ବାଇକ୍‌ରେ ଯାଉଥିବା ବେଳେ ପକେଟରେ ଫାଟିଗଲା ମୋବାଇଲ

414 0

ଜଣେ ବ୍ୟକ୍ତି ବାଇକରେ ଯାଉଥିବା ବେଳେ ତାଙ୍କ ପକେଟରେ ଥିବା ମୋବାଇଲ ଫୋନ୍‌ଟି ହଠାତ ଫାଟିଯାଇଥିଲା। ଏହି ବିସ୍ଫୋରଣରେ ଯୁବକ ଜଣକ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସ୍ଥାନୀୟଲୋକେ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ କେନ୍ଦ୍ରପଡ଼ା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଗୁରୁତର ଆହତ ଯୁବକଙ୍କ ନାମ ଚନ୍ଦ୍ରମଣି ସେଠୀ ଓ ତାଙ୍କ ଘର ମହାଦେବପାଟଣା ଗାଁରେ ବୋଲି ଜଣାପଡ଼ିଛି।

Facebook Notice for EU! You need to login to view and post FB Comments!

Related Post

ସୂର୍ଯ୍ୟାଲୋକ ସମାଜ ସେବା ସଂଗଠନ ତରଫରୁ ଘର ପୋଡି ଆର୍ଥିକ ସହାୟତା ପ୍ରଦାନ

Posted by - February 27, 2021 0
ଯାଜପୁର:କଥାରେ ଅଛି ଘୋଡା ଚଢା ଠାରୁ ସମ୍ପତ୍ତି ନାହିଁ କି  ଠାରୁ ବିପତ୍ତି ନାହିଁ iଯାଜପୁର ବ୍ଲକ ଅଧିନ ଚଇନପୁର ପଂଚାୟତ ଚଇନପୁର ଗାଁର ଅତ୍ୟନ୍ତ ଗରିବ…

Leave a comment

Your email address will not be published.