Breaking News
2:05 pmତେଲ ରେଟ କମିବାରୁ କମିଲା ବସ ଭଡା ,ସାଧାରଣ ବସରେ କିଲୋମିଟର ପିଛା ୩ ପଇସା ହ୍ରାସ, 2:04 pmପାରାଦୀପ ରେ ଫାଟିଲା IOCL ତେଲ ପାଇପ ,ଘଟଣା ସ୍ଥଳ ରେ ପହଞ୍ଚିଲେ IOCL ଅଗ୍ନିଶମ ବାହିନୀ, ପ୍ରଚୁର ମାତ୍ର ରେ ତେଲ ବହି ପାଣି ରେ ମିଶୁଚି 1:58 pmଭୁବନେଶ୍ବର: ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ 10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଦାୟ କାଳୀନ ସମ୍ବର୍ଦ୍ଧିନା।

574 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ସହକାରୀ ଜିଲ୍ଲାପାଳ ଶିବ ପ୍ରସାଦ ମହାପାତ୍ର ଓ ଜିଲ୍ଲା ମଗଂଳ ବିଭାଗ ର କର୍ମଚାରୀ ଦୁଃଶାସନ ବେହେରା ସରକାରୀ ଚାକିରୀ ରୁ ଅବସର ନେଇଥିବା ରୁ ଶନିବାର ଅପରାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଦାୟ କାଳୀନ ସମ୍ବର୍ଦ୍ଧିନା।

ଭାରପ୍ରାପ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଡେପୁଟି କଲେକ୍ଟର କାଜଲ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସହକାରୀ ଜିଲ୍ଲାପାଳ ତିଳୋତ୍ତମା ପୃଷ୍ଟି,ଅନୁପ ବେହେରା,ଶୁଭଦର୍ଶନ ମିଶ୍ର, ସ୍ୱଳ୍ପ ସଂଚୟ ଅଧିକାରୀ ଜ୍ଞାନ ରଞ୍ଜନ ସେଠୀ, କ୍ରୀଡା ଅଧିକାରୀ ଫକୀରମୋହନ ଟୁଡୁ, ସଂସ୍ଥା ବିଭାଗ ର ମୁଖ୍ୟ କିରାଣୀ ଅଲେଖ ମହାରଣା ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଯୋଗ ଦେଇ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ।

Facebook Notice for EU! You need to login to view and post FB Comments!

Related Post

କୁଡୁମୁଲୁଗୁମ୍ମା ରେ ସ୍ୱଛ୍ଛ ଭାରତ ଅଭିଯାନ

Posted by - March 5, 2022 0
ମାଲକାନଗିରି :(ଅବଦୁଲ ଗନି)କୁଡୁମୁଲୁଗୁମ୍ମା ସ୍ତିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସ୍ୱଛ୍ଛ ଭାରତ ଓ ପରିବର୍ତ୍ତନ ସ°ସ୍ଥାର ମିଳିତ ଆନୁକୂଲ୍ୟରେ ପରିବେଶ ସଫେଇ ଅଭିଯାନ ଆରମ୍ଭ ହୋଇଯାଇଛି…

ଏକରୀ କାଳେଶ୍ଵରୀ ଶିବ ମନ୍ଦିର ରେ ପାଞ୍ଚପ୍ରହାରୀ ତ୍ରିନାଥ ମେଳା ଅନୁଷ୍ଠିତ

Posted by - September 13, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଝଟାବାଲ ପଂଚାୟତ ଏକରୀ ର କାଳେଶ୍ଵରୀ ଶିବ ମନ୍ଦିର ରେ ପାଞ୍ଚ ପ୍ରହାରୀ ତ୍ରିନାଥ ମେଳା ଅନୁଷ୍ଠିତ…

ଉନ୍ନତ ପ୍ରଦର୍ଶନକାରୀଙ୍କୁ ସମ୍ମାନିତ ଓ ଅନୁନ୍ନତଙ୍କୁ ସାମାଜିକ ଲଜ୍ୟାର ବ୍ୟବସ୍ଥା କରାଯିବ : ପ୍ରକଳ୍ପ ନିର୍ଦ୍ଧେଶକ

Posted by - June 3, 2020 0
ଯାଜପୁର ଅଫିସ ତା. ୩/୬ : ମନରେଗା ଓ ଆବାସ ଯୋଜନାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପ୍ରକଳ୍ପ ନିର୍ଦ୍ଧେଶକ ଇନ୍ଦ୍ରମଣି ନାୟକ ସମସ୍ତ ପଂଚାୟତ ଅଧିକାରୀଙ୍କୁ ନିର୍ଦ୍ଧେଶ…

ଯାଜପୁର ପଂଚମ ଜିଲ୍ଲା ପରିଷଦ ର ଦ୍ବାଦଶ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ

Posted by - January 28, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ପଂଚମ ଜିଲ୍ଲା ପରିଷଦ ର ଦ୍ବାଦଶ ସ୍ବତନ୍ତ୍ର ବୈଠକ ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଛି . ଏହି ଜିଲ୍ଲା…

Leave a comment

Your email address will not be published.