Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଯାଜପୁର ପୌରପାଳିକା ର ପ୍ରତ୍ୟେକ ୱାର୍ଡ ରେ ଖୋଲାଯାଇଛି ଜଳଛତ୍ର

91 0

ଯାଜପୁର:ପବିତ୍ର ବିଷୁବ ସଂକ୍ରାନ୍ତି ଅବସରରେ ଯାଜପୁର ପୌରପାଳିକା ର ପ୍ରତ୍ୟେକ ୱାର୍ଡ ରେ ଖୋଲାଯାଇଛି ଜଳଛତ୍ର। ଯାଜପୁର ବିଧାୟକ ଙ୍କ ପ୍ରତିନିଧି ଭଵ ପ୍ରସାଦ ଦାସ ରାମ ମନ୍ଦିର ନିକଟରେ ଜଳଛତ୍ର କୁ ଉଦ୍ଘାଟନ କରିଥିଲେ।

ଏହି ଅବସରରେ ଯାଜପୁର ପୋୖରାଧକ୍ଷା ରଞ୍ଜୁଲତା ହୋତା,ଉପାଧ୍ୟକ୍ଷ ସନ୍ତୋଷ ମଲ୍ଲିକ,କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ସମେତ ବିଭିନ୍ନ ୱାର୍ଡ ର କାଉନସିଲର ମାନେ ଉପସ୍ଥିତ ରହିଥିଲେ।୧୨  ଟି ୱାର୍ଡ ରେ ଏହି ଜଳଛତ୍ର ଖୋଲାଯିବା କୁ ନିଷ୍ପତ୍ତି ହୋଇଛି।

Related Post

ରକ୍ତତୀର୍ଥ କୁଦୋପାଲିରେ ବୀର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି

Posted by - December 31, 2021 0
ସମ୍ବଲପୁର::(ରମାକାନ୍ତ ବିଶ୍ଵାଳ )୧୮୫୭ କ୍ରାନ୍ତିର ମୁକସାକ୍ଷୀ ସମ୍ବଲପୁର କୁଦୋପାଲି ଘାଟିରେ ଗୋଟିଏ ଦିନରେ ୫୩ ଜଣ ଇଂରେଜ ଗୁଲିରେ ଶହିଦ ହେବା ସହ ୫ ଜଣ ଫାଶିଖୁଣ୍ଟରେ…

ଗ୍ରାମ ବିକାଶ ପକ୍ଷରୁ ଆଞ୍ଚଳିକ ମହିଳା ସ୍ୱୟଂ ସହାୟିକା ମାନଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ

Posted by - April 22, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର) ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଝଲପ ପଞ୍ଚାୟତର ସାଲେବରଟ ଗାଁ ସରକାରୀ ବିଦ୍ୟାଳୟ ଠାରେ ଗ୍ରାମ ବିକାଶ ସଂସ୍ଥାର ଅଞ୍ଚଳ ପରିଚାଲିକା ଜିନା ପ୍ରଧାନଙ୍କ…