ଗ୍ରାନାଇଟ ଫେକ୍ଟ୍ରି ଭିତରେ ଡ୍ରାଇଭର ଶବ ଉଦ୍ଧାର,ହତ୍ୟା ନା ଆତ୍ମହତ୍ୟା ତଦ ନ୍ତ ଜାରି

47 0

କେସିଙ୍ଗା:(ପ୍ରିତେସ ପଟେଲ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ମିନି ଷ୍ଟାଡିୟମ ପାଖରେ ଥିବା ଆର୍ ଏମ୍ ଏନ୍ ଗ୍ରାନାଇଟ ଫ୍ୟାକ୍ଟ୍ରି ଷ୍ଟାଫ କ୍ୱାଟର ଭିତରେ ଫ୍ୟାକ୍ଟ୍ରି ର ଟ୍ରଲର ଗାଡ଼ି ନମ୍ବର ଆର.ଜେ.୦୭-ଜି.ସି୧୬୯୫ ଚଳାଉଥିବା ଡ୍ରାଇଭର ର ସୋମବାର ସକାଳ ୮ଘଣ୍ଟା ରେ ମୃତୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାମ ଲକ୍ଷ୍ମଣ ୪୫ ବର୍ଷ ର ବୋଲି ଜଣାପଡିଛି। ସେ ହରିୟାଣା ରାଜ୍ୟ ର ବୋଲି ଜଣାପଡିଛି।ସକାଳ ୮ ଟା ରୁ ମୃତୁ ହୋଇଥିବା ବେଳେ ଅପରାହ୍ନ ୩. ଘଣ୍ଟା ପର୍ଯ୍ୟନ୍ତ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନ ଥିଲେ। ।

ଗତ କାଲି ରାତି ରେ ମଦ ପିଇ ଦେହ ଖରାପ୍ ହେବାରୁ ମୃତକ କୁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସା ପାଇଁ ନିଆ ଯାଇଥିଲା ବୋଲି ମ୍ୟାନେଜର ପ୍ରକାଶ କରିଛନ୍ତି। କେସିଙ୍ଗା ପୋଲିସ ବିଳମ୍ବ ରେ ଘଟଣା ସ୍ଥଳରେପୋଲିସ ପହଞ୍ଚି ଥିବାର ଜଣାପଡିଛି। ଏ ନେଇ ଗତ କାଲି ଚିକିତ୍ସା କରିଥବା କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧ୍ୟକ୍ଷ ଡ଼.ସୁବାଷ ଚନ୍ଦ୍ର ବେହେରା ଙ୍କୁ ପଚାରିବାରୁ ଆଲକୋହଲ ପିଥିବାର ଜଣା ପଡ଼ିଛି ବୋଲି ପ୍ରକାଶ କରିଛନ୍ତି।

ପୋଲିସ ଶିବ ଉଦ୍ଧାର କରି କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇଛି।ଶବ ବ୍ୟବଚ୍ଛେଦ ପରେ ହରିୟାଣା ରୁ ଆସୁଥିବା ତାଙ୍କ ପରିବାର କୁ ଶବ ହସ୍ତାନ୍ତର କରାଯାଇଥିଲା।ପୋଲିସ ହତ୍ୟା ନା ଆତ୍ମହତ୍ୟା ତଦନ୍ତ ଜାରି ରଖିଛି।ପୋଷ୍ଟ ମଟମ ରେପୋର୍ଟ ପରେ ହତ୍ୟା ନା ଆତ୍ମହତ୍ୟା ଜଣା ପଡ଼ିବ ବୋଲି ତଦନ୍ତ କରୁଥିବା ପୋଲିସ ଅଫିସର ରମେଶ ଚନ୍ଦ୍ର ଦୋରା ପ୍ରକାଶ କରିଛନ୍ତି।

 

Related Post

ବିଜେଡି ର ନିର୍ବାଚନମଣ୍ଡଳୀ ସ୍ତରୀୟ ସମୀକ୍ଷା ବୈଠକ ,ନମ୍ୱର୍ ୧ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା

Posted by - January 25, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ସମଗ୍ର ଭାରତ ବର୍ଷରେ ଥରେ ନୁହେଁ, ଦୁଇ ଥର ନୁହେଁ, ତିନି ତିନି ଥର ଏକ ନମ୍ୱର୍ ମୁଖ୍ୟ ମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି,…

ପାରମ୍ପରିକ ରିତି ନିତିରେ ସମ୍ପନ୍ନ ହେଲା ମା ମାଣିକେଶ୍ଵରୀ ଙ୍କ ପ୍ରସିଦ୍ଧ ଛତର ଜାତ୍ରା : ରକ୍ତ ରଞ୍ଜିତ ହେଲା ଭବାନୀପାଟଣା ରାଜପଥ

Posted by - October 4, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ର ଇଷ୍ଟ ଓ ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ଵରୀ ଙ୍କ ପ୍ରସିଦ୍ଧ ଛତର ଜାତ୍ରା ମହାଆଡମ୍ବରରେ ଅନୁଷ୍ଠିତ…

୨୨ ବର୍ଷ ପରେ ଗିରଫ ହେଲା ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ

Posted by - February 22, 2021 0
ଭୁବନେଶ୍ୱର:୧୯୯୯ ମସିହା ଜାନୁଆରୀ ୯ ତାରିଖରେ ଭୁବନେଶ୍ୱର-ବାରଙ୍ଗ ରାସ୍ତାରେ କାର୍‍ ଭିତରେ ଜଣେ ମହିଳାଙ୍କ ସହ ଗଣଦୁଷ୍କର୍ମ ଘଟିଥିଲା। ଏହି ଖବର ସାମ୍ନାକୁ ଆସିବା ପରେ ରାଜ୍ୟବାପୀ…

କଲେଜ ଫାଟକରେ ପଡିଲାତାଲା,ପ୍ରାକ୍ଟିକାଲ ରେ ପାସ ପାଇଁ ଅଧ୍ୟାପିକା ମାଗୁଛନ୍ତି ଟଙ୍କା

Posted by - January 26, 2023 0
ହରଭଙ୍ଗା: ୨୫/୦୧(ଚିତ୍ତରଞ୍ଜନ ସିଂ)ହରଭଙ୍ଗା ବ୍ଲକ ପୁରୁଣାକଟକ ଭୈରବୀ କନିଷ୍ଟ ମହାବିଦ୍ୟାଳୟ ର ଶିକ୍ଷାବିଭାଗ ଅଧ୍ୟାପିକା ଛାତ୍ରଛାତ୍ରୀ ଙ୍କୁ ପ୍ରାକ୍ଟିକାଲ ରେ ପାସ କରାଇବା ପାଇଁ ଟଙ୍କା ମାଗୁଥିବାରୁ…

୪ ବର୍ଷ ହେଲା ବାହାଳି ପୋଲ ଅଧପାଆନ୍ତିରିଆ ଦାବି ପୁରଣ ନହେଲେ ରାସ୍ତା ରୋକ

Posted by - June 29, 2021 0
ବୌଦ୍ଧ:( ଚିତ୍ତରଂଜନ ସିଂ) ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ବାଣିଭୁଷଣପୁର ପଂଚାୟତ ବାହାଲି ଗ୍ରାମକୁ ଯିବାଆସିବା ପାଇଁଁ ହେଲେ ବାଟରେ ବାଧକ ସାଜିଥାଏ ବାହାଲି ନାଳ। ଏହାର ସମାଧାନ ପାଇଁଁ…