Breaking News
10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। 10:43 pmରକ୍ଷକ ସାଜିଲା ଭକ୍ଷକ ମାମଲା : ଶିଶୁ ‌‌‌ଯୌନ ନିର୍ଯାତନା ମାମଲାରେ କନଷ୍ଟେବଳ ରଜନୀକାନ୍ତ ଗମାଙ୍ଗୋ ଗିରଫ 12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର

ଦୁଇ ଯାଗାରେ ଚାକିରୀ, ବିଦା ହେଲେ ଦୁଇ କର୍ମଚାରୀ

708 0

ଯାଜପୁର 🙁 ଆନନ୍ଦ ଚନ୍ଦ୍ର ସାହୁ)ଦୁଇ ଯାଗାରେ ଚାକିରି । ଦୁଇ ଯାଗାରୁ ଦରମା । ଶେଷରେ ଧରାପଡିଲେ ଦୁଇ ବ୍ୟକ୍ତି । ଦୁଇଜଣ ଯାକ ପ୍ରଥମେ ବୋଟ ଡ୍ରାଇଭର ଭାବେ ବ୍ଳ୍‌କରେ ନିଯୁକ୍ତି ପାଇଲେ । ପୁଣି ଆହାର କେନ୍ଦ୍ରରେ କାମ କଲେ । ଧରା ପଡିବା ପରେ ସେମାନଙ୍କ ଠାରୁ ଅର୍ଥ ପେଂରସ୍ତ ସହ ସେମାନଙ୍କ ବିରୁଦ୍ଧରେ ଏପଂ.ଆଇ.ଆର. ଦାଏର ପାଇଁ ନିର୍ଦ୍ଦେଶ ଦେଇଚ୍ଥି ଜିଲ୍ଲା ପ୍ରଶାସନ । ସୁଶାନ୍ତ କୁମାର ବିଶ୍ୱାଳ ପିତା ସତ୍ୟାନନ୍ଦ ଲଞ୍ଚ ଡ୍ରାଇଭର ଭାବେ ଧର୍ମଶାଳା ବ୍ଳ୍‌କରେ ଓ ତ୍ରିଲୋଚନ ପ୍ରଧାନ, ପିତା ଶ୍ରୀବତ୍ସ ପ୍ରଧାନ ବଡଚଣା ବ୍ଳ୍‌କରେ କାର୍ଯ୍ୟ ଆରମ୍ଭ କଲେ ୨୦୧୬ ମସିହାରେ । ତେବେ ୨୦୧୬ ରେ ଆହାର କେନ୍ଦ୍ର ଖୋଲିବା ପରେ ଟଚ ଷ୍ଟୋନ ପାଂଉଣ୍ଡେସନ, ଭୁବନେଶ୍ୱରଙ୍କ ଅଧିନରେ ଆହାର କେନ୍ଦ୍ରରେ କାର୍ଯ୍ୟ ଆରମ୍ଭ କଲେ ।

ଯାଜପୁର ରୋଡରେ ଏ ଦୁଇ ବ୍ୟକ୍ତି ୨୦୧୬ ଠାରୁ କାର୍ଯ୍ୟ କରୁଚ୍ଥନ୍ତି । ଏ ସଂପର୍କରେ ପ୍ରଶାସନକୁ ସୂଚନା ମିଳିବା ପରେ ଏହାର ଅନୁସନ୍ଧାନ କରାଯାଇଥିଲା । ଭାରପ୍ରାପ୍ତ ଜିଲ୍ଳ୍‌ାପାଳ ମିହିର ପ୍ରସାଦ ମହାନ୍ତି ନିଜେ ଏହାର ତଦନ୍ତ କରିଥିଲେ । ଏପରିକି, ଶ୍ରୀ ମହାନ୍ତି ଯାଜପୁର ରୋଡ ଆହାର କେନ୍ଦ୍ର ପରିଦର୍ଶନ କରି ଏ ଦୁଇ ବ୍ୟକ୍ତିଙ୍କୁ ଠାବ କରିବା ସହ ଠକାମିର ସତ୍ୟତା ସଂପର୍କରେ ଦୃଢ ନିଶ୍ଚିତ ହେଲେ । ଭାରପ୍ରାପ୍ତ ଜିଲାପାଳ ଶ୍ରୀ ମହାନ୍ତି ସୁଶାନ୍ତ ଓ ତ୍ରିଲୋଚନଙ୍କ ନାମରେ ଏପଂ.ଆଇ.ଆର. ରୁଜୁ ସହ ସେମାନଙ୍କ ଠାରୁ ପ୍ରଦାନ କରାଯାଇଥିବା ଅର୍ଥ ପେଂରସ୍ତ ଆଣିବା ପାଇଁ ସଂପୃକ୍ତ ବି.ଡି.ଓ.ମାନଙ୍କୁ ନିର୍ଦ୍ଦେଶ ଦେଇଚ୍ଥନ୍ତି । ସେହିପରି ଟଚ ଷ୍ଟୋନ ପାଂଊଣ୍ଡେସନ ଉଭୟ କର୍ମଚାରୀଙ୍କୁ ତୁରନ୍ତ ଆହାର କେନ୍ଦ୍ରରୁ ବହିଷ୍କାର ପାଇଁ ଶ୍ରୀ ମହାନ୍ତି ନିର୍ଦ୍ଦେଶ ଦେଇଚ୍ଥନ୍ତି । ଅପର ପକ୍ଷରେ ବ୍ଳ୍‌କରେ ଅବହେଳା କରିଥିବା ବା ଏହି ଦୁଇ କର୍ମଚାରୀଙ୍କୁ ସହଯୋଗ କରିଥିବା ଅଧିକାରୀ ଓ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଚ୍ଥି । ପରବର୍ତ୍ତୀ ସମୟରେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଚ୍ଥନ୍ତି ।

Facebook Notice for EU! You need to login to view and post FB Comments!

Related Post

ଅନ୍ଧ ବିଶ୍ୱାସର କୁପରିଣତି କାକା ଙ୍କ ଠେଙ୍ଗା ଚୋଟ ରେ ପୁତୁରା ମୃତ,କାକା ଗିରଫ

Posted by - March 17, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକ ଗନ୍ଧର୍ଲା ପଞ୍ଚାୟତ ସାଲେମୁଡୁଗା ଗାଁ ରେ ଘଟିଛି ଅଭାଵନିୟ ଘଟଣା ପାରିବାରିକ କଳହ ରୁ ହତ୍ୟା ନିଜ କାକା…

ଯୁବକକୁ ବନ୍ଧୁକ ଦେଖାଇ ହତ୍ୟା ଧମକ ମହଙ୍ଗା ପଡିଲା

Posted by - May 24, 2022 0
ସମ୍ବଲପୁର/ବ୍ରଜରାଜନଗର:(ରମାକାନ୍ତ ବିଶ୍ବାଳ) ବ୍ରଜରାଜନଗର ଓରିଏଣ୍ଟ ଥାନା ଅନ୍ତର୍ଗତ ରାମଗଡ଼ ବନ୍ଧ ନିକଟରେ ପୁର୍ବ ଶତ୍ରୁତା କୁ କେନ୍ଦ୍ର କରି ଜଣେ ଯୁବକକୁ ଚାରି ଜଣ ଯୁବକ ବନ୍ଧୁକ…

ମିଳିଲା ରାଜଧାନୀରୁ ମହିଳାଙ୍କ କଟାମୁଣ୍ଡ। ପ୍ରେମିକର ସାଙ୍ଘାତିକ କାରନାମା

Posted by - December 20, 2018 0
ଭୁବନେଶ୍ବର:- ରାଜଧାନୀରେ ଦିନକୁ ଦିନ ହତ୍ୟା ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଗତ ୬ମାସ ମଧ୍ୟରେ ରାଜଧାନୀରେ ୯ଟି ହତ୍ୟାକାଣ୍ଡ ସଂଗଠିତ ହୋଇଛି । କେତେକ…

ଝୁଲନ୍ତା ମୃତଦେହ ଉଦ୍ଧାର

Posted by - November 21, 2019 0
ମୟୁରଭଞ୍ଜ: ମୃତଦେହ ଉଦ୍ଧାର। ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର। ତେବେ ମୟୁରଭଞ୍ଜ ଜିଲ୍ଲାର ଜାମଦା ଥାନା ଅନ୍ତର୍ଗତ ଗୋହିରା ଗାଁ ମୁଣ୍ଡ ଗଛରୁ  ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…

ତେର କୋଟି ରୁ ଉର୍ଦ୍ଧ ଗଂଜେଇ ଗଛ ନଷ୍ଟ

Posted by - December 19, 2021 0
ମାଥିଲି:(ଅବଦୁଲ ଗନି)ମାଲକାନଗିରି ଜିଲାପାଳଙ୍କ ନିର୍ଦେଶ କ୍ରମେ ବାଲିମେଳା ଅବକାରୀ ବିଭାଗ ଓ ଚିତ୍ରକୋଣ୍ଡା ପୋଲିସ ଦ୍ୱାରା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବଡ଼ପଡା ଗ୍ରାମପଞ୍ଚାୟତ ଅଦିନଷ୍ଟ ପେଙ୍ଗୁପୁଟ ଓ…

Leave a comment

Your email address will not be published.