Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ଦ୍ୱିତୀୟ ଦିନରେ ଓଡ଼ିଶା ଡ୍ରାଇଭର ମହାସଂଘର ଧର୍ମଘଟ ଜାରି – ଟିଟିଲାଗଡରେ ଚାଲୁନି ଟେକ୍ସି ଗାଡ଼ି

80 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଓଡ଼ିଶା ଡ୍ରାଇଭର ମହାସଂଘର ରାଜ୍ୟ ବ୍ୟାପି ଧର୍ମଘଟ ଆଜି ଦିତୀୟ ଦିନରେ ପହଞ୍ଚିଛି। ଧର୍ମଘଟ ଡାକରାର ୨୪ ଘଂଟା ବିତି ଯାଇଥିଲେ ହେଁ ଏତେବେେଳ ଯାଏଁ ସରକାରଙ୍କ ପକ୍ଷରୁ କିଛି ବି ଦାବି ପୂରଣ ହୋଇନାହିଁ ଯଦ୍ୱାରା ଆଜି ବି ଧର୍ମଘଟ ଜାରି ରହିଛି। ଅନ୍ୟପଟେ ଟିଟିଲାଗଡ ପୋଲିସ ପକ୍ଷରୁ ଧର୍ମଘଟ ତଥା ଡ୍ରାଇଭର ମାନେ ଦେଉଥିବା ଧାରଣା ସ୍ଥଳରେ, ସହରର ମୁଖ୍ୟ ଛକ ମାନଙ୍କରେ ପୋଲିସ ହେଲ୍ପ ଲାଇନ ନମ୍ବର ଜାରି କରାଯାଇ ସବୁ ଆଡେ ଛପା ଯାଇଛି।

Related Post

ରାଜ୍ୟରେ ୩୫ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଠାରେ କୌଣସି କରୋନା ଲକ୍ଷଣ ନାହିଁ,

Posted by - April 11, 2020 0
ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହୋଇଥିବା ୫୦ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ପ୍ରତିଶତ ଲକ୍ଷଣହୀନ। କରୋନାର କୌଣସି ଲକ୍ଷଣ ନଥିଲେ ବି ଟେଷ୍ଟ ପରେ ପଜିଟିଭ ଚିହ୍ନଟ…

ମୁନିଗୁଡା ର କୁମୁଡ଼ାବାଲି ବ୍ରିଜ ନିକଟରେ ମାଓ ପୋଷ୍ଟର

Posted by - October 27, 2021 0
ମୁନିଗୁଡ଼ା:(ରମାକାନ୍ତ ପଢା଼ଳ)ମମିତା ହତ୍ୟାକାଣ୍ଡ ଘଟଣାରେ ରାଜ୍ଯ ରେ ତୁମ୍ଭି ତୋଫାନ୍ ଦେଖାଦେଇ ଥିବା ବେଳେ ବର୍ତ୍ତମାନ ମାଓବାଦୀଙ୍କ ପୋଷ୍ଟର ଯୋଗୁଁ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏହିଭଳି ଏକ…

କାଶୀପୁର ଅଞ୍ଚଳରେ ପୁଣି ଜନନୀ ଯନ୍ତ୍ରଣା ଖଟିଆରେ ୩ କିମି ବୁହାହେଲେ ଗର୍ଭବତୀ

Posted by - August 11, 2022 0
କାଶୀପୁର:(ଅଞ୍ଜନ କୁମାର ନାଏକ)ଗାଁକୁ ପକ୍କା ରାସ୍ତା ନଥିବା ପରିସ୍ଥିତି ଯୋଗୁଁ ଦେବଦୂତ ସାଜିଛନ୍ତି ଆମ୍ବୁଲାନ୍ସ ଡ୍ରାଇଭର ଅନୀଲ ନାଏକ । ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ…

ଜୀବନ ଯୁଦ୍ଧରେ ହାରିଗଲେ କୋରୋନା ଯୋଦ୍ଧା, ଗାଁ ଗାଁ ବୁଲି ସର୍ଭେ ବେଳେ ଟଳିପଡିଲେ ଅଙ୍ଗନଓ୍ବାଡୀ କର୍ମୀ

Posted by - May 5, 2020 0
କେନ୍ଦୁଝର ୫।୫: (ସୀତାରାମ ଦୀକ୍ଷିତ )କେନ୍ଦୁଝରରେ ଜଣେ କୋରୋନା ଯୋଦ୍ଧା ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ । କୋରୋନା ମହାମାରୀକୁ ନେଇ ସାରା ବିଶ୍ବରେ ଏବେ ଆତଙ୍କ…