ଯୋଗୀପଥର ନିକଟରେ ଅଚିହ୍ନା ମହିଳାଙ୍କ ଶଵ ଉଦ୍ଧାର

75 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୋୖଦ୍ଧ ଜ଼ୀଲ୍ଲା ପୁରୁଣାକଟକ ଥାନା ଯୋଗୀପଥର ନିକଟସ୍ଥ ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ରେ ବୁଧବାର ଜଣେ ଅଚିହ୍ନା ମହିଳା ଙ୍କ ଗଳିତ ଶବ ଉଦ୍ଧାର ହୋଇଥିବା ସୂଚନା ମିଳିଛି ।ପ୍ରାପ୍ତ ସୂଚନା ମତେ ଆଜି ସନ୍ଧ୍ୟା ୫ ଟା ସମୟରେ ୫୭ ନମ୍ବର ଜାତୀୟ ରାଜପଥ ରେ ଯାଉଥିବା କିଛି ବ୍ୟକ୍ତି ଯୋଗୀପଥର ରାସ୍ତ ପାର୍ଶ୍ୱ ରେ ଜଣେ ମହିଳା ଙ୍କ ଗଳିତ ସବ ଦେଖିବାକି ପାଇଥିଲେ ।

ଉପସ୍ଥିତ ଲୋକେ ପୁରୁଣାକଟକ ଥାନାକୁ ଖବର ଦେଇଥିଲେ ।ଖବର ପାଇଁ ପୁରୁଣାକଟକ ପୋଲିସ,ଅଗ୍ନିଶମ ବାହିନୀ, ସାଇଣ୍ଟିକଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁବା ସହ ଶବ ଜବିତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି ।ରୀପୋଟ ଲେଖିବା ପର୍ଯ୍ୟନ୍ତ ମୁତ ମହିଳା ର ପରିଚୟ ମିଳିପାରିନାହିଁ ।

Related Post

ତରାଭଟ୍ଟା,ଜାତୀୟ ସେବା ଯୋଜନା ଶିବିରରେ କାର୍ଯ୍ୟକ୍ରମ

Posted by - December 30, 2022 0
ନବରଙ୍ଗପୁର:ତରାଭଟ୍ଟା ସ୍ଥିତ କିଶୋର ଚନ୍ଦ୍ର ଡିଗ୍ରୀ ମହାବିଦ୍ୟାଳୟର ପୋଷ୍ୟଗ୍ରାମ ତରାଗୁଡା ଠାରେ N.S.S ତରଫରୁ ୭ ଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଆଜି ପଞ୍ଚମ ଦିନରେ…

ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଓ ଅଭିଭାବକ ନିମନ୍ତେ ଉଦିଷ୍ଟ ତାଲିମ ଥେରାପି ପରାମର୍ଶ କେନ୍ଦ୍ର ଉଦଘାଟନ 

Posted by - December 6, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଗରିଆପୁର ୟୁ.ଜି. ଏମ. ଇ ସ୍କୁଲ ପରିସରରେ ମଣ୍ଡଳ ଶିକ୍ଷାଧିକାରୀଙ୍କ ପକ୍ଷରୁ ଆଜି ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଓ ଅଭିଭାବକ…