Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ଅର୍ଥ ମନ୍ତ୍ରୀଙ୍କ ମାରାଥନ ଉଦଘାଟନ

62 0

ସୁବର୍ଣ୍ଣପୁର:୧୬/୦୪ (ଅଜିତ କୁମାର ପୁଜାହାରୀ)ରାଜ୍ୟ ଅର୍ଥ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୁଝାରୀ ସୁବର୍ଣ୍ଣପୁର ସହରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ।ଆଜି ସକଳୁ ପ୍ରଥମେ ସୋନପୁର ପୌର ପରିଷଦ ଅଧିନରେ ଥିବା ନୂଆ ବନ୍ଧ ଓ ଗୋବିନ୍ଦ ବନ୍ଧର ଉନ୍ନତିକରଣ ପାଇଁ ଶିଳାନ୍ୟାସ କରିଥିବା ବେଳେ ସହରର ନଳିନୀ ଛଓ ଓ ବ୍ଲକ ଛକ ଠାରେ ଦୁଇଟି ଏଲଇଡି ଡିସପ୍ଲେ ବୋର୍ଡର ଉଦଘାଟନ କରିଥିଲେ । ସେହିପରି ପୌର ପରିଷଦର ପଟାଭାଡି ଠାରେ ଏକ ମିନି ପାର୍କ ଓ ବ୍ଲକ ଛକ ଠାରେ ଥିବା ଏକ ଭେଣ୍ଡିଂ ଯୋନର ଉଦଘାଟନ କରିଛନ୍ତି ।ସେହିପରି ମନ୍ତ୍ରୀ ସୋନପୁର ସହରରେ ଆଉ ଏକ ରିଂଙ୍ଗ ରୋଡର ଶିଳାନ୍ୟାସ କରିଛନ୍ତି ।

ଏହି ରିଙ୍ଗ ରୋଡ ତେଲନଦୀ ବ୍ରିଜ ନିକଟରୁ ଗତରକେଲା ପର୍ଯ୍ୟନ୍ତ 6 କିଲୋମିଟର ବ୍ୟାପି କରାଯିବ ।ଏଥିପାଇଁ 15କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ଏହି ରିଙ୍ଗ ରୋଡ ହେଲେ ସୋନପୁର ସହର ବନ୍ୟା ଦାଉରୁ ରକ୍ଷା ପାଇବା ସହିତ ପର୍ଯ୍ୟଟନର ଭିତ୍ତିଭୂମୀ ତିଆରି ହୋଇପାରିବ ତଥା ଏହି ରିଙ୍ଗ ରୋଡକୁ ଭବିଷ୍ୟତରେ ଏନ ଏଚ ବାଇପାସ ଭାବରେ ବ୍ୟବହାର ହୋଇପାରିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ସୋନପୁର ସହରରେ ଏକା ଦିନରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ତଥା ଶିଳାନ୍ୟାସ ହୋଇଥିବାରୁ ସହରବାସୀ ବେଶ୍ ଖୁସୀ ଥିବା ବେଳେ ପୌର ପରିଷଦ ଅଧ୍ୟକ୍ଷା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

 

Related Post

ସ୍କୁଲ୍,କଲେଜ ରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ରାସ୍ତାରୋକ

Posted by - August 31, 2019 0
କେନ୍ଦୁଝର ଯୋଡା ବାମେବାରୀ ଅନ୍ତର୍ଗତ ଜରିବାହାଲ ଛକ ଠାରେ ସ୍କୁଲ୍,କଲେଜ ରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ରାସ୍ତାରୋକ,ଏଥିରେ ସରସ୍ବତୀ ଶିଶୁମନ୍ଦିର,DAV SCHOOL,ଉଚ୍ଚ ବିଦ୍ୟାଳୟ ,କଲେଜ ଭଳି…

ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ ଶ୍ରମିକଙ୍କ ବିକ୍ଷୋଭ

Posted by - October 1, 2020 0
ଭୁବନେଶ୍ୱର: ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିୟନ, ଭୁବନେଶ୍ୱର ଜିଲ୍ଲା କମିଟି ତରଫରୁ ବିଭିନ୍ନ ଦାବି ନେଇ ଆଜି ସ୍ଥାନୀୟ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା…

ବର୍ଷେ ବିତିଗଲା କିନ୍ତୁ ମରାମତି ହୋଇ ପାରିଲା ନାହିଁ,ନିଦା ବିଷ୍ଣୁ ସାଜିଛନ୍ତି ଦୁଇ ଜିଲ୍ଲା ର ଆର ଡି ବିଭାଗ

Posted by - March 28, 2023 0
କେସିଙ୍ଗା:(ପ୍ରିତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଜଗନ୍ନାଥ ମନ୍ଦିର ଛକ ଠାରୁ ବଲାଙ୍ଗୀର ଜିଲ୍ଲା ଟିଟଲାଗଡ ସହର କୁ ସଂଯୋଗ କରୁଥିବା ରାସ୍ତା ରେ କେସିଙ୍ଗା ପଟୁ ତେଲ…

କେନ୍ଦୁଝର ରେ ଅନ ଲାଇନ ଶିକ୍ଷା ଏକ ପ୍ରହସନ,ମିଳୁନି ଅଭିଭାବକ ଙ୍କ ହୁଆଟ୍ସଆପ ନମ୍ବର

Posted by - May 8, 2020 136
କେନ୍ଦୁଝର :(ସୀତାରାମ ଦୀକ୍ଷିତ)ଭାରତ ରେ ମହାମାରୀ କରୋନା ର ସଂକ୍ରମଣ ଦେଖା ଯିବା ପରେ ଗତ ମାର୍ଚ୍ଚ 15 ତାରିଖ ରୁ ରାଜ୍ୟ ସରକାର ପର୍ଯ୍ୟାୟ କ୍ରମେ…

କଳାହାଣ୍ଡି ରେ ତୃତୀୟ ପର୍ଯ୍ଯାୟ ଭୋଟ ଗ୍ରହଣ ସମାପ୍ତ, ଭୋଟ ବକ୍ସରେ ପ୍ରାର୍ଥୀଙ୍କ ଭାଗ୍ୟ

Posted by - February 21, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ତୃତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି।ତୃତୀୟ ପର୍ଯ୍ୟାୟରେ ଧର୍ମଗଡ଼, କୋକସରା, ଜୟପାଟଣା ବ୍ଲକରେ ମତଦାନ ସରିଛି। ଜୟପାଟଣା ବ୍ଲକ ରେ ୭୭.୩୩%…