଭାପତି ଭାବରେ ଶ୍ରୀ ଟିକେ ରାମ ସାହୁ ଙ୍କୁ ସଭାପତି ଭାବରେ ଚୟନ କରାଯାଇଥିଲା ଏବଂ ଉପସଭାପତି ଭାବରେ ଭଗବାନ ସାହୁ ଙ୍କୁ ଚୟନ କରାଯାଇଥିଲା ଏବଂ ସଂପାଦକ ଭାବେ ଦେବରାଜ ସାହୁ ଙ୍କୁ ଚୟନ କରାଯାଇଥିଲା
ସେହିପରି ସହ ସଂପାଦକ ଭାବରେ ପ୍ରଭୁଲାଳ ସା ଙ୍କୁ କୋଷାଧ୍ୟକ୍ଷ ଭାବରେ ଏବଂ ସଚିତାନ୍ଦ ସା ଏବଂ ସମୀକ୍ଷକ ଭାବରେ ଵଵୃଵାହାନ ସା ଓ ସନାତନ ସା କୁ ଚୟନ କରାଯାଇଥିଲା ଭକ୍ତ ସଭାରେ ସୁକାନ୍ତି ସା ରାଧେଶ୍ୟାମ ସା ଗଜାନନ ସା ରାଜକୁମାର ସାହୁ ରମେଶ ସାହୁ କରୁଣାକର ସାହୁ ସମେତ ସମାଜ କୁ ଭଳ ପାଉଥିବା ବହୁ ସାମାଜିକ ପ୍ରେମୀ ମାନେ ଉପସ୍ଥିତ ଥିଲେ।