ଆରମ୍ଭ ହୋଇଛି ଯାଜପୁର ଜିଲ୍ଲାର ଅନ୍ୟତମ ଶକ୍ତିପୀଠ କୁଆଁସ ମଙ୍ଗଳାଙ୍କ ମହୋତ୍ସବ

89 0

ଯାଜପୁର :ଆରମ୍ଭ ହୋଇଛି ଯାଜପୁର ଜିଲ୍ଲାର ଅନ୍ୟତମ ଶକ୍ତିପୀଠ କୁଆଁସ ମଙ୍ଗଳାଙ୍କ ମହୋତ୍ସବ। ୩ ଦିନ ଧରି ହେବାକୁ ଥିବା ଏହି ମହୋତ୍ସବ ରେ ଆଖ ପାଖ ଅଂଚଳର ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ ମା ଙ୍କ ଆଶ୍ରିବାଦ ଭିକ୍ଷା କରିଛନ୍ତି। ମନ୍ଦିର କମିଟି ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ପବିତ୍ର ପଣା ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଛି ଯାଜପୁର ଜିଲ୍ଲାର ଅନ୍ୟତମ ଶକ୍ତିପୀଠ କୁଆଁଶ ମଙ୍ଗଳା ଙ୍କ ମହୋତ୍ସବ। ଏଥି ପାଇଁ ପୁରା ଅଂଚଳ ଚଳ ଚଞ୍ଚଳ ହୋଇ ଉଠିଛି। ବିଶ୍ବାସ ରହିଛି ଆଜିର ଦିନରେ ମାଙ୍କ ଦର୍ଶନ କଲେ କୋଟି ଜନ୍ମ ର ପାପ କ୍ଷୟ ହୋଇଥାଏ।

ମାଙ୍କ ଦର୍ଶନ ପାଇଁ କାହିଁ କେତେ ଆଡୁ ହଜାର ହଜାର ଶ୍ରଦ୍ଧାଳୁ ଏକାଠି ହୋଇଛନ୍ତି ମା ଙ୍କ ପୀଠରେ। ସମସ୍ତେ ମା ଙ୍କୁ ଦର୍ଶନ କରି ନିଜ ମନ କାମନା ପୁରଣ ପାଇଁ ନିବେଦନ କରିଛନ୍ତି।

Related Post

ବଡ଼ଗମଡା ରେ ସେମିଯାତ୍ରା ପାଳିତ

Posted by - December 9, 2021 0
ବଙ୍ଗୋମୁଣ୍ଡା:(ଅଭୀମନ୍ୟୁ ବହିଦାର)ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପଞ୍ଚାୟତର ଆଦିବାସୀ ବହୁଳ ବଡଗମଡା ଗ୍ରାମରେ କନ୍ଧ ସମ୍ପ୍ରଦାୟର ଏକ ମୁଖ୍ୟ ପର୍ବ ସେମିଯ।।ତ୍ରା ମଙ୍ଗଳବାର ଦିନ ପାଳିତ…

ଥୁଆମୂଳ ରାମପୁର ବ୍ଲକ୍ ଚିଙ୍ଗୁଡିପାସ୍ ଗ୍ରାମରେ ଝାଡାବାନ୍ତି ଆତଙ୍କ : ଜଣେ ମୃତ ଦୁଇ ଗୁରୁତର

Posted by - July 12, 2022 0
କଳାହାଣ୍ଡି :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଚିଙ୍ଗୁଡି ପାସ ଗ୍ରାମରେ ଦେଖାଦେଇଛି ଝାଡାବାନ୍ତି ଆତଙ୍କ l ଏହି…

ସଂକୀର୍ତ୍ତନ ମଣ୍ଡଳୀ ଅଧିକାରୀଙ୍କ ପରଲୋକ

Posted by - June 30, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ବେଲଗୁଣ୍ଠା ବ୍ଲକ୍ କ୍ଷତ୍ରିୟବରପୁର ପଞ୍ଚାୟତ ଅନ୍ତର୍ଗତ ସିଂହମର୍ଦ୍ଦନ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଅଧିକାରୀ ସୁରେନ୍ଦ୍ର ଭୂୟାଁ (୬୨) ଙ୍କ ମଙ୍ଗଳବାର ସକାଳ ୧୦ ଘଣ୍ଟା…

ଯାଜପୁରବାର ଆସୋସିଏସନର ବିଭିନ୍ନ କର୍ମକର୍ତାଙ୍କ ମନୋନୟନ ପ୍ରକିୟା ଶେଷ

Posted by - November 28, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ବାର ଆସୋସିଏସନ,ଯାଜପୁରର ବିଭିନ୍ନ କର୍ମକର୍ତାଙ୍କ ମନୋନୟନ ପ୍ରକିୟା ଶେଷ ହୋଇଛି ବିନା କୌଣସି ନିର୍ବାଚନରେ କର୍ମକର୍ତା ମାନେ ମନୋନିତ ହୋଇଛନ୍ତି ଆଡଭୋକେଟ ପ୍ରପୁଂଲ୍ଲ୍ ସାମଲ ସଭାପତି ଏବଂ କମଳ ଲୋଚନ ଉପାଧ୍ୟାୟ ସଂପାଦକ ଭାବେ ମନୋନିତ ହୋଇଛନ୍ତି । ସେହିପରି ରାକେଶ ମିଶ୍ର ଉପସଭାପତି ପ୍ରଦୀପ ନାୟକ ସହକାରୀ ସଂପାଦକ ଭାବେ ମନୋନିତ ହୋଇଛନ୍ତି  ଆଗାମୀ ଦିନରେ ଆଇନଜିବି ମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ କ୍ଷେତ୍ରରେ ଏହି ଆସୋସିଏସନ କାର୍ଯ୍ୟକରିବ ବୋଲି ସଭାପତି କହିଛନ୍ତି ।

ସୁଧୁରିବେନି ଲୋକେ, ପୋଲିସ ସିଲ କରିଥିବା ରାସ୍ତା ଖୋଲିଦେଲେ

Posted by - April 2, 2020 0
ବରୀ :(ସ୍ନେହାଂଶୁ ଶେଖର ମହାନ୍ତି) ଗତ 30ତାରିଖ ଦିନ ଯାଜପୁର ଜିଲ୍ଲା ପ୍ରଶାସନ ଙ୍କ ନିର୍ଦେଶକ୍ରମେ ବରୀ ପ୍ରଶାସନ ଯାଜପୁର – କେନ୍ଦ୍ରାପଡା ଜିଲ୍ଲା ର ସୀମାନ୍ତ…